ସିଏସରେ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି ନମ୍ରତା ବେହେରା, ଯଶସ୍ବୀ ମେଧାବୃତ୍ତିରେ ପଢ଼ୁଥିଲେ
ଭୁବନେଶ୍ୱର: କେନ୍ଦୁଝର ଝିଅକୁ ବଡ଼ ସଫଳତା। ଖିରେଇଟାଙ୍ଗିରୀ ପଞ୍ଚାୟତର ଡଳଙ୍ଗ ଗାଁର ମେଧାବୀ ଛାତ୍ରୀ ନମ୍ରତା ବେହେରା ମହାରାଜା ଶ୍ରୀରାମ ଚନ୍ଦ୍ର ଭଂଜ ଦେଓ ବିଶ୍ୱବିଦ୍ୟାଳୟର କଂପ୍ୟୁଟର ସାଇନ୍ସ ବିଭାଗ ସ୍ମାତକ ପରୀକ୍ଷାରେ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି। ସେ ଜିନ୍ଦଲ ଷ୍ଟିଲ…
