ଶୋଇବା ଘର ଦଉଡ଼ି ଦେଇ ମହିଳାଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
ଅନୁଗୁଳ: ଆଜି ଅପରାହ୍ନରେ ଅନୁଗୁଳ ଅମଲାପଡ଼ାରେ ଜଣେ ମହିଳା ଶୋଇବା ଘରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳାଙ୍କ ନାଁ ଲିପ୍ସାମୟୀ ଦେହୁରୀ (୩୫)। ମହିଳାଙ୍କ ପରିବାର ଲୋକ ଅନ୍ୟ ଏକ କୋଠରୀରେ ଶୋଇଥିବା ବେଳେ ଲିପ୍ସାମୟୀ ନିଜ ଶୋଇବା…
