ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଅନୁଗୁଳରେ ୭୬ତମ ଗଣତନ୍ତ୍ର ଦିବସ ପାଳିତ
ଅନୁଗୁଳ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ପକ୍ଷରୁ ଜିନ୍ଦଲ ନଗରରେ ଥିବା ନବନିର୍ମିତ କ୍ରୀଡ଼ା କମ୍ପ୍ଲେକ୍ସଠାରେ ୭୬ତମ ଗଣତନ୍ତ୍ର ଦିବସ ପାଳିତ ହୋଇଛି । ଜେଏସପି ଅଧ୍ୟକ୍ଷ ନବୀନ ଜିନ୍ଦଲ ପତାକା ଉତ୍ତୋଳନ କରିଥିଲେ । ଜେଏସପି ଅନୁଗୁଳ…



