ଗଛରେ ପିଟିହେଲା ବିଦ୍ୟୁତ ବିଭାଗ ବଲେରୋ, ୨ ଗୁରୁତର
ଅନୁଗୁଳ:ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଜରପଡା ରାସ୍ତାରେ ତେଣ୍ଟୁଲୋଇ ଗ୍ରାମ ନିକଟରେ ଟାଟା ବିଦ୍ୟୁତ ବିଭାଗର ବଲେରୋ ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇଜଣ ଗୁରୁତର ହୋଇଛନ୍ତି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ଅପରାହ୍ନ ୫ଟା ବେଳେ ତେଣ୍ଟୁଲୋଇ…
