କୋଲିୟରୀ ପୁଲିସ ପକ୍ଷରୁ ୪ ବାଇକ ଜବତ

0

ଅନୁଗୁଳ: ତାଳଚେର କୋଲିୟରୀ ପୁଲିସ ପକ୍ଷରୁ ଶିଳ୍ପାଞ୍ଚଳର ବିଭିନ୍ନ ସ୍ଥାନରେ ଶୁକ୍ରବାର ଚଢ଼ାଉ କରାଯାଇ ୪ଟି ଚୋରା ମଟର ସାଇକେଲ ଜବତ କରାଯାଇଛି । ତଦନ୍ତରେ ବ୍ୟାଘାତ ସୃଷ୍ଟି ହେବାର ଆଶଙ୍କା କରି ଚଢ଼ାଉ ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ପୁଲିସ ଅମଙ୍ଗ ହୋଇଛି । ତାଳଚେର ଶିଳ୍ପାଞ୍ଚଳରେ ଘର ସମ୍ମୁଖରୁ ବାରମ୍ବାର ବାଇକ ଚୋରି ହେବା ଘଟଣା ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ତେବେ ଏହି ଚୋରି ବାଇକ୍ ବ୍ୟାକେଟ୍ ସମ୍ପର୍କରେ ପୁଲିସ ଅଧିକ ଅନୁସନ୍ଧାନ ଚଳାଇଛି ।

 

Leave A Reply

Your email address will not be published.

error: Content is protected !!