ଅନୁଗୁଳ ସହରରେ ‘ପିଙ୍କ୍ ପାଟ୍ରୋଲିଂ’

ଅନୁଗୁଳ: ମହିଳାଙ୍କ ପ୍ରତି ସୁରକ୍ଷା ସୁନିଶ୍ଚିତ କରିବା ସହ ଅପରାଧୀଙ୍କୁ ସାବାଡ୍ କରିବାକୁ ଗୁରୁବାର ଅନୁଗୁଳ ସହରରେ ‘ପିଙ୍କ୍ ପାଟ୍ରୋଲିଂ' ଆରମ୍ଭ ହୋଇଛି । ସହରର ଅସୁରକ୍ଷିତ ସ୍ଥାନ ଚିହ୍ନଟ ସହ ସେହି ଇଲାକା ଉପରେ ତୀକ୍ଷ୍ଣ ନଜର ରଖିବାକୁ ୪ଟି…

Continue Readingଅନୁଗୁଳ ସହରରେ ‘ପିଙ୍କ୍ ପାଟ୍ରୋଲିଂ’

ଆର୍ମି କ୍ୟାଣ୍ଟିନ୍ ସାମ୍ନାରୁ ବାଇକ୍ ଚୋରି

ଅନୁଗୁଳ: ଅନୁଗୁଳ ସହରରେ ଥମିବାର ନାଁ ନେଉନି ବାଇକ୍ ଚୋରି । ପୁଲିସର ନିଷ୍କ୍ରିୟତା ଯୋଗୁଁ ବାଇକ୍ ଚୋରଙ୍କ ଦୌରାତ୍ମ୍ୟ ବଢ଼ି ବଢ଼ି ଚାଲିଛି । ମଙ୍ଗଳବାର ପୂର୍ବାହ୍ନରେ ଅନୁଗୁଳ ମାଛ ମାର୍କଟ ନିକଟ ଆର୍ମି କ୍ୟାଣ୍ଟିନ୍ ସମ୍ମୁଖରୁ ଜଣେ ପୂର୍ବତନ…

Continue Readingଆର୍ମି କ୍ୟାଣ୍ଟିନ୍ ସାମ୍ନାରୁ ବାଇକ୍ ଚୋରି

ଆକାଉଣ୍ଟରୁ ୨ ଲକ୍ଷ ଟଙ୍କା ହଡ଼ପ

ଅନୁଗୁଳ: ଜଣେ ମହିଳାଙ୍କ ଆକାଉଣ୍ଟରୁ ୨ ଲକ୍ଷରୁ ଅଧିକ ଟଙ୍କା ହଡ଼ପ ହେବା ନେଇ ବିକ୍ରମପୁର ଥାନାରେ ଅଭିଯୋଗ ହୋଇଛି । ପୁଲିସ୍ ସୂଚନା ମୁତାବକ, ବିକ୍ରମପୁର ଥାନା ଇଲାକା ଭରତପୁର ନେହେରୁ ଶତାବ୍ଦୀ ନଗର ନିବାସୀ ଅପୂର୍ବ ରଞ୍ଜନ ସିଂଙ୍କ…

Continue Readingଆକାଉଣ୍ଟରୁ ୨ ଲକ୍ଷ ଟଙ୍କା ହଡ଼ପ

ମହିଳାଙ୍କ ଭ୍ୟାନିଟିରୁ ଟଙ୍କା ଛଡ଼ାଇନେଲେ

ଅନୁଗୁଳ: କୋଲିୟରୀ ଥାନା ଇଲାକା ସାଉଥବଲଣ୍ଡା ୟୁକୋ ବ୍ୟାଙ୍କ ପରିସରରେ ଜଣେ ମହିଳା ଲୁଟପାଟରେ ଶିକାର ହୋଇଛନ୍ତି । କେହି ଦୁର୍ବୃତ୍ତ ତାଙ୍କ ବ୍ୟାଗରୁ ୨୪ ହଜାର ୬୦୦ ଟଙ୍କା ଝାମ୍ପି ନେଇଥିବା ସେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ୍…

Continue Readingମହିଳାଙ୍କ ଭ୍ୟାନିଟିରୁ ଟଙ୍କା ଛଡ଼ାଇନେଲେ

୧୦୫ ଗାଈଗୋରୁ ଉଦ୍ଧାର, ୧୨ ଭ୍ୟାନ୍ ଜବତ, ୩୧ ଚାଲାଣକାରୀ ଗିରଫ

ଅନୁଗୁଳ: ଚୋରା ଗୋ-ଚାଲାଣକାରୀଙ୍କୁ ଧରିବାରେ ଅନୁଗୁଳ ପୁଲିସକୁ ବଡ଼ ସଫଳତା ମିଳିଛି । ଅନୁଗୁଳ ପୁଲିସର ସ୍ବତନ୍ତ୍ର ସ୍କ୍ୱାଡ୍ ଓ ବଅଁରପାଳ ପୁଲିସ୍ ଚଢ଼ଉ କରି ବୁଧବାର ବିଳମ୍ୱିତ ରାତିରେ ବଅଁରପାଳ ଥାନା ତଳମୂଳ ଦୁର୍ଗାମନ୍ଦିର ସମ୍ମୁଖ ରାସ୍ତା ପାର୍ଶ୍ଵରୁ ଗୋରୁ…

Continue Reading୧୦୫ ଗାଈଗୋରୁ ଉଦ୍ଧାର, ୧୨ ଭ୍ୟାନ୍ ଜବତ, ୩୧ ଚାଲାଣକାରୀ ଗିରଫ

ଅଭିନବ ଉପାୟରେ ସାଇବର ଠକେଇ

ଅନୁଗୁଳ: କେୱାଇସି ଅପଡେଟ୍ କର, ନହେଲେ ଏକାଉଣ୍ଟ୍ ବନ୍ଦ ହେଇଯିବା। ଥରେ ଏକାଉଣ୍ଟ୍ ବନ୍ଦ ହୋଇଗଲେ ପୁନଃ କାର୍ଯ୍ୟକ୍ଷମ କରିବାକୁ ଫାଇନ୍ ଲାଗିବ । ବ୍ୟାଙ୍କ୍ ଜମାକାରୀଙ୍କୁ ଏଭଳି ଭୟ ଦେଖାଇ ସାଇବର୍ ଲୁଟେରା ଅନୁଗୁଳ ସହରଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ୨୦…

Continue Readingଅଭିନବ ଉପାୟରେ ସାଇବର ଠକେଇ

ବେଆଇନ ଇଟାଭାଟି ପାଲଟିଛି କୁଟୀରଶିଳ୍ପ

ଅନୁଗୁଳ‌: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅଞ୍ଚଳରେ ବେଆଇନ ଇଟାଭାଟି ପାଲଟିଛି କୁଟୀରଶିଳ୍ପ । ପ୍ରତ୍ୟେକ ଗାଁରେ ଶହଶହ ସଂଖ୍ୟାରେ ମାଟିଇଟା ଭାଟି କରାଯାଇ ଖୋଲାଖୋଲି ବ୍ୟବସାୟ ହେଉଛି। ହେଲେ ଏହି ବେଆଇନ୍ କାରବାରରେ ରୋକ ଲଗାଇବାରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ…

Continue Readingବେଆଇନ ଇଟାଭାଟି ପାଲଟିଛି କୁଟୀରଶିଳ୍ପ

ଛେଳିଆପଡ଼ାରେ ଦୋକାନରୁ ଚୋରି

ଅନୁଗୁଳ: ସହର ଉପକଣ୍ଠ ଛେଳିଆପଡ଼ାର ପୁଲିସ୍ ରିଜର୍ଭ ବାରାକ ନିକଟ ଏକ ଦୋକାନରୁ ବଡ଼ ଧରଣର ଚୋରି ହୋଇଛି । ଜଣେ ଦୁର୍ବୃତ୍ତ ମାଟି ଖୋଳି ଦୋକାନରେ ପଶିବା ପରେ ଦୋକାନରୁ ନଗଦ ଟଙ୍କା ସହ ବହୁ ଜିନିଷପତ୍ର ଲୁଟି ନେଇଛି…

Continue Readingଛେଳିଆପଡ଼ାରେ ଦୋକାନରୁ ଚୋରି

ଅସୁରକ୍ଷିତ ଅନୁଗୁଳ ସହର, ମହିଳାଙ୍କୁ ମାଡ଼ ମାରି ଟଙ୍କା ଛଡ଼ାଇନେଲା

ଅନୁଗୁଳ: ଅସୁରକ୍ଷିତ ହୋଇ ପଡ଼ିଛି ଅନୁଗୁଳ ସହର । ଚୋରି, ଛିନ୍‌ତାଇ ବୃଦ୍ଧି ପାଇବା ସହ ବେଲଗାମ ହୋଇଛି ଅସାମାଜିକ କାର୍ଯ୍ୟକଳାପ । ଗୁରୁବାର ସକାଳେ ଏସ୍‌ପିଙ୍କ ବାସଭବନ ସାମ୍ନାରେ ଜଣେ ମହିଳା ଲୁଟ୍‌ର ଶିକାର ହୋଇଛନ୍ତି । ଜଣେ ଦୁର୍ବୃତ୍ତ…

Continue Readingଅସୁରକ୍ଷିତ ଅନୁଗୁଳ ସହର, ମହିଳାଙ୍କୁ ମାଡ଼ ମାରି ଟଙ୍କା ଛଡ଼ାଇନେଲା

ଦମ୍ପତିଙ୍କୁ ଆକ୍ରମଣ କରି ସୁନାହାର ଲୁଟ୍ ଉଦ୍ୟମ

ଅନୁଗୁଳ: ତାଳଚେର ଥାନା ଇଲାକାରେ ଛିନ୍‌ତାଇ ଥମିବାର ନାଁ’ ନେଉନି । ପୁଲିସ୍ ଶୁକ୍ରବାର ଏକ ଛିନ୍‌ତାଇ ଗ୍ୟାଙ୍ଗକୁ କାବୁ କରିଥିବା ବେଳେ ସେପଟେ ଭୁବନେଶ୍ୱରୀ କୋଇଲା ଖଣି ରାସ୍ତାରେ ଦମ୍ପତିକୁ ଆକ୍ରମଣ କରି ସୁନା ହାର ଲୁଟ୍ ଉଦ୍ୟମ ହୋଇଛି…

Continue Readingଦମ୍ପତିଙ୍କୁ ଆକ୍ରମଣ କରି ସୁନାହାର ଲୁଟ୍ ଉଦ୍ୟମ