ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ଓ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ସହାୟତା ବଣ୍ଟନ ଶିବିର ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ଆଜି ପୂର୍ବାହ୍ନରେ କୋଶଳା କଲ୍ୟାଣ ମଣ୍ଡପରେ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ଓ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଛେଣ୍ଡିପଦା ବିଧାୟକ…

Continue Readingନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ଓ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ସହାୟତା ବଣ୍ଟନ ଶିବିର ଆୟୋଜିତ

ଛେଣ୍ଡିପଦା ଜେଏମଏଫସି ଅଦାଲତର ୫ମ ପ୍ରତିଷ୍ଠା ଉତ୍ସବ: ସମସ୍ତେ ମିଳିମିଶି କାମ କରିବା ଉପରେ ଗୁରୁତ୍ୱାରୋପ

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ଡିପଦା ସଦର ମହକୁମାରେ ଥିବା କନିଷ୍ଠ ବିଚାର ବିଭାଗୀୟ ଦେୱାନୀ ଅଦାଲତର (ଜେଏମଏଫସି କୋର୍ଟ) ୫ମ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଓକିଲ ସଂଘର ସଭାଗୃହରେ ପାଳିତ ହୋଇଛି। ଛେଣ୍ଡିପଦା ଆଇନଜୀବୀ ସଂଘର ସଭାପତି ନଗେନ ନନ୍ଦଙ୍କ ତତ୍ତ୍ୱାବଧାନରେ ଆୟୋଜିତ…

Continue Readingଛେଣ୍ଡିପଦା ଜେଏମଏଫସି ଅଦାଲତର ୫ମ ପ୍ରତିଷ୍ଠା ଉତ୍ସବ: ସମସ୍ତେ ମିଳିମିଶି କାମ କରିବା ଉପରେ ଗୁରୁତ୍ୱାରୋପ

ମନରେଗା ଓ ପଞ୍ଚଦଶ ଅର୍ଥ କମିଶନ ଯୋଜନାରେ ଛେଣ୍ଡିପଦାରେ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ସଭାଗୃହରେ ବ୍ଲକସ୍ତରୀୟ ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ପଞ୍ଚଦଶ ଅର୍ଥ କମିଶନ ଆର୍ଥିକ ବର୍ଷ ୨୦୨୨-୨୩ର ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଛେଣ୍ଡିପଦା ଗୋଷ୍ଠୀ ଉନ୍ନୟନ…

Continue Readingମନରେଗା ଓ ପଞ୍ଚଦଶ ଅର୍ଥ କମିଶନ ଯୋଜନାରେ ଛେଣ୍ଡିପଦାରେ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର

ମା’ ଓ ପୁଅକୁ ମାଡ଼ ମାରିବା ନେଇ ଅଭିଯୋଗ, ଥାନାରେ ମାମଲା

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟ୍ଟା ଗ୍ରାମରେ ୨ ଜଣ ବ୍ୟକ୍ତି ମା' ଓ ପୁଅକୁ ମାଡ଼ ମାରିବା ନେଇ ମଙ୍ଗଳବାର ଛେଣ୍ଡିପଦା ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ବାଲିପଟ୍ଟାର ନର୍ମଦା ପ୍ରଧାନଙ୍କ ପୁଅ ସନାକର ପ୍ରଧାନ…

Continue Readingମା’ ଓ ପୁଅକୁ ମାଡ଼ ମାରିବା ନେଇ ଅଭିଯୋଗ, ଥାନାରେ ମାମଲା

ରାସ୍ତା କଡ଼ ସୁରକ୍ଷା ବାଡ଼ରେ ପିଟି ହୋଇ ବାଇକ ଆରୋହୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ତେନ୍ତୁଲୋଇ ଗାଁ ଦେଇ ଯାଇଥିବା ରାସ୍ତାର ଦଣ୍ଡବାଙ୍କ ଛକ ଠାରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ସୁରକ୍ଷା ବାଡ଼ରେ ପିଟି ହୋଇ ବାଇକ ଆରୋହୀ ଗୁରୁତର ହୋଇଛନ୍ତି l ଗୁରୁତର ଜଣଙ୍କ ହେଲେ ବାଲିପଟାର…

Continue Readingରାସ୍ତା କଡ଼ ସୁରକ୍ଷା ବାଡ଼ରେ ପିଟି ହୋଇ ବାଇକ ଆରୋହୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ପାତ୍ରପଡ଼ାରୁ ତିନି ମାତୃହୀନ ଶିଶୁ ଉଦ୍ଧାର, ଉତ୍କଳ ବାଳାଶ୍ରମରେ ହେଲେ ଥଇଥାନ

ଅନୁଗୁଳ: ସୋସିଆଲ ମିଡିଆରେ ଖବର ପ୍ରଚାରିତ ହେବା ପରେ ଅନୁଗୁଳ ଚାଇଲଡ଼ ଲାଇନ ପକ୍ଷରୁ ବାଗଡ଼ିଆ ଥାନା ପାତ୍ରପଡ଼ା ଗ୍ରାମରେ ଥିବା ତିନିଜଣ ମାତୃହୀନ ଅବହେଳିତ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହରା ଙ୍କ…

Continue Readingପାତ୍ରପଡ଼ାରୁ ତିନି ମାତୃହୀନ ଶିଶୁ ଉଦ୍ଧାର, ଉତ୍କଳ ବାଳାଶ୍ରମରେ ହେଲେ ଥଇଥାନ

ହଳ କରୁଥିବା ବେଳେ ଟ୍ରାକ୍ଟର ସହ ମୁକୁଳା କୂଅରେ ଗଳିପଡ଼ିଲେ ଚାଳକ, ଘଟଣାସ୍ଥଳରେ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜାମୁଣ୍ଡା ଗାଁରେ ଆଜି ଚାଷ ଜମିରେ ଚାଷ କରୁଥିବା ବେଳେ ଅସାବଧାନତା ଯୋଗୁଁ ଖୋଲା କୂଅ ଭିତରକୁ ଟ୍ରାକ୍ଟର ମାଡ଼ିଯାଇଛି। ଏହି ଦୁର୍ଘଟଣାରେ ଟ୍ରାକ୍ଟର ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ଡ୍ରାଇଭର ହେଲେ ପୂର୍ଣ୍ଣଚନ୍ଦ୍ର ବେହେରା (୩୦)।…

Continue Readingହଳ କରୁଥିବା ବେଳେ ଟ୍ରାକ୍ଟର ସହ ମୁକୁଳା କୂଅରେ ଗଳିପଡ଼ିଲେ ଚାଳକ, ଘଟଣାସ୍ଥଳରେ ମୃତ୍ୟୁ

ଛେଣ୍ଡିପଦାରେ ‘ଗରିବ କଲ୍ୟାଣ ସମାବେଶ’ରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ, କହିଲେ- କେନ୍ଦ୍ର ପଠାଉଥିବା ଥିବା ବାଟମାରଣା ହେଉଛି

ଛେଣ୍ଡିପଦା/ଅନୁଗୁଳ: ସୋମବାର ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଠାରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ମୋଦି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଓ ଉନ୍ନୟନ ଯୋଜନାରେ ଦିଲ୍ଲୀରୁ ଓଡ଼ିଶାକୁ କୋଟି କୋଟି…

Continue Readingଛେଣ୍ଡିପଦାରେ ‘ଗରିବ କଲ୍ୟାଣ ସମାବେଶ’ରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ, କହିଲେ- କେନ୍ଦ୍ର ପଠାଉଥିବା ଥିବା ବାଟମାରଣା ହେଉଛି

ଆସନ୍ତା ୨୬ରେ ଛେଣ୍ଡିପଦା ଆସୁଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ ଶେଷ

ଛେଣ୍ଡିପଦା: ବିଜେପି ନେତା ତଥା ଛେଣ୍ଡିପଦା ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରାଙ୍କ ନେତୃତ୍ବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତକୁ ନେଇ ସାମ୍ବାଦିକ ସମ୍ମିଳନୀ ଆଜି ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୨୬ ତାରିଖ…

Continue Readingଆସନ୍ତା ୨୬ରେ ଛେଣ୍ଡିପଦା ଆସୁଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ ଶେଷ

ରୋଷେଇ ଘରେ ପଖାଳ ଖାଇଲା, ଘର ଭାଙ୍ଗିଲା ଦନ୍ତା; ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ ଅନ୍ତର୍ଗତ କଣଲୋଇ ଗ୍ରାମର ଝରଣ ପାର୍କ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ଘର ଭାଙ୍ଗିବା ସହ ରୋଷେଇ ଘରୁ ହାଣ୍ଡିରୁ ପଖାଳ ଭାତ ଖାଇଥିବା ଜଣାପଡ଼ିଛି। ସୂଚନା ମୁତାବକ, କଣଲୋଇ…

Continue Readingରୋଷେଇ ଘରେ ପଖାଳ ଖାଇଲା, ଘର ଭାଙ୍ଗିଲା ଦନ୍ତା; ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ