କୋଲିୟରୀ ପୁଲିସ ପକ୍ଷରୁ ୪ ବାଇକ ଜବତ
ଅନୁଗୁଳ: ତାଳଚେର କୋଲିୟରୀ ପୁଲିସ ପକ୍ଷରୁ ଶିଳ୍ପାଞ୍ଚଳର ବିଭିନ୍ନ ସ୍ଥାନରେ ଶୁକ୍ରବାର ଚଢ଼ାଉ କରାଯାଇ ୪ଟି ଚୋରା ମଟର ସାଇକେଲ ଜବତ କରାଯାଇଛି । ତଦନ୍ତରେ ବ୍ୟାଘାତ ସୃଷ୍ଟି ହେବାର ଆଶଙ୍କା କରି ଚଢ଼ାଉ ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ପୁଲିସ…
ଅନୁଗୁଳ: ତାଳଚେର କୋଲିୟରୀ ପୁଲିସ ପକ୍ଷରୁ ଶିଳ୍ପାଞ୍ଚଳର ବିଭିନ୍ନ ସ୍ଥାନରେ ଶୁକ୍ରବାର ଚଢ଼ାଉ କରାଯାଇ ୪ଟି ଚୋରା ମଟର ସାଇକେଲ ଜବତ କରାଯାଇଛି । ତଦନ୍ତରେ ବ୍ୟାଘାତ ସୃଷ୍ଟି ହେବାର ଆଶଙ୍କା କରି ଚଢ଼ାଉ ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ପୁଲିସ…
ଅନୁଗୁଳ: ଏନ୍ଟିପିସି ଥାନା ନକନକା ଗାଁ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ରୁ ବଟି ଆଦାୟ କରିବା ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ପୁଲିସ ସୂତ୍ରରୁ ପ୍ରକାଶ, ତାଳଚେର ଭୁବନେଶ୍ୱରୀ କୋଇଲା ଖଣିରୁ ଡେରେଙ୍ଗ ଜେଇଆଟିପିଏଲ୍ ପ୍ଲାଣ୍ଟକୁ…
ଅନୁଗୁଳ: ତାଳଚେରର ରୀମାରାଣୀ ସାହୁ ‘ଗେଟ୍’ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୯ ନମ୍ବର ସ୍ଥାନ ହାସଲ କରି ତାଳଚେର ପାଇଁ ଗୌରବ ଆଣିଛନ୍ତି । ରୀମାରାଣୀ ବିପିୟୁଟି ଅଧିନସ୍ଥ ଭୁବନେଶ୍ୱର ସ୍ଥିତ କଲେଜ ଅଫ୍ ଇଞ୍ଜିନିୟରିଂରେ ଆର୍କିଟେକଚର ବିଭାଗରେ ପଢୁଥିଲେ। ଚଳିତ…
ଅନୁଗୁଳ: ତାଳଚେର କୋଲିୟରୀ ପୁଲିସ ପକ୍ଷରୁ ରବିବାର ଦେଉଳବେଡ଼ା ଇଲାକାରେ ଚଢ଼ଉ କରି ୩ ଗ୍ରାମ୍ ବ୍ରାଉନ୍ସୁଗର ଏବଂ ୧୫ ଗ୍ରାମ ଗଂଜେଇ ଜବତ କରିଛି । ମାଦକ ଦ୍ରବ୍ୟ ଚୋରା କାରବାରରେ ସଂପୃକ୍ତି ନେଇ ପୁଲିସ ଏକ ଦମ୍ପତିଙ୍କୁ ଗିରଫ…
ଅନୁଗୁଳ:ଚାକିରି କରାଇଦେବା ନାଁରେ ବିଭିନ୍ନ ଅଞ୍ଚଳରୁ ୩୦ ଲକ୍ଷରୁ ଅଧିକ ଟଙ୍କା ଠକେଇ ମାମଲାରେ କୋଲିୟରୀ ଥାନା ପୁଲିସ ଶୁକ୍ରବାର ଆଉ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ, ନାଲକୋ ଥାନା ଇଲାକା କୁଲାଡ ଗ୍ରାମର ଶାନ୍ତନୁ…
ଅନୁଗୁଳ : ବିଲ୍ ପାସ୍ କରାଇ ଦେବାକୁ ଲାଞ୍ଚ ନେଉଥିବା ସମୟରେ ଧରାପଡ଼ିଛନ୍ତି ତାଳଚେର ଚାଇଁପାଳ ଟିପିସିଓଡିଏଲରେ କାର୍ଯ୍ୟରତ ସହକାରୀ ବିତ୍ତ ପ୍ରବନ୍ଧକ ଉମେଶ ଚନ୍ଦ୍ର ଦାଶ। ଟିପିସିଓଡ଼ିଏଲ ଦୁର୍ନୀତି ନିବାରଣ ବିଭାଗ ତାଙ୍କୁ ଧରିବା ପରେ ଚାକିରିରୁ ନିଲମ୍ବିତ କରାଯାଇଛି।…
ତାଳଚେର: ବିଶ୍ବାସରେ ବିଷ । ସାହାଯ୍ୟ କରିବା ଆଳରେ ଲୁଟିଲେ । ଏଟିଏମ୍ କାର୍ଡ଼ ବଦଳାଇ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଉଠାଇ ନେଲେ ୩୦ ହଜାର ଟଙ୍କା । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି।…
ଅନୁଗୁଳ: କୋଲିୟରୀ ଥାନା ଇଲାକାରେ ଆତଙ୍କ ଖେଳାଇ ଚାଲିଛନ୍ତି ଲୁଟେରା। ପୁଲିସ୍ର ଢିଲାପଣ ପାଇଁ ନିର୍ବିଘ୍ନରେ ଅପରାଧ ଘଟାଉଛନ୍ତି । ଗତ ୧୪ ତାରିଖ ରାତିରେ ବଲଣ୍ଡା ଠାରେ ଜଣେ ଯୁବକ ଲୁଟପାଟର ଶିକାର୍ ହୋଇଥିଲେ । ଦୁଇ ଜଣ ଦୁର୍ବୃତ୍ତ…
ଅନୁଗୁଳ: ତାଳଚେର ସହରରେ ଘର ଗ୍ୟାରେଜରେ ଥିବା ଏକ କାର ବିଳମ୍ବିତ ରାତ୍ରିରେ ଜଳି ଯାଇଥିବାର ଜଣାପଡ଼ିଛି । କାରଟି ସମ୍ପୂର୍ଣ୍ଣ ପୋଡ଼ି ଯାଇ ଗ୍ୟାରେଜଟି ଧୂଆଁମୟ ହୋଇଉଠିଥିଲା । ପ୍ରକାଶ ଯେ, ସହରର ଅମଲାପଡ଼ାରେ ରହୁଥିବା ନାଲକୋ କର୍ମଚାରୀ ଦିଲ୍ଲୀପ…
ଅନୁଗୁଳ: ୨୦୧୬ ସେପ୍ଟେମ୍ବର ମାସରେ ତାଳଚେର କୋଲିୟରୀ ଥାନା ଗୋପାଳପ୍ରସାଦ ହାଇସ୍କୁଲ ସମ୍ମୁଖରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ, ଧମକଚମକ ଦେବା ନେଇ ଥାନାରେ ରୁଜୁ ହୋଇଥିବା ମାମଲାର ରାୟ ଅନୁଗୁଳ ସ୍ବତନ୍ତ୍ର ପୋକସୋ ଅଦାଲତରେ ମଙ୍ଗଳବାର…