ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଶାସନ ଭବନ ଉଦ୍‌ଘାଟିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗୁରୁବାର ପ୍ରଶାସନ ଭବନ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଯୋଗ ଦେଇ ପ୍ରଶାସନ ଭବନ ଉଦ୍‌ଘାଟିତ କରିଛନ୍ତି। ସାମ୍ମାନୀତ ଅତିଥି ଭାବେ…

Continue Readingବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଶାସନ ଭବନ ଉଦ୍‌ଘାଟିତ

ବାଇକ୍‌କୁ ପିଟିଲା ଅଟୋ, ୨ ମୃତ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଅନୁଗୁଳ ବନ୍ତଳା ରାସ୍ତା ର ବାଳୁଅକଟା ଠାରେ ଏକ ଅଜଣା ଅଟୋ ବାଇକ୍‌କୁ ଧକ୍କା ଦେବାରୁ ରବିବାର ଅପରାହ୍ନରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସୁଚନା…

Continue Readingବାଇକ୍‌କୁ ପିଟିଲା ଅଟୋ, ୨ ମୃତ

ଧର୍ମପରାୟଣ ମହିଳାଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ପୋକତୁଙ୍ଗା ଗାଁର ମାୟାଧର ସାହୁଙ୍କ ପତ୍ନୀ ବଛା ସାହୁଙ୍କର ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି। ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଗତ ୪ ବର୍ଷରୁ ଊର୍ଦ୍ଧ୍ବ କାଳ ହେଲା ଶଯ୍ୟାଶାୟୀ ଥିଲେ।ଏ ଖବର ପ୍ରଚାରିତ…

Continue Readingଧର୍ମପରାୟଣ ମହିଳାଙ୍କ ପରଲୋକ

ଶିକ୍ଷକ ଅଭାବ ହେତୁ ବିଦ୍ୟାଳୟରେ ଝୁଲୁଛି ତାଲା

ଅନୁଗୁଳ : ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ବଲଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଗ୍ରାମବାସୀ ବିଦ୍ୟାଳୟରେ ତାଲା ଝୁଲାଇଛନ୍ତି। ଏଥିସହ ସୋମବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ସେମାନଙ୍କ ଦିବି ଉପସ୍ଥାପନ କରିଛନ୍ତି। ବିଦ୍ୟାଳୟର ୪ ଜଣ ଶିକ୍ଷକ ଅନ୍ୟତ୍ର…

Continue Readingଶିକ୍ଷକ ଅଭାବ ହେତୁ ବିଦ୍ୟାଳୟରେ ଝୁଲୁଛି ତାଲା

୯୪ ୟୁନିଟ୍ ରକ୍ତ ସଂଗ୍ରହ

ଅନୁଗୁଳ: ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଅନୁଗୁଳ ନିର୍ବାଚନ ମଣ୍ଡଳୀ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଗୋଳ ବ୍ଲକ ଅନ୍ତର୍ଗତ ବନ୍ତଳା ଯୁକ୍ତ ୩ ଡିଗ୍ରୀ ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ମୋ-ପରିବାର ଅନୁଗୁଳ ଜିଲ୍ଲା ସହ-ସଂଯୋଜକ ପ୍ରିୟଦର୍ଶୀ…

Continue Reading୯୪ ୟୁନିଟ୍ ରକ୍ତ ସଂଗ୍ରହ

ସ୍କୁଲ ଛତ୍ରୀଙ୍କୁ ଅଶ୍ଳିଳ ମନ୍ତବ୍ୟ ନେଇ ମାଡ଼ପିଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ମାଟିଆ ସାହି ପଞ୍ଚାୟତର ଜଣେ ସ୍କୁଲ ଛାତ୍ରୀଙ୍କୁ ଅଶ୍ଳିଳ ଇଙ୍ଗିତ ଓ ଜୋରଜବଦସ୍ତ ଭଲ ପାଇବା ପାଇଁ ବାଧ୍ୟ କରିବା ଏବଂ କମେଟ ମାରିବାକୁ ନେଇ ଛାତ୍ରୀର ମା' ବନ୍ତଳା ଥାନାରେ ଲିଖିତ…

Continue Readingସ୍କୁଲ ଛତ୍ରୀଙ୍କୁ ଅଶ୍ଳିଳ ମନ୍ତବ୍ୟ ନେଇ ମାଡ଼ପିଟ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ୍ ଏସ୍ଆଇ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନାର ସବ୍ ଇନିସପେକ୍ଟର ପ୍ରମୋଦ କୁମାର ନାଏକ ଏକ ମାମଲାରେ ଜବତ ବାଇକ୍ ଛାଡ଼ିପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରପଡ଼ିଛନ୍ତି। ସୂଚନା ମୁତାବକ, ଏକ ମାଡ଼ପିଟ…

Continue Readingଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ୍ ଏସ୍ଆଇ

ପୋଡି ହୋଇ ଭିନ୍ନକ୍ଷମ ଜୀବନ୍ତ ଦଗ୍ଧ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ସଂଖପୁର ଗାଁରେ ମଙ୍ଗଳବାର ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଜଣେ ଜୀବନ୍ତ ପୋଡିଯିବା ଖବର ମିଳିଛି।ସୂଚନା ମୁତାବକ, ସଂଖପୁର ଗାଁର କୁମର ଦେହୁରୀ(୬୦) ରାତିରେ କନ୍ଥା ଘୋଡେଇ ଶୋଇ ଥିବା ବେଳେ…

Continue Readingପୋଡି ହୋଇ ଭିନ୍ନକ୍ଷମ ଜୀବନ୍ତ ଦଗ୍ଧ

ଶିକ୍ଷକ ନିଯୁକ୍ତି ପାଇଁ ଦାବିପତ୍ର

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରା ନଗଲେ ଆନ୍ଦୋଳନ କରାଯିବ ବୋଲି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଶନିବାର ସକାଳେ ଦାବିପତ୍ର ପ୍ରଦାନ କରାଯାଇଛି। ଏସଏମଡିସି ଅଧ୍ୟକ୍ଷ ଦିନେଶ ଦେହୁରୀ,…

Continue Readingଶିକ୍ଷକ ନିଯୁକ୍ତି ପାଇଁ ଦାବିପତ୍ର

ବାଘ ମୃତ୍ୟୁ ଚର୍ଚ୍ଚା ନେଇ ବନ ବିଭାଗର ଛାନ୍‌ଭିନ୍

ଅନୁଗୁଳ: ଅନୁଗୁଳ ବନଖଣ୍ଡ ତଥା ବନ୍ତଳା ବନାଞ୍ଚଳର କଂଜା ସେକସନ୍ ଏବଂ ସାତକୋଶିଆ ଅଭୟାରଣ୍ୟ ରାଇଗୁଡା ବନାଞ୍ଚଳ ସୀମାରେ ଏକ ବାଘର ମୃତ୍ୟୁ ହୋଇଥିବା ନେଇ ବନ୍ତଳା ଅଞ୍ଚଳରେ ଗୁଜବ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ସୂଚନା ପାଇବା ପରେ ବନ…

Continue Readingବାଘ ମୃତ୍ୟୁ ଚର୍ଚ୍ଚା ନେଇ ବନ ବିଭାଗର ଛାନ୍‌ଭିନ୍