ରାସ୍ତାର ୮ଫୁଟ ତଳକୁ ଖସିଲା କାର୍, ୩ ଆହତ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା-ଅନୁଗୁଳ ୬୩ ନମ୍ବର ରାଜ୍ୟ ରାଜପଥର ସିଆରିମାଳିଆ ନିକଟ ଛେଣ୍ଡିପଦା ଜଙ୍ଗଲ ରାସ୍ତାରେ ଶନିବାର ମଧ୍ୟାହ୍ନରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କାର୍ ଚାଳକଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ,…
