ଅନୁଗୁଳ ନୂତନ ବସଷ୍ଟାଣ୍ଡ ଠାରେ ଓଏସଆରଟିସି ପକ୍ଷରୁ କମ୍ପ୍ୟୁଟର ବୁକିଂ କେନ୍ଦ୍ର ଉଦଘାଟିତ

ଅନୁଗୁଳ: ଆଜି ଅନୁଗୁଳ ନୂତନ ବସଷ୍ଟାଣ୍ଡ ଠାରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ( ଓଏସଆରଟିସି) ର ଏକ କମ୍ପ୍ୟୁଟର ବୁକିଂ କେନ୍ଦ୍ର ଉଦଘାଟିତ ହୋଇଛି। ଅନୁଗୁଳର ମୋଟର ଯାନ ଇନ୍ସପେକ୍ଟର ବିଭୂରଞ୍ଜନ ନାୟକ ଏହାକୁ ଉଦଘାଟନ କରିଛନ୍ତି। ଓଏସଆରଟିସି…

Continue Readingଅନୁଗୁଳ ନୂତନ ବସଷ୍ଟାଣ୍ଡ ଠାରେ ଓଏସଆରଟିସି ପକ୍ଷରୁ କମ୍ପ୍ୟୁଟର ବୁକିଂ କେନ୍ଦ୍ର ଉଦଘାଟିତ

ବାସନ୍ତୀ ଦୁର୍ଗା ପୂଜା ପଡିଆରେ ରକ୍ତଦାନ ଶିବିର

ଅନୁଗୁଳ: ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ସ୍ଥାନୀୟ ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା।ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ,ସନ୍ଥ ନିରଙ୍କରି ମଣ୍ଡଳ,ଅନୁଗୁଳ ଶାଖା ଏବଂ ବାସନ୍ତୀ ଦୁର୍ଗାପୂଜା କମିଟି ପକ୍ଷରୁ ଆୟୋଜିତ ଏହି…

Continue Readingବାସନ୍ତୀ ଦୁର୍ଗା ପୂଜା ପଡିଆରେ ରକ୍ତଦାନ ଶିବିର

ଲକ୍ଷ୍ମୀ ବଜାର ପୂଜା କମିଟିର ନୂତନ କର୍ମକର୍ତ୍ତା

ଅନୁଗୁଳ: ଅନୁଗୁଳ ଗଜଲକ୍ଷ୍ମୀ ପୁଜା କମିଟି ଲକ୍ଷ୍ମୀ ବଜାରର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଧର୍ମଶାଳାରେ ଆୟୋଜିତ ଏହି ବୈଠକରେ ଗତ ବର୍ଷ ପୂଜାର ଆୟବ୍ୟୟ ଏବଂ ଚଳିତ ପୂଜା ନେଇ ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା।…

Continue Readingଲକ୍ଷ୍ମୀ ବଜାର ପୂଜା କମିଟିର ନୂତନ କର୍ମକର୍ତ୍ତା

ବରିଷ୍ଠ ନାଗରିକ ଗୃହ “ଦିଶା” କୁ ସହାୟତାର ହାତ ବଢାଇଲେ ଡାକ କର୍ମଚାରୀ

ଅନୁଗୁଳ: ଶୁକ୍ରବାର ଭାଗବତ ଜନ୍ମ ଅବସରରେ ଅନୁଗୁଳ ଡାକ କର୍ମଚାରୀ ସଂଘ ପକ୍ଷରୁ ତାମ୍ରିଟ କେନାଲ ରୋଡରେ ଅବସ୍ଥିତ ବରିଷ୍ଠ ନାଗରିକ ଗୃହ "ଦିଶା" ରେ ଥିବା ପଚିଶ ଜଣ ଅନ୍ତେବାସୀଙ୍କୁ ଚପଲ ଏବଂ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା ।…

Continue Readingବରିଷ୍ଠ ନାଗରିକ ଗୃହ “ଦିଶା” କୁ ସହାୟତାର ହାତ ବଢାଇଲେ ଡାକ କର୍ମଚାରୀ

ଆଦର୍ଶ ଇଞ୍ଜିନିୟରିଂ କଲେଜ ପରିସରରେ ବିଶାଳ ରକ୍ତଦାନ ଶିବିର

ଅନୁଗୁଳ: ଆଦର୍ଶ ଇଞ୍ଜିନିୟରିଂ କଲେଜ ପରିସରରେ ଆଜି ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ରକ୍ତଦାନ ମହତ୍ ଦାନ,ରକ୍ତ ଦେବା ଅନ୍ୟର ଜୀବନ ବଞ୍ଚାଇବା ଏହି ସିଦ୍ଧାନ୍ତକୁ ପ୍ରତିପାଦିତ କରିବା ଲକ୍ଷ୍ୟ ନେଇ ଆଦର୍ଶ ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁସନର ପ୍ରତିଷ୍ଠାତା…

Continue Readingଆଦର୍ଶ ଇଞ୍ଜିନିୟରିଂ କଲେଜ ପରିସରରେ ବିଶାଳ ରକ୍ତଦାନ ଶିବିର

ଅନୁଗୁଳରେ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ, ପଦଯାତ୍ରା ମାଧ୍ୟମରେ ଲୋକଙ୍କୁ କରାଗଲା ସଚେତନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରଶାସନ ଦ୍ବାରା ପୋଷଣ ଅଭିଯାନ ଅନ୍ତର୍ଗତ ଷଷ୍ଠ ଜିଲ୍ଲାସ୍ତରୀୟ ପୋଷଣ ମାସ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି। ଏ ଅବସରରେ ସିଡିପିଓ, ସୁପରଭାଇଜର, ଅଙ୍ଗନୱାଡି କର୍ମୀ ଓ ଶତାଧିକ ମହିଳା ସ୍ଵୟଂ ସହାୟିକା…

Continue Readingଅନୁଗୁଳରେ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ, ପଦଯାତ୍ରା ମାଧ୍ୟମରେ ଲୋକଙ୍କୁ କରାଗଲା ସଚେତନ

ସଡ଼କ ଦୁର୍ଘଟଣାରେ ଯୁବକ ମୃତ, ଟାଟା ପାୱାର କମ୍ପାନୀରେ ସ୍ଥାୟୀ ଚାକିରିଆ ଭାବେ ଯାଉଥିଲେ ଯୋଗ ଦେବାକୁ

ବଅଁରପାଳ: ବଅଁରପାଳ ଥାନା ଅଧୀନ ୫୫ ନଂ ଜାତୀୟ ରାଜପଥର ସିପିପି ଛକ ନିକଟରେ ମଙ୍ଗଳବାର ସକାଳେ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବଅଁରପାଳ ବ୍ଲକ ଅପର୍ତ୍ତିପୁର ଗ୍ରାମର ମାର୍କଣ୍ଡ ସାମଲଙ୍କ ପୁଅ ରାଜେଶ ସାମଲ(୨୭)।…

Continue Readingସଡ଼କ ଦୁର୍ଘଟଣାରେ ଯୁବକ ମୃତ, ଟାଟା ପାୱାର କମ୍ପାନୀରେ ସ୍ଥାୟୀ ଚାକିରିଆ ଭାବେ ଯାଉଥିଲେ ଯୋଗ ଦେବାକୁ

ଆଇନ ସଚେତନତା ଶିବିର: ଯୌନ ଅପରାଧରୁ ସୁରକ୍ଷା ଆଇନ୍ ଓ ଦଣ୍ଡ ବିଧାନ ବିଷୟରେ ବୁଝିଲେ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ହୁଲୁରିସିଂହା ଉଚ୍ଚ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ କମଳାକାନ୍ତ ନାୟକ, ଅନୁଗୁଳ ଡି.ଏସ.ପି, ଯୋଗେଶ୍ବରୀ ବେହେରା, ଜିଲ୍ଲା…

Continue Readingଆଇନ ସଚେତନତା ଶିବିର: ଯୌନ ଅପରାଧରୁ ସୁରକ୍ଷା ଆଇନ୍ ଓ ଦଣ୍ଡ ବିଧାନ ବିଷୟରେ ବୁଝିଲେ ଛାତ୍ରଛାତ୍ରୀ

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ: ଯୋଗ ଦେଲେ ୩୦୦ ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ

ଅନୁଗୁଳ: ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟରେ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ସୁସ୍ମିତା ସାହୁଙ୍କ ଆହ୍ଵାନ କ୍ରମେ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରିୟରଞ୍ଜନ ପ୍ରଧାନ, ପ୍ରଧାନ ଶିକ୍ଷକ ପ୍ରିୟବ୍ରତ ମାଝୀ,…

Continue Readingଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ: ଯୋଗ ଦେଲେ ୩୦୦ ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ

ଟ୍ରକ ଚକା ତଳେ ପଶିଗଲା ବାଇକ୍, ଅଳ୍ପକେ ବର୍ତ୍ତିଲେ ଚାଳକ

ଅନୁଗୁଳ: ଗୁରୁବାର ଅପରାହ୍ନରେ ସନ୍ତ୍ରୀ ଛକ ଠାରେ ବାଇକ୍ ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିଥିବା ବେଳେ ସୌଭାଗ୍ୟବଶତଃ ଏଥିରେ କାହାର କିଛି କ୍ଷତି ହୋଇ ନାହିଁ। ସୂଚନା ମୁତାବକ, ବଅଁରପାଳ ଥାନା ସନ୍ତ୍ରୀ ଛକ ଠାରେ ଏକ ବାଇକ୍ ବଅଁରପାଳ…

Continue Readingଟ୍ରକ ଚକା ତଳେ ପଶିଗଲା ବାଇକ୍, ଅଳ୍ପକେ ବର୍ତ୍ତିଲେ ଚାଳକ