ଜେଏସ୍ପିଏଲ୍ ଟିଏମ୍ଟି ରିବାର ମିଲ୍କୁ ଲୋକାର୍ପଣ କଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ
ଅନୁଗୁଳ: କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ଅନୁଗୁଳ ଜେଏସପିଏଲ ପକ୍ଷରୁ ସ୍ଥାପିତ ବାର୍ଷିକ ୬ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ ପରିସରରେ ଥିବା ଟିଏମ୍ଟି ରିବାର ମିଲ୍କୁ ଗୁରୁବାର ସଂଧ୍ୟାରେ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ…



