ଛେଣ୍ଡିପଦା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି, ୧୦୮ଟି ଅଭିଯୋଗର ହେଲା ସମାଧାନ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଆୟୋଜିତ ହୋଇଛି। ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା, ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ…

Continue Readingଛେଣ୍ଡିପଦା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି, ୧୦୮ଟି ଅଭିଯୋଗର ହେଲା ସମାଧାନ

ଅବକାରୀ ବିଭାଗର ଅତର୍କିତ ଚଢ଼ଉ: ବିପୁଳ ଦେଶୀ ରନ୍ଧା ମହୁଲି ମଦ ଜବତ, ଜଣେ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗର ସ୍ପେଶାଲ ସ୍କ୍ବାର୍ଡ ଓ ୨ନଂ ଅବକାରୀ ଥାନା ପକ୍ଷରୁ ରବିବାର ବାଗଡିଆ ରଥସାହିରେ ଚଢ଼ଉ କରି ୩୦ ଲିଟର ଦେଶୀ ରନ୍ଧା ମହୁଲି ମଦ ଜବତ କରାଯାଇଛି। ଏଥିସହ ୨୩୦କିଗ୍ରା ପୋଚ ନଷ୍ଟ କରାଯାଇଛି।…

Continue Readingଅବକାରୀ ବିଭାଗର ଅତର୍କିତ ଚଢ଼ଉ: ବିପୁଳ ଦେଶୀ ରନ୍ଧା ମହୁଲି ମଦ ଜବତ, ଜଣେ ଗିରଫ

ବିପୁଳ ମାତ୍ରାରେ ଦେଶୀ ରନ୍ଧା ମହୁଲି ମଦ ଜବତ, ୪ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗର ସ୍ପେଶାଲ ସ୍କ୍ବାର୍ଡ ଓ ୨ନଂ ଅବକାରୀ ଥାନା ପକ୍ଷରୁ ଶନିବାର ଛେଣ୍ଡିପଦା ବ୍ଲକର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯାଇଛି ବିପୁଳ ମାତ୍ରାରେ ରନ୍ଧା ମହୁଲି ମଦ ଜବତ ହୋଇଛି। ଏହି ଚଢ଼ଉରେ ୮୪ ଲିଟର…

Continue Readingବିପୁଳ ମାତ୍ରାରେ ଦେଶୀ ରନ୍ଧା ମହୁଲି ମଦ ଜବତ, ୪ ଗିରଫ

ଅଜଣା ଗାଡ଼ି ଧକ୍କାରେ ଭାଇ-ଭଉଣୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି କଲେ ଏମଭିଆଇ

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ଡିପଦା ବ୍ଲକ୍ ଜରପଡା ଥାନା ୫୫ ନମ୍ୱର୍ ଜାତୀୟ ରାଜପଥ ଜେରେଂ ଭାଗିରଥିପୁର୍ ଛକରେ ବଇଣ୍ଡାରୁ ଅନୁଗୁଳ ଆସୁଥିବା ଏକ ସ୍କୁଟିକୁ ଅଜଣା ଗାଡ଼ି ଧକ୍କା ଦେଇଛି। ଫଳରେ ସ୍କୁଟିରେ ଥିବା ଭାଇ ଭଉଣୀ ଗୁରୁତର ହୋଇଛନ୍ତି। ଗୁରୁତର…

Continue Readingଅଜଣା ଗାଡ଼ି ଧକ୍କାରେ ଭାଇ-ଭଉଣୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି କଲେ ଏମଭିଆଇ

୧୫ ଲିଟର ଦେଶୀ ମହୁଲି ମଦ ଜବତ, ଜଣେ ମହିଳା ଗିରଫ

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ତିପଦା ଥାନା କଣଲୋଇ ଗାଁରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୧୫ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଛି। ଏହି ମାମଲାରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଜଣକ ହେଲେ…

Continue Reading୧୫ ଲିଟର ଦେଶୀ ମହୁଲି ମଦ ଜବତ, ଜଣେ ମହିଳା ଗିରଫ

ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ୪ ଜଣଙ୍କୁ ବାନ୍ଧିଲା ପୋଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୁକୁରପେଟା ଗାଁରେ ଆଇନଜୀବୀଙ୍କୁ ମାଡ଼ ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଆଇନଜୀବୀ ଶୋଭିତ ଆଚାର୍ଯ୍ୟଙ୍କ ଅଭିଯୋଗକୁ ଭିତ୍ତିକରି ଛେଣ୍ଡିପଦା ଥାନା କେସ ନଂ୫୯୦/୨୨ରେ ମାମଲା ରୁଜୁ କରିବା ସହିତ ୧୫ଜଣଙ୍କୁ ଅଭିଯୁକ୍ତ…

Continue Readingଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ୪ ଜଣଙ୍କୁ ବାନ୍ଧିଲା ପୋଲିସ

ଆଇନଜୀବୀଙ୍କୁ ମାଡ଼ ଘଟଣା: ୧୫ ଜଣଙ୍କ ନାଁରେ ମାମଲା

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୁକୁରପେଟା ଗ୍ରାମରେ ପୋଲିସ ଉପସ୍ଥିତିରେ ଜଣେ ଆଇନଜୀବୀଙ୍କୁ ମାଡ଼ ଘଟଣାରେ ପୋଲିସ ୧୫ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ପୋଲିସ ସୂଚନା ମୁତାବକ ରବିବାର ଅପରାହ୍ନରେ ଅନୁଗୁଳ ଥାନା ସୁସୁଡ଼ାର ଆଇନଜୀବୀ ଶୋଭିତ…

Continue Readingଆଇନଜୀବୀଙ୍କୁ ମାଡ଼ ଘଟଣା: ୧୫ ଜଣଙ୍କ ନାଁରେ ମାମଲା

BSKY ରେ ମୋତିଆ ବିନ୍ଦୁ ଅପରେସନ ପରେ ଦୃଷ୍ଟିଶକ୍ତି ହରାଇଲେ ଈଶ୍ୱର, ସହାୟତା ଯୋଗାଇବାକୁ ନିବେଦନ

ଅନୁଗୁଳ: ମୋତିଆ ବିନ୍ଦୁ ଅପରେସନ ପରେ ଦୃଷ୍ଟି ଶକ୍ତି ହରାଇଛନ୍ତି ଛେଣ୍ଡିପଦା ତହସିଲ ନିକଟରେ ରହୁଥିବା ଈଶ୍ୱର ଚନ୍ଦ୍ର ବାଘ। ଈଶ୍ୱର ଚଳିତବର୍ଷ ଅଗଷ୍ଟ ୨୩ରେ ଅନୁଗୁଳଏ ଏକ ଆଖି ହସ୍ପିଟାଲରେ ବାମ ଆଖିର ମୋତିଆ ବିନ୍ଦୁ ଅପରେସନ କରିଥିଲେ। ତା…

Continue ReadingBSKY ରେ ମୋତିଆ ବିନ୍ଦୁ ଅପରେସନ ପରେ ଦୃଷ୍ଟିଶକ୍ତି ହରାଇଲେ ଈଶ୍ୱର, ସହାୟତା ଯୋଗାଇବାକୁ ନିବେଦନ

ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଉଥିଲେ, ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗୋପୀନାଥପୁରରେ ଥିବା ସରଳିଆ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୨ ଡକାୟତ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ସୂଚନା ମୁତାବକ, ସୋମବାର ଅପରାହ୍ନରେ ପେଟ୍ରୋଲ ପମ୍ପର କ୍ୟାସିଅର ସନ୍ତୋଷ କୁମାର ସାହୁ ଓ…

Continue Readingବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଉଥିଲେ, ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା

ଭ୍ରାମ୍ୟମାଣ ଚିକିତ୍ସା ଗାଡ଼ିରେ ପଶିଲା ନାଗ, ୨ ଘଣ୍ଟା ପରେ ଉଦ୍ଧାର କଲେ ସର୍ପମିତ୍ର

ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ବ୍ଲକ ଚାଖୁଣ୍ଡାପାଳ ରାସ୍ତାରେ ଭ୍ରାମ୍ୟମାଣ ଚିକିତ୍ସା ଗାଡ଼ିରେ ଏକ ନାଗସାପ ପଶି ରହିବାରୁ ୨ ଘଣ୍ଟା ଯାଏଁ ସେବା ବ୍ୟାହତ ହୋଇଛି। ବହୁ କଷ୍ଟରେ ସାପକୁ ଗାଡ଼ିରୁ ବାହାର କରାଯାଇ ଜଙ୍ଗଲରେ ଛଡ଼ାଯାଇଛି। ସୂଚନା ମୁତାବକ, ଭ୍ରାମ୍ୟମାଣ…

Continue Readingଭ୍ରାମ୍ୟମାଣ ଚିକିତ୍ସା ଗାଡ଼ିରେ ପଶିଲା ନାଗ, ୨ ଘଣ୍ଟା ପରେ ଉଦ୍ଧାର କଲେ ସର୍ପମିତ୍ର