ଅନୁଗୁଳ: ଅନୁଗୁଳ ସହରକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ବହୁ ଯୋଜନା ହୋଇଛି। କିନ୍ତୁ ଏଥିରେ ଅନ୍ତରାୟ ସୃଷ୍ଟି କରିଛି ମାଳମାଳ ଅଟୋରିକ୍ସା। ପୌରପାଳିକା ମଧ୍ୟରେ ପ୍ରାୟ ଦେଢ଼ଶହ ଅଟୋରିକ୍ସା ଦୈନିକ ଚଳାଚଳ କରୁଛନ୍ତି। ଏମାନେ ରେଳ ଷ୍ଟେସନ୍, ବସ୍ଷ୍ଟାଣ୍ତ ସମେତ ଆଖପାଖ ଗ୍ରାମାଞ୍ଚଳକୁ ମଧ୍ଯ ଯାଆନ୍ତି। କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପାର୍କି˚ ସ୍ଥାନ ନଥିବାରୁ ଏମାନେ ବସ୍ଷ୍ଟାଣ୍ତ, ବଜାର, ରେଳ ଷ୍ଟେସନ୍ ଭଳି ଭିଡ଼ଭାଡ଼ ଅ˚ଚଳରେ ବେଧଡକ ଗାଡ଼ି ପାର୍କି˚ କରୁଥିବାରୁ ବହୁ ସମସ୍ୟା ସୃଷ୍ଟି ହେଉଛି। ପୌରପାଳିକା କି ପୁଲିସ୍ ପକ୍ଷରୁ ଏଥିନେଇ କୌଣସି କଟକଣା ନାହିଁ। ଅଟୋରିକ୍ସା ପାଇଁ ସ୍ବତନ୍ତ୍ର ପାର୍କି˚ ସ୍ଥାନ ଦେବାକୁ ସ˚ଘ ପକ୍ଷରୁ ଦାବି ହୋଇଛି।
ପାର୍କି˚ ସମସ୍ୟା ଅସମ୍ଭାଳ
- Post published:December 8, 2020
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
You Might Also Like
କଦଳୀ ଫାଇବରରୁ ପ୍ରସ୍ତୁତ ସାନିଟାରୀ ପ୍ୟାଡ୍ ଉପରେ ସଚେତନତା କାର୍ଯ୍ୟକ୍ରମ: ଥରେ କିଣିଲେ ୩ ବର୍ଷ ଯାଏଁ କରିପାରିବେ ବ୍ୟବହାର
ଭାରସାମ୍ୟ ହରାଇ ୮୦ ଫୁଟ ତଳକୁ ଖସିଲା କାର: ଫାଟିଲା ସ୍ତ୍ରୀଙ୍କ ମୁଣ୍ଡ, ବର୍ତ୍ତିଗଲେ ସ୍ୱାମୀ






