ଅଖିଳ ଭାରତୀୟ ଠିକା ମଜଦୁର ମହାସଂଘର ୭ମ ତ୍ରୟବାର୍ଷିକ ଅଧିବେଶନ, ଯୋଗ ଦେଲେ ସବୁ ରାଜ୍ୟର ପ୍ରତିନିଧି
ଅନୁଗୁଳ: ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଅଖିଳ ଭାରତୀୟ ଠିକା ମଜଦୁର ମହାସଂଘର ସର୍ବଭାରତୀୟ ୭ମ ତ୍ରୟ ବାର୍ଷିକ ଅଧିବେଶନ ସ୍ଥାନୀୟ ତାଳଚେର ଜଗନ୍ନାଥ କଲୋନୀ ସ୍ଥିତ କଲ୍ୟାଣ ମଣ୍ଡପରେ ଉଦଘାଟିତ ହୋଇଛି। କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘର ସର୍ବଭାରତୀୟ ସମ୍ପାଦକ…