ତାଳଚେରରୁ ଅପହୃତ ନାବାଳକ ଢେଙ୍କାନାଳରୁ ଉଦ୍ଧାର, ୨ ଗିରଫ
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ମହାଦେବ ବିହାର ଅଞ୍ଚଳରୁ ଅପହୃତ ନାବାଳକ ଉଦ୍ଧାର ହୋଇଛି। ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ସୂଚନା ମୁତାବକ, ମହାଦେବ ବିହାର ଅଞ୍ଚଳର ୭ବର୍ଷର ନାବାଳକକୁ ବଳପୂର୍ବକ ଅପହରଣ କରାଯାଇଥିବା…