କଲରାପତରିଆ ବଢ଼ିଲେ, ମହାବଳ ବଂଶବୃଦ୍ଧି ନହେବା ଚିନ୍ତାଜନକ
ଅନୁଗୁଳ: ୨୦୧୪ ମସିହାରୁ ୨୦୧୮ ମଧ୍ଯରେ ଦେଶରେ କଲରାପତରିଆ ବାଘଙ୍କ ସ˚ଖ୍ୟା ୬୦ ପ୍ରତିଶତ ବଢ଼ିଛି ଏବ˚ ଓଡ଼ିଶାରେ ଏହା ୨ ଗୁଣରୁ ଅଧିକା ହୋଇଥିବା ସରକାରୀ ଭାବେ କୁହାଯାଉଛି। ଉନ୍ନତ ଜଙ୍ଗଲ ସ˚ରକ୍ଷଣ ଓ ଜିନ୍ ବିବଧତାର ବୃଦ୍ଧି କାରଣରୁ…
ଅନୁଗୁଳ: ୨୦୧୪ ମସିହାରୁ ୨୦୧୮ ମଧ୍ଯରେ ଦେଶରେ କଲରାପତରିଆ ବାଘଙ୍କ ସ˚ଖ୍ୟା ୬୦ ପ୍ରତିଶତ ବଢ଼ିଛି ଏବ˚ ଓଡ଼ିଶାରେ ଏହା ୨ ଗୁଣରୁ ଅଧିକା ହୋଇଥିବା ସରକାରୀ ଭାବେ କୁହାଯାଉଛି। ଉନ୍ନତ ଜଙ୍ଗଲ ସ˚ରକ୍ଷଣ ଓ ଜିନ୍ ବିବଧତାର ବୃଦ୍ଧି କାରଣରୁ…
ଅନୁଗୁଳ: ଅନୁଗୁଳ ଟାଇକୋଣ୍ତୋ ସ˚ଘର ୪ ଜଣ ଛାତ୍ରଛାତ୍ରୀ ୨୦୨୦ ବର୍ଷ ପାଇଁ ବ୍ଲାକ୍ବେଲ୍ଟ ହାସଲ କରିଛନ୍ତି। ବିଜୟୀ ଛାତ୍ରଛାତ୍ରୀ ହେଲେ ରୋଟାରୀ ପବ୍ଲିକ୍ ସ୍କୁଲ୍ର ଅଙ୍କିତା ମହାପାତ୍ର, ଲିଟିଲ୍ ହାର୍ଟସ୍ ଟଡଲର୍ସ ଏକାଡେମୀର ଲୋପାମୁଦ୍ରା ସାହୁ, ଖୁସି ମୁଣ୍ତା ଏବ˚…
ଅନୁଗୁଳ: ବହୁ ପ୍ରତୀକ୍ଷିତ ଅନୁଗୁଳ କ୍ରିକେଟ୍ ଆସୋସିଏସନ୍ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି। ସଭାପତି ପଦ ପାଇଁ ପ୍ରତାପ ଚନ୍ଦ୍ର ପ୍ରଧାନ ଏକମାତ୍ର ପ୍ରାର୍ଥୀ ରୂପେ ନାମାଙ୍କନପତ୍ର ଦାଖଲ କରି ନିଜ ବିଜୟକୁ ସ୍ପଷ୍ଟ କରିଛନ୍ତି। ସେହିଭଳି ଉପସଭାପତି…
ଅନୁଗୁଳ: ଗତ ୨୦ ତାରିଖରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଏମ୍ଅର୍ଆଇ ୟୁନିଟ୍ ବନ୍ଦ ରହିଛି। ଅନୁଗୁଳ ମେଡିକାଲ୍ର ଜଣେ ପୂର୍ବତନ ଅଧିକାରୀଙ୍କ ପ୍ରତିକୂଳ ଲିଖିତ ମନ୍ତବ୍ୟ ଆଧାରରେ କୌଣସି ଡାକ୍ତର ଏମ୍ଆର୍ଆଇ କରିବାକୁ ସୁପାରିଶ କରୁନାହାନ୍ତି। ଫଳରେ…
ଅନୁଗୁଳ: ମହାନଦୀର ସାତକୋଶିଆ ଗଣ୍ତ ଅଞ୍ଚଳରେ ମାଛ ଧରି ଜୀବିକା ନିର୍ବାହ କରୁଥିବା ଶତାଧିକ ପରିବାର ବନ ବିଭାଗର କଟକଣା ଦ୍ଵାରା ପ୍ରଭାବିତ ହୋଇଛନ୍ତି। ଆସନ୍ତା ସପ୍ତାହ ମଧ୍ୟରେ ମହାନଦୀରୁ ମାଛ ମାରିବା ନେଇ ଏ କଟକଣା ପ୍ରତ୍ୟାହାର ନହେଲେ ସ˚ଘର…
ଅନୁଗୁଳ: ରାଜ୍ୟ ସରକାର ନିକଟରେ ସବୁ ପୌରାଞ୍ଚଳରେ ରାତ୍ରି ରହଣିସ୍ଥଳକୁ ସମ୍ପୂର୍ଣ୍ଣ କରିବା ସହ ଜଣେ ହେଲେ ବି ଯାଯାବର ବା ବାସହୀନ ଲୋକ ଯେଭଳି ଖୋଲା ଆକାଶ ତଳେ ନ ଶୋଇବେ ସେଥିନେଇ ଗାଇଡ୍ଲାଇନ୍ ପ୍ରଦାନ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଶିଶୁ ଶ୍ରମିକଙ୍କ ସ˚ଖ୍ୟା ପୁଣି ବଢ଼ିବାରେ ଲାଗିଛି। ମୟୂରଭଞ୍ଜ, କେରାପୁଟ, ବଲାଙ୍ଗୀର ପରେ ଅନୁଗୁଳରେ ଏହି ଶିଶୁ ଶ୍ରମିକଙ୍କ ସ˚ଖ୍ୟା ବଢ଼ିବାରେ ଲାଗିଛି। ଗତ ୨୦ ବର୍ଷରେ ଅନୁଗୁଳ ଶିଳ୍ପାଞ୍ଚଳର ମାନ୍ୟତା ପାଇବା ପରେ ଏହି ସମସ୍ୟା…
ଅନୁଗୁଳ: ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଦିଲ୍ଲୀ ସୀମାରେ ଦୀର୍ଘ ୨୫ ଦିନ ଧରି ଚାଲିଥିବା ଚାଷୀ ଆନ୍ଦୋଳନରେ ସହିଦ ହୋଇଥିବା ୧୫ ଜଣ ଚାଷୀଙ୍କ ସ୍ମୃତିରେ ଅନୁଗୁଳ ବସ୍ଷ୍ଟାଣ୍ତ ପରେ ଅଲ୍ ଇଣ୍ତିଆ କିଷାନ୍ କ୍ଷେତ୍ ମଜଦୁର…
ଅନୁଗୁଳ: ଗତ ୫୨ ବର୍ଷ ଧରି ସାରା ରାଜ୍ୟକୁ ବିଦ୍ୟୁତ୍ ଯୋଗାଇ ଆସୁଥିବା ତାଳଚେର ଥର୍ମାଲ୍ ପାୱାର ଷ୍ଟେସନ୍ ଏବେ ବନ୍ଦର ଦ୍ବାରଦେଶରେ। ୨ ହଜାର କର୍ମଚାରୀ ଛଟେଇ ଆଶଙ୍କାରେ ଭୀତତ୍ରସ୍ତ। ପ୍ଲାଣ୍ଟ ବନ୍ଦ କରିବାକୁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଛାଟ,…
ଅନୁଗୁଳ:ପରୀ ହତ୍ୟାକାଣ୍ଡ ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ମୃତ ନାବାଳିକାକୁ ନ୍ୟାୟ ଦେବା ଏବଂ ଏହି ଘଟଣାର ସିବିଆଇ ତଦନ୍ତ ଦାବି ରେ ବିଜେପି ପକ୍ଷରୁ ରାଜ୍ୟ ସାରା ପଦଯାତ୍ରା ଆୟୋଜନ କରାଯାଇଛି l ଏହି କ୍ରମରେ ଆଜି ଜିଲ୍ଲା ବିଜେପି…