ରବିବାର ବିଦ୍ୟୁତ ଯୋଗାଣ ବ୍ୟାହତ ହେବ

0

ଅନୁଗୁଳ: ମେ ୨୩ ତାରିଖ ଦିନ ଅନୁଗୁଳ ସହରର ବିଭିନ୍ନ ଅଂଚଳରେ ସାମୟିକ ବିଦ୍ୟୁତ କାଟ ହେବ। ଗ୍ରୀଡ଼ ମରାମତି ନିମନ୍ତେ ବିଦ୍ୟୁତ ବିଭାଗ ପକ୍ଷରୁ ସକାଳ ୮ ଟାରୁ ଦିନ ୧୧ ଟା ପର୍ଯ୍ୟନ୍ତ ଏହି ବିଦ୍ୟୁତ କାଟ ହେବ।ସହରର ମିଶ୍ରପଡା, ହାତୀଶାଳ ପଡା, ହୁଳୁରୁସିଂହ।,ଗାନ୍ଧିମାର୍ଗ,ଶିକ୍ଷକ ପଡ଼ା, ହେମସୁରପଡା ଆଦି ଅଞ୍ଚଳରେ ଏହି ବିଦ୍ୟୁତ କାଟ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.

error: Content is protected !!