ତଣ୍ଡ ଗଣିଲେ ୧୦ ବ୍ୟବସାୟୀ
ଅନୁଗୁଳ: ପ୍ରହସନ, ପାଲଟିଛି ପଲିଥିନ୍ କଟକଣା। ଅନୁଗୁଳ ସହରରେ ବେଧଡ଼କ ଚାଲିଛି ପଲିଥିନ୍ କାରବାର। ଖୁଲମଖୁଲା ନିଷିଦ୍ଧ ପଲିଥିନରେ ସାମଗ୍ରୀ ଦିଆନିଆ ଚାଲିଛି । ତେବେ ଦୀର୍ଘଦିନ ପୌର କର୍ତ୍ତୁପକ୍ଷ ଚୁପ ବସିବା ପରେ ବୁଧବାର ଚଢ଼ାଉ ଆରମ୍ଭ ହୋଇଛି ।…
ଅନୁଗୁଳ: ପ୍ରହସନ, ପାଲଟିଛି ପଲିଥିନ୍ କଟକଣା। ଅନୁଗୁଳ ସହରରେ ବେଧଡ଼କ ଚାଲିଛି ପଲିଥିନ୍ କାରବାର। ଖୁଲମଖୁଲା ନିଷିଦ୍ଧ ପଲିଥିନରେ ସାମଗ୍ରୀ ଦିଆନିଆ ଚାଲିଛି । ତେବେ ଦୀର୍ଘଦିନ ପୌର କର୍ତ୍ତୁପକ୍ଷ ଚୁପ ବସିବା ପରେ ବୁଧବାର ଚଢ଼ାଉ ଆରମ୍ଭ ହୋଇଛି ।…
ଅନୁଗୁଳ: ଅନୁଗୁଳ ପୌର ପରିଷଦର ୨ ଜଣ ଯନ୍ତ୍ରୀଙ୍କୁ ଗତ ୧୫ ତାରିଖରେ ହୋଇଥିବା ଅକ୍ରମଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ, ଦୋଷୀଙ୍କୁ କଠୋର ଦଣ୍ଡ ଦେବା ଓ ପୌର କର୍ମଚାରୀଙ୍କୁ ସୁରକ୍ଷା ଦେବା ନେଇ ଅନୁଗୁଳ ଏସ୍ପିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି…
ଅନୁଗୁଳ: ଅନୁଗୁଳ ପୌରପାଳିକାରେ କାର୍ଯ୍ୟରତ ଦୁଇ ଯନ୍ତ୍ରୀ ଦୁର୍ଗା ପଟ୍ଟନାୟକ ଓ ରବୀନ୍ ଦାସଙ୍କୁ ଦୁଇ ଜଣ ଦୁର୍ବୃତ୍ତ ସୋମବାର ସନ୍ଧ୍ୟାରେ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି । ଦୁହେଁ ସାଇଟ୍ ପରିଦର୍ଶନ କରି ଫେରୁଥିବା ବେଳେ ଅନୁଗୁଳ ବିଦ୍ୟୁତ୍ ଥାନା ସମ୍ମୁଖ…
ଅନୁଗୁଳ: ଜନଗହଳିପୂର୍ଣ୍ଣ ବଜାର ମଧ୍ୟରେ ରାସ୍ତା ପାର୍ଶ୍ଵରେ, ସରକାରୀ ଜାଗାରେ ସ୍ଥାପନ ହୋଇଛି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଟ୍ରାନ୍ସଫର୍ମର । ପୁଣି ଏକ ବ୍ୟବସାୟିକ ସଂସ୍ଥା ସାର୍ଥରେ । ନିଜ ସୀମାରେ ବହୁତଳ ପ୍ରାସାଦ ନିର୍ମାଣ ପରେ ସରକାରୀ ଜାଗାରେ…
ଅନୁଗୁଳ: ଅନେକ ସମୟରେ ପୌରପାଳିକା ପାର୍କ ଗଢେ଼। ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନା ହୁଏ। ତା’ପରେ କଥା ସରିଯାଏ। ଏହିଭଳି ଏକ ଦୃଶ୍ୟ ଅନୁଗୁଳ ଶିମିଳିପଡ଼ାବାସୀଙ୍କୁ ବ୍ୟଥିତ କରିଛି। ପୌରପାଳିକା ପକ୍ଷରୁ ଏଥିରେ ଉଦ୍ୟାନ ଗଢ଼ାଯାଇ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି। କିନ୍ତୁ…
ଅନୁଗୁଳ: ଅନୁଗୁଳ ପୌରପାଳିକାରେ ଏବେ ଦଲାଲ୍ ସକ୍ରିୟ ହୋଇପଡ଼ିଥିବା ଦେଖିବାକୁ ମିଳୁଛି। ପୌରପାଳିକାର କିଛି ତଳିଆ କର୍ମଚାରୀ ଏ କାମ କରୁଥିବା ଅଭିଯୋଗ ହେଉଛି। ପୌରପାଳିକାର ଜନ୍ମ ପ୍ରମାଣପତ୍ର, ମୁତ୍ୟୁ ପ୍ରମାଣପତ୍ର, ଜୀବିକା ମିଶନରେ ଋଣ, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା…
ଅନୁଗୁଳ: ଅନୁଗୁଳ ପୌରପାଳିକା ଅଧୀନରେ ୫୦୦ରୁ ଅଧିକ ଦୋକାନ ରହିଛି। ଏହି ଦୋକାନ ଗୁଡ଼ିକରୁ ଦୈନିକ ଶହଶହ କେଜି ପ୍ଲାଷ୍ଟିକ୍ ଆବର୍ଜନା ବାହାରୁଛି। ଦୋକାନୀମାନେ ଏହି ଆବର୍ଜନାକୁ ଦୋକାନ ସମ୍ମୁଖରେ ଫିଙ୍ଗି ଦେଉଛନ୍ତି ଅବା ଜାଳି ଦେଉଛନ୍ତି। ଫଳରେ ପରିବେଶ ପ୍ରଦୂଷିତ…
ଅନୁଗୁଳ: ଅନୁଗୁଳ ପୌରପାଳିକା ଅଞ୍ଚଳରେ କାଞ୍ଜିଆହୁଦା ନଥିବାରୁ ଅନେକ ସମୟରେ ଗାଈଗୋରୁ ଷଣ୍ଢ ଏଣେତେଣେ ବୁଲୁଛନ୍ତି। ଏମାନଙ୍କ ଯୋଗୁଁ ଗାଡ଼ିମଟର ଚଳାଚଳରେ ବାଧା ଉପୁଜିବା ସହ ଦୁର୍ଘଟଣା ମଧ୍ଯ ଘଟୁଛି। କିଛି ସହରବାସୀ କ୍ଷୀର ଦୁହିଁ ସାରିବା ପରେ ରାସ୍ତାକୁ ଗାଈ…
ଅନୁଗୁଳ: ବହୁ ଦିନର ବ୍ୟବଧାନ ପରେ ଅନୁଗୁଳ ପୌରପାଳିକା ପକ୍ଷରୁ ଶନିବାର ବଜାରରେ ପଲିଥିନ ଚଢଉ କରଯାଇଥିଲା। ପଲିଥିନ କ୍ୟାରିବ୍ୟାଗ୍ ରଖିବା ଅଭିଯୋଗରେ ୧୮୦୦ ଟଙ୍କା ଫାଇନ କଟାଯିବା ସହ ୪୦ କେଜି ପଲିଥିନ ଜବତ କରାଯାଇଛି l ପଲିଥିନ ବ୍ୟବହାର…
ଅନୁଗୁଳ: ଅନୁଗୁଳ ସହର ମଧ୍ୟରେ ବିଭିନ୍ନ ଜନଗହଳି ତଥା ବ୍ୟସ୍ତ ସଡ଼କ ଭିତରେ ଥାନା ଛକଠାରୁ ସୋମନାଥ ସି˚ହ ଜଗଦ୍ଦେବ ଛକ ଅନ୍ୟତମ। ଏହି ରାସ୍ତା ଅତି ଗୁରୁତ୍ବପୂର୍ଣ୍ଣ। ବସ୍ଷ୍ଟାଣ୍ତ ଦେଇ ବହୁ ଭିଆଇପି ସର୍କିଟ୍ ହାଉସ୍ ଆଡ଼କୁ ଯାଉଥିବା ବେଳେ…