ଅନୁଗୁଳରେ ଘନ କୁହୁଡି

ଅନୁଗୁଳ: ଅନୁଗୁଳରେ ପ୍ରଚଣ୍ଡ ଶୀତ ସାଙ୍ଗକୁ ଘନ କୁହୁଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗାଡି ମଟର ସକାଳ ୮ଟା ପର୍ଯ୍ୟନ୍ତ ଵି ଲାଇଟ୍ ଜଳାଇ ଯାଉଥିବା ଦେଖା ଯାଇଛି। ସହରର ଦୋକାନ ବଜାରରେ ମଧ୍ୟ ଗହଳି ଦେଖିବାକୁ ମିଳିନଥିଲା।ଦିନ ୧୧…

Continue Readingଅନୁଗୁଳରେ ଘନ କୁହୁଡି

ମହିଳାଙ୍କ ବେକରୁ ସୁନା ଚେନ୍‌ ଛିଣ୍ତାଇନେଲେ

ଅନୁଗୁଳ: ଶନିବାର ଅପରାହ୍ଣ ପ୍ରାୟ ଗୋଟାଏ ୩୦ ସମୟରେ ୫୫ ନ˚ ଜାତୀୟ ରାଜପଥର ଅନୁଗୁଳ କାଲ୍‌ଟାକ୍ସ ଛକ ନିକଟରେ ଜଣେ ମହିଳା ଆକ୍ଟିଭା ସ୍କୁଟରରେ ଅନୁଗୁଳ ବସ୍‌ଷ୍ଟାଣ୍ତ ଆଡ଼କୁ ଆସୁଥିବାବେଳେ ପଛରୁ ୨ ଜଣ ଦୁବୃର୍ତ୍ତ ନମ୍ବରବିହୀନ ଏକ ବାଇକ୍‌ରେ…

Continue Readingମହିଳାଙ୍କ ବେକରୁ ସୁନା ଚେନ୍‌ ଛିଣ୍ତାଇନେଲେ

ଭିଜନ୍‌ ଡକୁମେଣ୍ଟରେ ଜେଲ୍‌ ଆଧୁନିକୀକରଣ

ଅନୁଗୁଳ: ୨୦୨୩ ସୁଦ୍ଧା ଏକ ସୁନ୍ଦର ସମୃଦ୍ଧି ଅନୁଗୁଳ ଗଠନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରାଯାଇଛି ସେଥିରେ ଜେଲର ପରିବେଶ ଉପରେ ପ୍ରାଥମିକତା ଦିଆଯାଇଛି। ଜେଲ୍‌ ଅନ୍ତେବାସୀଙ୍କ ରହିବା ପରିବେଶରେ ଉନ୍ନତି, ଉନ୍ନତ ମାନର…

Continue Readingଭିଜନ୍‌ ଡକୁମେଣ୍ଟରେ ଜେଲ୍‌ ଆଧୁନିକୀକରଣ

ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁଟ୍‌ଖା ଦୋକାନରେ ଚଢ଼ାଉ

ଅନୁଗୁଳ: ଶୁକ୍ରବାର ଜିଲ୍ଲା ଜନସ୍ବାସ୍ଥ୍ୟ ବିଭାଗର ଭ୍ରାମ୍ୟମାଣ ଶାଖା ପକ୍ଷରୁ ଅନୁଗୁଳ ବସ୍‌ଷ୍ଟାଣ୍ତ ଏବ˚ ଅନ୍ୟାନ୍ୟ ଅଞ୍ଚଳରେ ଚଢ଼ାଉ କରାଯାଇ ଗୁଟ୍‌ଖା, ଜର୍ଦ୍ଦା ଆଦି ଜବତ କରାଯାଇଥିଲା। ବିଭିନ୍ନ ପାନ ଦୋକାନରେ ଚଢ଼ାଉ କରାଯାଇ ବେଆଇନ୍‌ ଭାବେ ବିକ୍ରି କରାଯାଉଥିବା ଏସବୁ…

Continue Readingଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁଟ୍‌ଖା ଦୋକାନରେ ଚଢ଼ାଉ

ପାର୍କରେ ନେତାଜୀଙ୍କୁ ଇଏ କି ସମ୍ମାନ!

ଅନୁଗୁଳ: ଅନେକ ସମୟରେ ପୌରପାଳିକା ପାର୍କ ଗଢେ଼। ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନା ହୁଏ। ତା’ପରେ କଥା ସରିଯାଏ। ଏହିଭଳି ଏକ ଦୃଶ୍ୟ ଅନୁଗୁଳ ଶିମିଳିପଡ଼ାବାସୀଙ୍କୁ ବ୍ୟଥିତ କରିଛି। ପୌରପାଳିକା ପକ୍ଷରୁ ଏଥିରେ ଉଦ୍ୟାନ ଗଢ଼ାଯାଇ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି। କିନ୍ତୁ…

Continue Readingପାର୍କରେ ନେତାଜୀଙ୍କୁ ଇଏ କି ସମ୍ମାନ!

ବାର୍ଡ ଫ୍ଲୁ ଆଶଙ୍କାରେ ଚିକେନ୍‌ ଚାହିଦା କମୁଛି

ଅନୁଗୁଳ: ଓଡ଼ିଶାରେ ବାର୍ଡ ଫ୍ଲୁର ସ˚କ୍ରମଣ ହୋଇନଥିଲେ ବି ଏକ ଅଜଣା ଆଶଙ୍କାରେ ଗ୍ରାହକମାନେ ଥିବାରୁ ଏହାର ପ୍ରଭାବ ଚିକେନ୍‌ ବଜାର ଉପରେ ପଡ଼ିଛି। ବର୍ତ୍ତମାନ ଅନୁଗୁଳ ଜିଲ୍ଲାରେ ବାହାଘର ବଜାରକୁ ଦେଖି ମେନୁ କଲାବେଳେ ଲୋକେ ଚିକେନ୍‌ ପ୍ରତି ଅନାଗ୍ରହି…

Continue Readingବାର୍ଡ ଫ୍ଲୁ ଆଶଙ୍କାରେ ଚିକେନ୍‌ ଚାହିଦା କମୁଛି

ମଦ ଦୋକାନରେ ବହୁମୁଖୀ ଶୃଙ୍ଖଳା ଟିମର ଚଢ଼ାଉ

ଅନୁଗୁଳ: ଅନୁଗୁଳ ଉପଖଣ୍ତ ବହୁମୁଖୀ ଶୃଙ୍ଖଳା ଟିମ୍‌ ପକ୍ଷରୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢ଼ାଉ ଜାରି ରହିଛି। ପୂର୍ବରୁ ଓଜନ, ସ୍ବଚ୍ଛତା ଓ ଗୁଣବତ୍ତାକୁ ନେଇ ବହୁମୁଖୀ ଶୃଙ୍ଖଳା ଟିମ୍‌ ଅନୁଗୁଳ ସହରରେ ବିଭିନ୍ନ ପେଟ୍ରୋଲ୍‌ ପମ୍ପ, ଗ୍ରୋସେରୀ, ମେଡିସିନ୍‌ ଦୋକାନ,…

Continue Readingମଦ ଦୋକାନରେ ବହୁମୁଖୀ ଶୃଙ୍ଖଳା ଟିମର ଚଢ଼ାଉ

କୃଷି ଆଇନ୍ ବାତିଲ ଦାବିରେ ଜିଲ୍ଲା କାର୍ଯ୍ୟାଳୟ ଘେରାଉ

ଅନୁଗୁଳ: କେନ୍ଦ୍ର ସରକାର ଦ୍ଵାରା ପ୍ରଣିତ ଜାତୀୟ କୃଷି ଆଇନ୍ ଓ ବିଦ୍ୟୁତ୍ ଆଇନ୍ କଳା ଆଇନ୍ କହି ଏହାକୁ ତୁରନ୍ତ ବାତିଲ କରିବାକୁ ଡାକରା ଦେଇଛି ଏଆଇକେଜେଏଏସ୍ ସଂଗଠକ । ଏଥି ନେଇ ସଂଗଠନର ଜିଲ୍ଲା କମିଟି ପକ୍ଷରୁ ସଭାପତି…

Continue Readingକୃଷି ଆଇନ୍ ବାତିଲ ଦାବିରେ ଜିଲ୍ଲା କାର୍ଯ୍ୟାଳୟ ଘେରାଉ

ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ବାହାରିଲା ସଚେତନତା ରଥ

ଅନୁଗୁଳ: ରାସ୍ତା ବ୍ୟବହାରକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ରାସ୍ତା ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ନିମନ୍ତେ ଆସନ୍ତା ମାସ ୧୭ ତାରିଖ ପର୍ଯ୍ୟନ୍ତ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଅଛି। ଏହି ଅବସରରେ ସୋମବାର ପୂର୍ବାହ୍ଣରେ ଜିଲ୍ଲା କାର୍ଯ୍ୟାଳୟ ପରିସରରେ…

Continue Readingଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ବାହାରିଲା ସଚେତନତା ରଥ

ଜିଲ୍ଲାରେ ଚାଷୀଙ୍କୁ ମିଳୁନି ଉନ୍ନତ ମାନର ବିହନ

ଅନୁଗୁଳ: ସମସ୍ତେ ଚାଷ ଗୁରୁତ୍ବପୂର୍ଣ୍ଣ ବୋଲି କହିଥାନ୍ତି। ଚାଷୀ ଭଲରେ ରହିଲେ ଦେଶ ଭଲରେ ରହିବ ବୋଲି କୁହାଯାଏ। କିନ୍ତୁ ଚାଷ ପାଇଁ ସମସ୍ତେ କୁମ୍ଭୀର କାନ୍ଦଣା ହିଁ କାନ୍ଦିଥାନ୍ତି। ଅନୁଗୁଳ ଜିଲ୍ଲାରେ ଶସ୍ୟ, ଡାଲି ଜାତୀୟ ଫସଲ, ତୈଳବୀଜ ଏବ˚…

Continue Readingଜିଲ୍ଲାରେ ଚାଷୀଙ୍କୁ ମିଳୁନି ଉନ୍ନତ ମାନର ବିହନ