୩ ଦଫା ଦାବିରେ ଫାର୍ମାସିଷ୍ଟଙ୍କ ଆନ୍ଦୋଳନ

ଅନୁଗୁଳ: ବିଭିନ୍ନ ଦାବି ନେଇ କାର୍ଯ୍ୟରତ ଫାର୍ମାସିଷ୍ଟ୍ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏକ ସପ୍ତାହ ହେଲା ଫାର୍ମାସିଷ୍ଟମାନେ କଳାବ୍ୟାଜ ପିନ୍ଧି ଦାୟିତ୍ଵ ନିର୍ବାହ କରୁଛନ୍ତି। ଅନୁଗୁଳ ମୁଖ୍ୟ ଚିକିତ୍ସାଳୟର ଅଧୀନରେ ଥିବା ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ…

Continue Reading୩ ଦଫା ଦାବିରେ ଫାର୍ମାସିଷ୍ଟଙ୍କ ଆନ୍ଦୋଳନ

ଜଳିଗଲା ଟ୍ରାନ୍ସଫର୍ମର

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରରେ ଗୁରୁବାର ସକାଳେ ନିଆଁ ଲାଗିଯାଇଥିଲା ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ବିଦ୍ୟୁତ ବିଭାଗୀୟ କର୍ମଚାରୀମାନେ ଲାଇନ କାଟି ନିଆଁକୁ ଆୟତ୍ତ କରିନେଇଥିଲେ। ସୂଚନା ମୁତାବକ, ସକାଳ ପ୍ରାୟ…

Continue Readingଜଳିଗଲା ଟ୍ରାନ୍ସଫର୍ମର

ଅନୁଗୁଳରେ ଟିକା ନେଲେଣି ୨ ଲକ୍ଷରୁ ଅଧିକ ଲୋକ 

ଅନୁଗୁଳ:କରୋନା ସଂକ୍ରମଣକୁ ରୋକିବାକୁ ବ୍ୟାପକ ଭାବେ ଚାଲିଛି ଟିକାକରଣ ଅଭିଯାନ । ରାଜ୍ୟରେ ଟିକାକରଣକୁ ଜୋରଦାର କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି କ୍ରମରେ ଅନୁଗୁଳରେ ସ୍ଲଟ ବୁକିଂ ଅନୁସାରେ ଦିଆଯାଉଛି ଟିକା । ଏହାସହ…

Continue Readingଅନୁଗୁଳରେ ଟିକା ନେଲେଣି ୨ ଲକ୍ଷରୁ ଅଧିକ ଲୋକ 

୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଆତ୍ମସାତ୍, ବନ୍ଧା ହେଲେ ହ୍ୟୁମାନ୍ ରାଇଟ୍ ୱାଚ୍ ସମ୍ପାଦିକା

ଅନୁଗୁଳ: ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦେଇଥିଲା ଏୟାର ଫୋର୍ସ । ହେଲେ ଏହି କ୍ଷତିପୂରଣ ରାଶିକୁ ପ୍ରକୃତ ହିତାଧିକାରୀଙ୍କୁ ହସ୍ତାନ୍ତର ନକରି ଆତ୍ମସାତ୍‌ କରିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ଅନୁଗୁଳ ଅମଲାପଡ଼ାରେ ଥିବା ଏନ୍‌ଜିଓ ହ୍ୟୁମାନ୍…

Continue Reading୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଆତ୍ମସାତ୍, ବନ୍ଧା ହେଲେ ହ୍ୟୁମାନ୍ ରାଇଟ୍ ୱାଚ୍ ସମ୍ପାଦିକା

ଜିଦରୁ ଓହରିଲେ ସଫେଇ କର୍ମଚାରୀ

ଅନୁଗୁଳ: ଗତ ଦୁଇ ଦିନ ଧରି ଅନୁଗୁଳ ପୌରପାଳିକା ପରିମଳ ବିଭାଗରେ ଲାଗି ରହିଥିବା ଅଚଳ ଅଵସ୍ଥା ଶେଷରେ ଦୂର ହୋଇଛି। ବିଳମ୍ବରେ ହେଉ ପଛେ ସଫେଇ କର୍ମଚାରୀମାନେ ଧାରଣାରୁ ଓହରିଛନ୍ତି।ମିଳିଥିବା ସୂଚନା ଅନୁଯାୟୀ କିଛି ଦିନ ତଳେ ସଫେଇ କର୍ମଚାରୀ…

Continue Readingଜିଦରୁ ଓହରିଲେ ସଫେଇ କର୍ମଚାରୀ

ବେଧଡ଼କ ମଦ କାରବାର, ଜଣେ ଗିରଫ

ଅନୁଗୁଳ: ବଅଁରପାଳ ଥାନା ଇଲାକାରେ ବେଧଡକ ଭାବେ ଚାଲିଛି ମଦ ବିକ୍ରି। ଏହି ଚୋରା କାରବାରରେ ରୋକ୍ ଲଗାଇବା ପାଇଁ ବଅଁରପାଳ ପୁଲିସ୍ ପକ୍ଷରୁ ଜୋରଦାର ଚଢ଼ାଉ ଚାଲିଥିବା ବେଳେ ମଙ୍ଗଳବାର ପୂର୍ବାହ୍ନରେ ନୂଆହତା ଗ୍ରାମର ଏକ ଦୋକାନରେ ଚଢ଼ାଉ କରି…

Continue Readingବେଧଡ଼କ ମଦ କାରବାର, ଜଣେ ଗିରଫ

ଟିକରପଡ଼ାରେ ପର୍ଯ୍ୟଟକ ହାଉଯାଉ

ଅନୁଗୁଳ: ସାରା ରାଜ୍ୟରେ କରୋନା ମହାମାରୀ ମୃତ୍ୟୁର ତାଣ୍ଡବ ରଚି ଚାଲିଛି । ଏହା ମଧ୍ୟରେ ସତର୍କତା ଅବଲମ୍ବନ କରିବା ପାଇଁ ସମସ୍ତ ପର୍ଯ୍ୟଟନ ସ୍ଥଳ ଓ ଜନସମାଗମ ଉପରେ ସରକାର କଟକଣା ଜାରି କରିଥିବା ବେଳେ ଅନୁଗୁଳ ଜିଲ୍ଲାର ସାତକୋଶିଆ…

Continue Readingଟିକରପଡ଼ାରେ ପର୍ଯ୍ୟଟକ ହାଉଯାଉ

ଦାଦାବଟି ମାଗି ୩ଗିରଫ

ଅନୁଗୁଳ : ଟିପିସିଓଡିଏଲ୍ (ଟାଟା ପାଓ୍ବାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍) କର୍ମକର୍ତାଙ୍କୁ ଚାନ୍ଦା ମାଗି ବିଦ୍ୟୁତ୍ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିବା ଅଭିଯୋଗରେ ସମଲ ଥାନା ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ସମଲ ଥାନା କୁଲେଇ…

Continue Readingଦାଦାବଟି ମାଗି ୩ଗିରଫ

କୋଭିଡ୍ ପାଇଁ ଉଜୁଡ଼ିଗଲା ଜୀବିକା, ୨୫୦ ଦୋକାନୀଙ୍କୁ ମିଳିବ ଟଙ୍କା

ଅନୁଗୁଳ: କୋଭିଡରେ ସବୁଠାରୁ ବେଶି ପ୍ରଭାବିତ ହୋଇଛନ୍ତି ଉଠା ଦୋକାନୀ, କ୍ଷୁଦ୍ର ବେପାରି। ମାସ ମାସ କାଳ ବେପାର ବୁଡିଯାଇଛି। କାହାର ଜୀବନ ସହ ଜୀବିକା ବି ବିପଦରେ ପଡିଛି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର…

Continue Readingକୋଭିଡ୍ ପାଇଁ ଉଜୁଡ଼ିଗଲା ଜୀବିକା, ୨୫୦ ଦୋକାନୀଙ୍କୁ ମିଳିବ ଟଙ୍କା

ଶରୀରରେ ଅଦ୍ଭୁତ ଚୁମ୍ବକୀୟ ଶକ୍ତି, ଲାଖିଯାଉଛି ଲୁହା ସାମଗ୍ରୀ

ଅନୁଗୁଳ: ଶରୀରରେ ସୃଷ୍ଟି ହୋଇଛି ଅଦ୍ଭୁତ ଚୁମ୍ବକୀୟ ଶକ୍ତି । ଶରୀର ପାଖକୁ ଆସିଲେ ଲାଖି ଯାଉଛି ଲୁହା ସାମଗ୍ରୀ। ଶରୀରରେ ପ୍ରବାହିତ ହେଉଛି ଚୁମ୍ବକୀୟ ଗୁଣ । ସାଧାରଣତଃ ଚୁମ୍ବକ ଲୁହାକୁ ଟାଣେ । ତେବେ ମଣିଷ ଶରୀର ଲୁହାକୁ…

Continue Readingଶରୀରରେ ଅଦ୍ଭୁତ ଚୁମ୍ବକୀୟ ଶକ୍ତି, ଲାଖିଯାଉଛି ଲୁହା ସାମଗ୍ରୀ