ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅନୁଗୁଳରୁ ଆସିଲା ୧୦୮ ଫୁଟ ଲମ୍ବ ଧୂପକାଠି, ପରିକ୍ରମା ପ୍ରକଳ୍ପ ଲୋକାର୍ପଣରେ ଜଳିବ
କଣିହାଁ: ବୁଧବାର ଦିନ ଜଗତର ନାଥ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପର ଉଦଘାଟନ। ଏ ଅବସରରେ ଦେଶ ତଥା ରାଜ୍ୟର କୋଣ ଅନୁକୋଣରୁ ପ୍ରଭୁଙ୍କ ଲାଗି ଅକ୍ଷତ ଗୁଆ, ନଡ଼ିଆ ବିଭିନ୍ନ ପ୍ରକାର ଦ୍ରବ୍ୟ ପଠାଯାଉଥିବା ବେଳେ ଅନୁଗୁଳରୁ ଏକ ୧୦୮ଫୁଟ ଲମ୍ବ…
