ବିଦ୍ୟୁତ୍ ଝଟକାରେ ହାତୀର ଜୀବନ ଗଲା

ଅନୁଗୁଳ: ଶନିବାର ହିନ୍ଦୋଳ ବନାଞ୍ଚଳରେ ଏକ ହାତୀର ମୃତ୍ୟୁ ଘଟିଛି। ସୂଚନା ମୁତାବକ ହିନ୍ଦୋଳ ବନାଞ୍ଚଳ କନ୍ତାମିଲା ଗ୍ରାମ ନିକଟରେ ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀମାନେ ବିଦ୍ୟୁତ ତାର ବିଛାଇଥିଲେ। ତେବେ ବିଳମ୍ବିତ ରାତିରେ ବିଛାଇଥିବା ଏହି ବିଦ୍ୟୁତ ତାର ସଂସ୍ପର୍ଶରେ…

Continue Readingବିଦ୍ୟୁତ୍ ଝଟକାରେ ହାତୀର ଜୀବନ ଗଲା

ଚାଳକ ନିଯୁକ୍ତି ଦାବିରେ ଧାରଣା

ଅନୁଗୁଳ: କଣିହାଁ ଖୋଲାମୁହଁ କୋଇଲା ଖାଦାନ ଜରଡାସ୍ଥିତ ମୁଖ୍ୟ ଫାଟକଠାରେ ଗୁରୁବାର ସକାଳ ୫ଟାରୁ ଚାଳକ ନିଯୁକ୍ତି ଦାବିରେ ଧାରଣା ଦିଆଯାଇଥିଲା ।ମହାନଦୀ କୋଲ୍ ଫିଲ୍ଦ କଣ୍ଟ୍ରାକ୍‌ଚୁଆଲ୍ ୱାର୍କର୍ସ ୟୁନିୟନ ସାଧାରଣ ସମ୍ପାଦକ ନରହରି ସାହୁଙ୍କ ନେତୃତ୍ବରେ ଏହି ଆନ୍ଦୋଳନ ପ୍ରାୟ…

Continue Readingଚାଳକ ନିଯୁକ୍ତି ଦାବିରେ ଧାରଣା

ଅଦ୍ଭୁତ ଶିଶୁପୁତ୍ର ଜନ୍ମ

ଅନୁଗୁଳ: ବନ୍ତଳା ଥାନା ଅଞ୍ଚଳରେ ବୁଧବାର ଏକ ଅଦ୍ଭୁତ ଶିଶୁ ଜନ୍ମ ହୋଇଥିବା ଦେଖିବାକୁ ମିଳିଛି। ସଦର ଥାନା ଅନ୍ତର୍ଗତ ବଳୁଅକଟା ପଂଚାୟତର ଶାବଳଭଙ୍ଗା ଗାଁର ଜଣେ ମହିଳା ଏହି ଅଦ୍ଭୁତ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ନବଜାତକର ପାଟି, ନାକ ନଥିବା…

Continue Readingଅଦ୍ଭୁତ ଶିଶୁପୁତ୍ର ଜନ୍ମ

ନାଲକୋ ପକ୍ଷରୁ ପାର୍ଶ୍ବବର୍ତ୍ତି ଗାଁ ଲୋକଙ୍କୁ ଚାରା ବଣ୍ଟନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ପକ୍ଷରୁ ପାର୍ଶ୍ବବର୍ତ୍ତି ଗାଁ ଲୋକମାନଙ୍କୁ ଚାରାବଣ୍ଟନ କରାଯାଇଛି। ପ୍ରାୟ ୨୦ ହଜର ବିଭିନ୍ନ ପ୍ରକାରର ଫଳ ଓ ଅନ୍ୟାନ୍ୟ ଚାରା ବଣ୍ଟନ କରାଯାଇଛି। ସେହିପରି ନାଲକୋ ପ୍ଲାଣ୍ଟ ପ୍ରସାଶନିକ କାର୍ଯ୍ୟ।ଳୟ, ଡିପିଏସ୍ ନାଲକୋ, ସରସ୍ବତୀ ବିଦ୍ୟାମନ୍ଦିର…

Continue Readingନାଲକୋ ପକ୍ଷରୁ ପାର୍ଶ୍ବବର୍ତ୍ତି ଗାଁ ଲୋକଙ୍କୁ ଚାରା ବଣ୍ଟନ

ଛିନତାଇ ଅଭିଯୋଗରେ ନାବାକଙ୍କ ସମେତ ୩ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲାର ଟାଉନ ଥାନା ଓ କଲିଏରୀ ଥାନା ଅଞ୍ଚଳରେ ଛିନତାଇ କରିଥିବା ଅଭିଯୋଗରେ ପୁଲିସ ଜଣେ ନାବାକଙ୍କ ସହ ୩ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ଫେବୃଆରୀ ୧୬ ତାରିଖରେ ତୁରଙ୍ଗ ସୀତାରାମ…

Continue Readingଛିନତାଇ ଅଭିଯୋଗରେ ନାବାକଙ୍କ ସମେତ ୩ ଗିରଫ

ସିଆଇଏସ୍ଏଫ୍ ଆଇଜିଙ୍କ ତାଳଚେର ସାରକାରଖାନା ଗସ୍ତ

ଅନୁଗୁଳ: କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ (ସିଆଇଏସ୍ଏଫ୍)ର କଲିକତା ସ୍ଥିତ ଦକ୍ଷିଣ ପୂର୍ବ ମୁଖ୍ୟ କାର୍ଯ୍ୟାଳୟର ଆଇଜି ସୁଧୀର କୁମାର ତାଳଚେର ସାରକାରଖାନା ଗସ୍ତରେ ଆସି ସୁରକ୍ଷା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଆଇଜି ଶ୍ରୀ କୁମାର କର୍ମଚାରୀମାନଙ୍କୁ ଉଚ୍ଚକୋଟୀର କର୍ତ୍ତବ୍ୟ ନିର୍ବାହ…

Continue Readingସିଆଇଏସ୍ଏଫ୍ ଆଇଜିଙ୍କ ତାଳଚେର ସାରକାରଖାନା ଗସ୍ତ

ଟ୍ରକ ଧକ୍କାରେ ବିଦ୍ୟୁତ ତାର ଛିଣ୍ଡିଲା

ଅନୁଗୁଳ: ୫୫ ନମ୍ବର ଜାତୀୟ ରାଜପଥର ଶିମିଳିପଡ଼। ଚର୍ଚ୍ଚ ନିକଟରେ ପାର୍କିଂ ରେ ଥିବା ଏକ ଟ୍ରକ ହଠାତ ଗଡ଼ିଯାଇ ସାମନାରେ ଥିବା ଏକ କାର କୁ ଧକ୍କା ଦେଇ ଏକ ଗଛ ରେ ପିଟି ହୋଇଯିବାରୁ ଗଛ ଉପର ଦେଇ…

Continue Readingଟ୍ରକ ଧକ୍କାରେ ବିଦ୍ୟୁତ ତାର ଛିଣ୍ଡିଲା

ଏନ୍‌ଟିପିସି କଣିହାଁ ପ୍ରକଳ୍ପ ମୁଖ୍ୟ ହେଲେ କେ. ଶ୍ରୀନିବାସ ରାଓ

ଅନୁଗୁଳ: ଏନ୍‌ଟିପିସି କଣିହାଁ ପ୍ରକଳ୍ପର ନିର୍ବାହୀ ନିର୍ଦ୍ଦେଶକ କେ. ଶ୍ରୀନିବାସ ରାଓ ପ୍ରକଳ୍ପ ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ପ୍ରକଳ୍ପ ମୁଖ୍ୟ ଭାବେ ଅବସ୍ଥାପିତ ଥିବା ସୁଦୀପ ନାଗଙ୍କର ବଦଳି ପରେ ଗତ ବୁଧବାରଠାରୁ ଶ୍ରୀ ରାଓ କାର୍ଯ୍ୟ…

Continue Readingଏନ୍‌ଟିପିସି କଣିହାଁ ପ୍ରକଳ୍ପ ମୁଖ୍ୟ ହେଲେ କେ. ଶ୍ରୀନିବାସ ରାଓ

ଆଉ ୫ ପାଣିପମ୍ପ୍ ଉଦ୍ଧାର

ଅନୁଗୁଳ: ହଣ୍ଡପା ଥାନା ପୁଲିସ ଆଉ ୫ଟି ପାଣି ପମ୍ପ୍ ଉଦ୍ଧାର କରିଛି। ପାଣିପମ୍ପ୍ ଚୋରି ଗ୍ୟାଙ୍ଗ ପୁଲିସ ଠାବ କରିବା ସହ ପୂର୍ବରୁ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଇଚ୍ଛାପୁର ଗ୍ରାମର ମନୋଜ ସାହୁ ଓ…

Continue Readingଆଉ ୫ ପାଣିପମ୍ପ୍ ଉଦ୍ଧାର

ଜିଲ୍ଲାର ସମସ୍ତ ବିଦ୍ୟୁତ୍ ଅଫିସ୍ ଘେରିବ ବିଜେପି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଜିଲ୍ଲା ସଭାପତି ଡିଲେଶ୍ବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଭର୍ଚ୍ୟୁଆଲ୍ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାରେ ବାରମ୍ବାର ବିଦ୍ୟୁତ କାଟ, ଲୋ ଭୋଲଟେଜ, ବିଦ୍ୟୁତ ଦର ବୃଦ୍ଧି ଆଦି ସମସ୍ୟାକୁ…

Continue Readingଜିଲ୍ଲାର ସମସ୍ତ ବିଦ୍ୟୁତ୍ ଅଫିସ୍ ଘେରିବ ବିଜେପି