ବଳରାମ କୋଇଲା ଖଣିରୁ ଡିଜେଲ୍ ଚୋରି, ଏମ୍ସିଏଲ୍ର ଦୁଇ କର୍ମଚାରୀ ଗିରଫ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଏମ୍ସିଏଲ୍ ଅଧୀନସ୍ଥ ଏଠାକାର ବଳରାମ କୋଇଲା ଖଣିରୁ ରବିବାର ଡିଜେଲ ଚୋରି କରୁଥିଲା ବେଳେ ୨ ଜଣ ମହାନଦୀ କୋଇଲା କମ୍ପାନୀ କର୍ମଚାରୀ ଧରାପଡ଼ି ଗିରଫ ହୋଇଥିବା ଜଣାପଡ଼ିଛି । ରବିବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି…
