ଅନୁଗୁଳୁ: ଆଗାମୀ ୨୪ ଘଣ୍ଟାରେ ୨୧ ଜିଲ୍ଲାରେ ହାଲୁକା ଓ ମଧ୍ୟମଧରଣର ବର୍ଷା ସମ୍ଭାବନା ନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି । ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ୬ ଓ ୭ ତାରିଖରେ ପାଗ ଶୁଖୁଲା ରହିବା ସହ ୮ତାରିଖରୁ ପୁଣି ଉତ୍ତର ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ଧରଣର ବର୍ଷା ହେବ। ଏଥିସହ ତିନି ଦିନ ଯାଏଁ ଗରମରୁ ଆଶ୍ବସ୍ତି ମିଳିବ।
ଆଗାମୀ ୨୪ ଘଣ୍ଟାରେ ୨୧ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି
- Post published:April 3, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Swagatika Samantray
You Might Also Like
‘ଆମ ପ୍ରତିଭା ଆମ ପରିଚୟ’ ଅନୁଷ୍ଠାନ ପକ୍ଷରୁ ଗୁରୁ ପୂଜନ ପ୍ରତିଭା ସମ୍ମାନ ଉତ୍ସବ ଆୟୋଜିତ
ନିମ୍ନମାନର ନିର୍ମାଣ ଅଭିଯୋଗ: ଲଗାଣ ବର୍ଷାରେ ଗଳୁଛି ଆପାର୍ଟମେଣ୍ଟ: ଗାନ୍ଧୀ ମାର୍ଗ ଆପାର୍ଟମେଣ୍ଟରେ ଜଳମଗ୍ନ ଅବସ୍ଥା, ଅତିଷ୍ଠ ଶତାଧିକ ବାସିନ୍ଦା





