ତାଳଚେର ଗସ୍ତରେ ବରିଷ୍ଠ ନେତା ବିଜୟ ମହାପାତ୍ର, ମା’ ହିଙ୍ଗୁଳାଙ୍କୁ ଦର୍ଶନ କରି ନେଲେ ଆଶୀର୍ବାଦ
ଅନୁଗୁଳ: ତାଳଚେର ଗସ୍ତରେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର। ଗତକାଲି ଶ୍ରୀ ମହାପାତ୍ର ଏଠାରେ ପହଞ୍ଚି ଏକ ତାରକା ହୋଟେଲରେ ରାତ୍ରିଯାପନ କରିଥିଲେ। ଆଜି ପ୍ରଥମେ ସେ ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ପରେ ସାମ୍ବାଦିକଙ୍କୁ…