ଟାଟା ପାୱାରର ୧୦୦ କର୍ମଚାରୀ ଗଲେ ଭଦ୍ରକ
ଅନୁଗୁଳ:ବାତ୍ୟା 'ୟାସ୍’ ପ୍ରଭାବରେ ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାରେ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍ ସେବା ସ୍ବାଭାବିକ କରାଯିବ ବୋଲି ସରକାର ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଶାସନ ସଚିବ ଓ…



