କୂଅରେ ପଡ଼ି ଯୁବକଙ୍କ ଜୀବନ ଗଲା
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଲୋକେଇପଶି ଗାଁରେ ଅଘଟଣ। କୂଅରେ ପଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ। ମୃତକ ହେଲେ ଗାଁର ହରିହର ଦାସଙ୍କ ପୁଅ ସୁକାନ୍ତ ଦାସ (୪୮)। ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ସୁକାନ୍ତଙ୍କର ଘର ପାଖରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଲୋକେଇପଶି ଗାଁରେ ଅଘଟଣ। କୂଅରେ ପଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ। ମୃତକ ହେଲେ ଗାଁର ହରିହର ଦାସଙ୍କ ପୁଅ ସୁକାନ୍ତ ଦାସ (୪୮)। ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ସୁକାନ୍ତଙ୍କର ଘର ପାଖରେ…
ଅନୁଗୁଳ: ନିୟମିତ ଯାତାୟାତ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ। ନା ଚାଲିକି ଯାଇ ହେଉଛି ନା ଗାଡ଼ି ନେଇ। ବର୍ଷାଦିନେ ତ ପାଦ ପକାଇବା ବି ବିପଦକୁ ଡାକିବା ସହ ସମାନ। ଏମିତି ସ୍ଥିତିରେ ବର୍ଷକ ବାରମାସ ଯାତାୟାତ କରୁଛନ୍ତି ଅନୁଗୁଳ…
ଅନୁଗୁଳ: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ବାରମ୍ଵାର ମାରପିଟ କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛନ୍ତି ବୋଲି ବନ୍ତଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା। ବନ୍ତଳା ଥାନା ଅନ୍ତର୍ଗତ ଧୋକୁଟା ପଞ୍ଚାୟତ ପାଣଗୋବିନ୍ଦପୁର ଗାଁର ଅପରାଜିତା ନାଏକ…
ଅନୁଗୁଳ: ଅନୁଗୁଳ ବ୍ଲକ ବନ୍ତଳା ପଞ୍ଚାୟତ ସାହାରାଗୋଡ଼ା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା' ପିତାବଳୀଙ୍କ ବାର୍ଷିକ ପୂଜା ସୋମବାର ମହାସମାରୋହରେ ପାଳିତ ହୋଇଛି। ବିଧି ବିଧାନ ଅନୁଯାୟୀ, ଦିନକ ପୂର୍ବରୁ ସନ୍ଧ୍ୟାରେ ମାଆଙ୍କୁ ଆରାଧନା କରାଯାଇ ନିମନ୍ତ୍ରଣ କରାଯାଇଥିଲା। ଆଜି ମଧ୍ୟାହ୍ନରେ…
ଅନୁଗୁଳ: ଅନୁଗୁଳ ବ୍ଲକ ଶଙ୍ଖପୁର ପଞ୍ଚାୟତ ଖାଲଗାଁ ଅବସରପ୍ରାପ୍ତ ଶିକ୍ଷକ ଅଭୟ କୁମାର ପ୍ରଧାନଙ୍କର ୭୨ବର୍ଷ ବୟସରେ ପରଲୋକ ହୋଇଛି। ସେ ଅନୁଗୁଳ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ। ୨୦୧୨ରୁ ଅବସର ଗ୍ରହଣ ପରେ ସେ ନିଜ ଗାଁ ଖାଲଗାଁକୁ ଫେରି…
ଅନୁଗୁଳ: ଅଭାବୀ ବର୍ଷା ପାଇଁ ଉଜୁଡ଼ିବାକୁ ବସିଲାଣି ଚାଷ। ପାଣି ଅଭାବରୁ ଚାଷୀ ହାତ ବାନ୍ଧି ବସିଥିବା ଦେଖିବାକୁ ମିଳିଛି। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ନନ୍ଦପୁର, ପୋକତୁଙ୍ଗା, ଶଙ୍ଖପୁର,ଧୋକୁଟା ଆଦି ୪ଟି ପଞ୍ଚାୟତର ଚାଷୀମାନେ ମୁଖ୍ୟତଃ ବଉଳି ମାଇନର…
ଅନୁଗୁଳ: ହାତୀ ଘଉଡ଼ାଇବାକୁ ନେଇ ହିନ୍ଦୋଳ ଓ ବନ୍ତଳା ବନାଞ୍ଚଳ କର୍ମଚାରୀଙ୍କ ମଧ୍ୟରେ ଘମାଘୋଟ ପାଟିତୁଣ୍ଡ। ହିନ୍ଦୋଳ ବନାଞ୍ଚଳ ଅଧିକାରୀ ବନ୍ତଳା ବନାଞ୍ଚଳର ଜଣେ ଗଜମିତ୍ର ଉପରକୁ ଗୁଳି ଚାଳନା କରିଥିବା ଅଭିଯୋଗ ହୋଇଛି। ଏନେଇ ଗୁରୁବାର ବନ୍ତଳା ବନାଞ୍ଚଳର ଶତାଧିକ…
ଅନୁଗୁଳ: ଅନୁଗୁଳ ବ୍ଲକ ବେଡ଼ାଶାସନ ପଞ୍ଚାୟତ ହମାମୀରା ଗାଁରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ଶାନ୍ତିଲତା ସାହୁ (୫୦)। ମଙ୍ଗଳବାର ମଧ୍ୟାହ୍ନରେ ଶାନ୍ତିଲତା ଗୋରୁଙ୍କୁ ଖାଇବା ଦେବା ପାଇଁ ପାଳଗଦାରୁ ପାଳ କାଢ଼ିଲା ବେଳେ…
ଅନୁଗୁଳ: ଅନୁଗୁଳ ବ୍ଲକ ଗଡ଼ତରାସ ପଞ୍ଚାୟତ ଗଡ଼ତରାସ ପାଟଣାସାହିରେ ବର୍ଷା ଯୋଗୁଁ ୧୦ ପରିବାର ଜଳବନ୍ଦୀ ହୋଇରହିଛନ୍ତି। ଫଳରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଜନଜୀବନ ଦୁର୍ବିସହ ହୋଇପଡ଼ିଛି। ସୁମନ୍ତ ମାଝୀଙ୍କ ଘର ଭିତରେ ପାଣି ପଶି ଯାଇଥିବାରୁ ୨ଦିନ ହେବ…
ଅନୁଗୁଳ: ଦୋକାନ ମରାମତି ବେଳେ ଗାଳିଗୁଲଜ ଓ ମାରପିଟ କରିଥିବା ନେଇ ବନ୍ତଳା ଥାନାରେ ମଙ୍ଗଳବାର ରାତିରେ ଅଭିଯୋଗ କରିଛନ୍ତି ଦମ୍ପତି। ଅନୁଗୁଳ ବ୍ଲକ ବଡ଼କେରା ପଞ୍ଚାୟତ ବଡ଼କେରା ଗାଁର ଉପମା ଜେନା ଅଭିଯୋଗ କରିଛନ୍ତି ତାଙ୍କ ସ୍ୱାମୀ ପ୍ରଫୁଲ୍ଲ ଜେନା…