ରାତି ଅଧରେ ବିଧବା ମହିଳାଙ୍କ ଘରେ ପଶି ହଟହଟା ହେଲେ ସେବା ସମବାୟ ସମିତିର ସେକ୍ରେଟାରୀ, ଅନୈତିକ ସମ୍ପର୍କ ଥିବା ଚର୍ଚ୍ଚା
ଅନୁଗୁଳ: ରାତି ଅଧରେ ଜଣେ ବିଧବା ମହିଳାଙ୍କ ଘରେ ପଶି ହଟହଟା ହୋଇଛନ୍ତି ସେବା ସମବାୟ ସମିତିର ସେକ୍ରେଟାରୀ। ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ସୋମବାର ରାତିରେ ସେବା ସମବାୟ ସମିତିର ସେକ୍ରେଟାରୀ…