ଭାରତୀୟ ଚିକିତ୍ସକ ସଂଘ ଓଡ଼ିଶା ଶାଖାର ୭୩ ତମ ସମ୍ମିଳନୀ ଉଦଯାପିତ
ଅନୁଗୁଳ: ସ୍ଥାନୀୟ ଏକ ହୋଟେଲରେ ଭାରତୀୟ ଚିକିତ୍ସକ ସଂଘ ରାଜ୍ୟ ଶାଖାର ୭୩ ତମ ସମ୍ମିଳନୀ ଉଦଘାଟିତ ହୋଇଯାଇଛି।ଦୁଇ ଦିନିଆ ଏହି ସମ୍ମିଳନୀକୁ ପ୍ରଦୀପ ଜଳି ଉଦଘାଟନ କରିଥିଲେ ଭାରତୀୟ ଚିକିତ୍ସକ ସଂଘର ଜାତୀୟ ସଭାପତି ଡ଼ା ଆର୍ ଭି ଅଶୋକନ.ଶ୍ରୀ…



