ପେନାଲ୍ଟି ସୁଟ୍ଆଉଟ୍ରେ ବାଜିମାତ୍ କଲା କାଏରା ଏଫ୍ସି, ହାତେଇଲା ଚାମ୍ପିୟନ ମୁକୁଟ
ଅନୁଗୋଳ: ଅନୁଗୋଳ ଜିଲ୍ଲା ଖେମଳା ପଞ୍ଚାୟତର ଶୁକଦେବପୁର ଗ୍ରାମରେ ଗ୍ରାମଶ୍ରୀ ଦେବୀ ଯୁବକ ସଂଘ ପକ୍ଷରୁ ଆୟୋଜିତ ଷଷ୍ଠ ବାର୍ଷିକ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଛି। ୧୬ଟି ଦଳକୁ ନେଇ ଆୟୋଜିତ ପ୍ରତିଯୋଗିତାରେ ଗୁରୁଣ୍ଡିମୁଣ୍ଡାର କାଏରା ଏଫ୍ସି ଚାମ୍ପିୟନ ହୋଇଛି। ଫାଇନାଲ୍…




