ମୋଟ୍ ୨ ଶିକ୍ଷକରୁ ଜଣଙ୍କୁ ବଦଳି ପାଇଁ ନିର୍ଦ୍ଦେଶ: ବିରୋଧ କରି ସ୍କୁଲରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ଅନୁଗୁଳ: ଶିକ୍ଷୟିତ୍ରୀଙ୍କ ବଦଳି ବାତିଲ ଦାବି। ସ୍କୁଲ ଗେଟରେ ତାଲା ପକାଇ ଧାରଣା ଦେଇଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପାତ୍ରପଡ଼ା ପଞ୍ଚାୟତ ରାଇପାଳ ପ୍ରାଥମିକ ବିଦ୍ୟାଳୟ ସାମ୍ନାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ସ୍କୁଲରେ…

Continue Readingମୋଟ୍ ୨ ଶିକ୍ଷକରୁ ଜଣଙ୍କୁ ବଦଳି ପାଇଁ ନିର୍ଦ୍ଦେଶ: ବିରୋଧ କରି ସ୍କୁଲରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ ଓ ଛାତ୍ରଛାତ୍ରୀ

କାମ ନ କରି ଟଙ୍କା ମାରିନେଲେ ସରକାରୀ ବାବୁ, ଗୋଡ଼ି ମୁଠେ ନ ପକାଇ ୧୦ ଲକ୍ଷ ଚଳୁ କଲେ ଯନ୍ତ୍ରୀ !

ଅନୁଗୁଳ: କାମ ନ କରି ଟଙ୍କା ମାରିନେଲେ ସରକାରୀ ବାବୁ। ୧୦ ଲକ୍ଷ ଟଙ୍କାର ରାସ୍ତା କାମ ଆସିଥିଲା। କିନ୍ତୁ ଗୋଡ଼ିଟିଏ ବି ନ ପକାଇ କି ଫଳକ ନିର୍ମାଣ ନ କରି ଟଙ୍କା ଉଠାଇନେଇଛନ୍ତି ଯନ୍ତ୍ରୀ। ଯନ୍ତ୍ରୀଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ…

Continue Readingକାମ ନ କରି ଟଙ୍କା ମାରିନେଲେ ସରକାରୀ ବାବୁ, ଗୋଡ଼ି ମୁଠେ ନ ପକାଇ ୧୦ ଲକ୍ଷ ଚଳୁ କଲେ ଯନ୍ତ୍ରୀ !

କମ୍ପସଲା ଡକାୟତ ଘଟଣା: ୩ ଅଭିଯୁକ୍ତଙ୍କୁ ନେଇ ସିନରିକ୍ରିଏସନ କଲା ପୋଲିସ, ୧୯ ଲକ୍ଷରୁ ଅଧିକ ଟଙ୍କାର ଡକାୟତି କରିଥିବା ସୂଚନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଲିସକୁ ବଡ଼ ସଫଳତା। ୭ ଆନ୍ତଜିଲ୍ଲା ଡକାୟତ ଗାଙ୍ଗକୁ ଠାବ କରିବା ସହିତ ୩ଜଣଙ୍କୁ ଗିରଫ କରିବାରେ ଛେଣ୍ଡିପଦା ପୋଲିସ ସଫଳ ହୋଇଛି। ଏହି ଗାଙ୍ଗ ଅନୁଗୁଳ ଜିଲ୍ଲାର ୧୧ଟି ଥାନା ସମେତ ଦେବଗଡ଼,…

Continue Readingକମ୍ପସଲା ଡକାୟତ ଘଟଣା: ୩ ଅଭିଯୁକ୍ତଙ୍କୁ ନେଇ ସିନରିକ୍ରିଏସନ କଲା ପୋଲିସ, ୧୯ ଲକ୍ଷରୁ ଅଧିକ ଟଙ୍କାର ଡକାୟତି କରିଥିବା ସୂଚନା

କୋଶଳା ଜଙ୍ଗଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ୨ ଦିନ ହେଲା ଥିଲା ନିଖୋଜ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ସଂରକ୍ଷିତ ଜଙ୍ଗଲ ତାରିଣୀ ମନ୍ଦିର ନିକଟରୁ ନିଖୋଜ ଯୁବକଙ୍କ ସନ୍ଦେହଜନକ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ କୋଶଳା ଗ୍ରାମର ପ୍ରଦ୍ୟୁମ୍ନ କୁମାର ରାଉଳ (୪୨)। ସୂଚନା ମୁତାବକ, ୨…

Continue Readingକୋଶଳା ଜଙ୍ଗଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ୨ ଦିନ ହେଲା ଥିଲା ନିଖୋଜ

ଛେଣ୍ଡିପଦାରେ କୋଇଲା ଖଣିକୁ ଘୋର ବିରୋଧ: ତହସିଲ କାର୍ଯ୍ୟାଳୟ ଘେରିଲା ଆଞ୍ଚଳିକ ସୁରକ୍ଷା ମଞ୍ଚ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ କୋଇଲା ଖଣିକୁ ବିରୋଧ କରି ଛେଣ୍ଡିପଦା ଆଞ୍ଚଳିକ ସୁରକ୍ଷା ମଞ୍ଚ ପକ୍ଷରୁ ତହସିଲ ଅଫିସ ଘେରାଉ କରାଯାଇଛି। ମଞ୍ଚ ସଭାପତି ଗୋବର୍ଦ୍ଧନ ନାୟକଙ୍କ ନେତୃତ୍ୱରେ ପୋଡାପଡା, ହାଣ୍ଡିଗୋଡା, ମାଛକୁଟା ସାଲୁଇଖମଣ ଆଦି କ୍ଷତିଗ୍ରସ୍ତ ପ୍ରାୟ…

Continue Readingଛେଣ୍ଡିପଦାରେ କୋଇଲା ଖଣିକୁ ଘୋର ବିରୋଧ: ତହସିଲ କାର୍ଯ୍ୟାଳୟ ଘେରିଲା ଆଞ୍ଚଳିକ ସୁରକ୍ଷା ମଞ୍ଚ

କୂଅରୁ ନାଗ ସାପ ଉଦ୍ଧାର

ଅନୁଗୁଳ: ସୋମବାର ଛେଣ୍ଡିପଦା ବ୍ଲକ ପାତ୍ରପଡା ବିଟ ଜଙ୍ଗଲ ଅଧିକାରୀଙ୍କୁ ଖବର ମିଳିଲାକି ଗଡ଼ମଣ୍ଡଳ ଗାଁର ସ୍କୁଲ କୂଅରେ ଗୋଟିଏ ନାଗସାପ ପଡିଯାଇଛି, ଯେତେ ଚେଷ୍ଟା କଲେ ବି ଉଠି ପାରୁନି। ଖବର ପାଇଁ ସର୍ପ ମିତ୍ରଙ୍କୁ ଧରି ଜଙ୍ଗଲ ବିଭାଗ…

Continue Readingକୂଅରୁ ନାଗ ସାପ ଉଦ୍ଧାର

ଛେଣ୍ଡିପଦାକୁ ସବଡିଭିଜନ ମାନ୍ୟତା ଓ ବାଇପାସ ରାସ୍ତା ନିର୍ମାଣ ଦାବି, ତହସିଲଦାରଙ୍କୁ ସ୍ମାରକ ପତ୍ର ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକକୁ ସବ୍‌ଡିଭିଜନ ମାନ୍ୟତା ଓ ସହରରେ ବାଇପାସ ରାସ୍ତା ନିର୍ମାଣ ଦାବିରେ ବୁଧବାର ଛେଣ୍ଡିପଦା ଯୁବମଞ୍ଚ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ପ୍ରଥମ ଦାବି ହେଉଛି ଛେଣ୍ଡିପଦା ବ୍ଲକକୁ…

Continue Readingଛେଣ୍ଡିପଦାକୁ ସବଡିଭିଜନ ମାନ୍ୟତା ଓ ବାଇପାସ ରାସ୍ତା ନିର୍ମାଣ ଦାବି, ତହସିଲଦାରଙ୍କୁ ସ୍ମାରକ ପତ୍ର ପ୍ରଦାନ

ଭରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟିହେଲା ଅଟୋ, ଜଣେ ଗୁରୁତର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା ଥାନା ପୁଟଗାଡ଼ିଆ ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଏକ ଅଟୋ ବିଦ୍ୟୁତ ଖୁଣ୍ଟରେ ବାଡେଇ ହୋଇ ଚାଳକ ଗୁରରୁତର ଆହତ ହୋଇଛନ୍ତି। ସୂଚନା ଯେ, କୋରଡ଼ା ଗାଁର ଭୋଲେଶ୍ଵର ସାହୁ ନିଜ ଯାତ୍ରୀବାହି ଅଟୋରେ…

Continue Readingଭରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟିହେଲା ଅଟୋ, ଜଣେ ଗୁରୁତର

ଭାଲୁ ଆକ୍ରମଣରେ ମହିଳା ଗୁରୁତର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଡ଼ଙ୍ଗାପାଳ ଗାଁରେ ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ମହିଳା ଜଣଙ୍କ ହେଲେ ଡ଼ଙ୍ଗାପାଳ ଗାଁର ବାନା ସେଠୀଙ୍କ ସ୍ତ୍ରୀ କାଞ୍ଚନ ସେଠୀ। ସୂଚନା ଯୋଗ୍ୟ ଯେ, କାଞ୍ଚନ ସେଠୀ ଆଜି…

Continue Readingଭାଲୁ ଆକ୍ରମଣରେ ମହିଳା ଗୁରୁତର

ନାଳ ସୁରକ୍ଷାବାଡ଼ରେ ପିଟି ହୋଇ ବାଇକ ଚାଳକଙ୍କ ମୃତ୍ୟୁ, ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା-ବାଗଡିଆ ୧୪୯ (ବି) ଜାତୀୟ ରାଜପଥର ବଡ଼ଯୋରା ନାଳ ସୁରକ୍ଷାବାଡ଼ରେ ପିଟି ହୋଇ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ଏଥିସହ ଜଣେ ନାବାଳକ ଗୁରୁତର ଆହତ ହୋଇଛି। ମୃତକ ଜଣଙ୍କ କୋଲକାତା ମୁର୍ସିଦାବାଦ ସୁକୁଟୀ ଥାନା…

Continue Readingନାଳ ସୁରକ୍ଷାବାଡ଼ରେ ପିଟି ହୋଇ ବାଇକ ଚାଳକଙ୍କ ମୃତ୍ୟୁ, ଜଣେ ଗୁରୁତର