ଆର୍ପିଏଫ୍ କନେଷ୍ଟବଳଙ୍କ ଅକାଳ ବିୟୋଗ
ଅନୁଗୁଳ: ଅନୁଗୁଳ ହୁଲୁରିସିଂହା ଗ୍ରାମର ଦୀପକ କୁମାର ପ୍ରଧାନ(୩୬)ଙ୍କ ଗୁରୁବାର ବିଳମ୍ବିତ ରାତିରେ ହୃଦଘାତରେ ପରଲୋକ ହୋଇଛି। ତାଙ୍କ ବିୟୋଗରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଆର୍ପିଏଫ୍ କନେଷ୍ଟବଳ ଥିବା ଦୀପକ ଗୁରୁବାର ରାତିରେ ନିଜ ବାସଭବନରେ ହଠାତ୍ ଅସୁସ୍ଥ ହୋଇ…
