ଅନୁଗୁଳ ଥାନାରୁ ୧୦ ସଂକ୍ରମିତ
ଅନୁଗୁଳ: ଜିଲ୍ଲାରେ କରୋନା ସଂକ୍ରମଣ ବଢି ବଢି ଚାଲିଥିଲାବେଳେ ଅନୁଗୁଳ ଥାନାରୁ ୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଥାନାରେ କାର୍ଯ୍ୟରତ ଅଧିକାରୀ, କନେଷ୍ଟବଳ ଓ ହୋମଗାର୍ଡଙ୍କୁ ମିଶାଇ ସମୁଦାୟ୧୦ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏମାନେ କରୋନା ଟିକାର…
ଅନୁଗୁଳ: ଜିଲ୍ଲାରେ କରୋନା ସଂକ୍ରମଣ ବଢି ବଢି ଚାଲିଥିଲାବେଳେ ଅନୁଗୁଳ ଥାନାରୁ ୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଥାନାରେ କାର୍ଯ୍ୟରତ ଅଧିକାରୀ, କନେଷ୍ଟବଳ ଓ ହୋମଗାର୍ଡଙ୍କୁ ମିଶାଇ ସମୁଦାୟ୧୦ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏମାନେ କରୋନା ଟିକାର…
ଅନୁଗୁଳ: ଆଜିଠାରୁ ଅନୁଗୁଳ ଜିଲ୍ଲାରେ ଆରମ୍ଭ ହୋଇଛି କୋଭିଡ଼ ପରିଚାଳନା ବ୍ୟବସ୍ଥା (ସିଏମଏସ)। ଏହି ବ୍ୟବସ୍ଥା ଅନୁସାରେ, କୋଭିଡ଼ ପରିଚାଳନା ଅଧିକ ସକ୍ରିୟ ଓ ବ୍ୟବହାର ଉପଯୋଗୀ ହୋଇପାରିବ ବୋଲି ଆଶା ରଖିଛି ପ୍ରଶାସନ। ଏଥିପାଇଁ ଏକ ସ୍ବତନ୍ତ୍ର ୱେବସାଇଟ୍ angulcms.com…
ଅନୁଗୁଳ: ଜିଲ୍ଲାରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବଢି ଚାଲିଛି। ନିୟମିତ ଭାବେ ୫ ଶହ ଉପରେ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ପଜିଟିଭ ହାର ବି ଅଧିକ ରହୁଛି । ତେଣୁ କୋଭିଡ୍ ପରିଚାଳନା ପାଇଁ ଜିଲ୍ଲାକୁ ୧୦ ଜଣ ଓଆରଏସ୍…
ଅନୁଗୁଳ: ବିଧାୟକ ବ୍ରଜକିଶୋର ପ୍ରଧାନ ତାଳଚେର କୋଭିଡ୍ ହସ୍ପିଟାଲ୍ ପରିଦର୍ଶନ କରି ରୋଗୀଙ୍କ ସହିତ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ପଚାରି ବୁଝିଛନ୍ତି। ବିଧାୟକ ଶ୍ରୀ ପ୍ରଧାନ ପିପିଇ କିଟ୍ ପରିଧାନ କରି ଏମ୍ସିଏଲ୍ ସେଣ୍ଟ୍ରାଲ ହସ୍ପିଟାଲ୍ ଠାରେ ଥିବା…
ଅନୁଗୁଳ: ଅନୁଗୁଳରେ ଅଣାୟତ୍ତ ହୋଇଛି କରୋନା ସଂକ୍ରମଣ। ଦୈନିକ ସଂକ୍ରମଣ ଚିନ୍ତାଜନକ ଭାବେ ବଢ଼ୁଥିବା ବେଳେ ମୃତ୍ୟୁସଂଖ୍ୟା କୋକୁୟା ଭୟ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଜିଲ୍ଲାରେ ଟିକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି। ଅନୁଗୁଳ ଷ୍ଟାଡ଼ିୟମ୍ଠାରେ…
ଅନୁଗୁଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୋମବାର ପୂର୍ବାହ୍ନରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା । ମେଡିକାଲ୍ ମ୍ୟାନେଜର ଜଣେ ସଫେଇ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ସଫେଇ କର୍ମଚାରୀମାନେ ଏମସିଏଚ୍ ବିଲ୍ଡିଂ ସାମ୍ନାରେ ଧାରଣାରେ ବସିଥିଲେ । ଫଳରେ କେଇ…
ଅନୁଗୁଳ: ଅନୁଗୁଳରେ କରୋନା ସଂକ୍ରମଣ ନିଦ ହଜାଇ ଦେଇଛି । ଏ ଭୟଙ୍କର ଭୂତାଣୁ କବଳରୁ ବର୍ତିବା ପାଇଁ ଲୋକ ତ୍ରାହି ତ୍ରାହି ଡାକୁଥିବା ବେଳେ କରୋନା ସଞ୍ଜିବନୀ ପ୍ରଦାନରେ ଅହେତୁକ ବିଳମ୍ବ ହେଉଛି । ଟିକା ଠିକ୍ରେ ପହଞ୍ଚିନଥିବାରୁ ଧିମେଇ…
ଅନୁଗୁଳ: କରୋନା ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବାକୁ ରାଜ୍ୟରେ ଲକଡାଉନ୍ ଜାରି ହୋଇଛି । ଲୋକ କାମଧନ୍ଦା ହରାଇ ଘରେ ବସି ରହିଛନ୍ତି। ଗରିବ ଶ୍ରେଣୀର ଲୋକ ଜୀବିକା ହରାଇ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ସଂଗ୍ରହ ପାଇଁ ସଂଘର୍ଷ କରୁଛନ୍ତି।…
ଅନୁଗୁଳ: ବନ୍ତଳା ଥାନା ଇଲାକା ସାହାରାଗୋଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ରାତିରେ ସାରା ପରିବାର ଶୋଇଥିବା ବେଳେ ଘରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି । ଅଗ୍ନିକାଣ୍ଡରେ ଜୀବନ ବଞ୍ଚି ଯାଇଥିବା ବେଳେ ଘରେ ଥିବା…
ଅନୁଗୁଳ: ତାଳଚେର ସରକାରୀ ମୁଖ୍ୟ ଡାକ୍ତରଖାନାରେ ଟେଷ୍ଟିଂ କିଟ୍ ଅଭାବ ଦେଖିବାକୁ ମିଳିଛି । ଫଳରେ କରୋନା ପରୀକ୍ଷା ହୋଇ ପାରୁନଥିବାରୁ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି। କରୋନା ଟେଷ୍ଟ କରିବା ପାଇଁ ଲୋକମାନେ ସକାଳୁ ଧାଡ଼ିରେ ଠିଆ ହୋଇ ଦୀର୍ଘ ସମୟ…