ପର୍ଯ୍ୟବେକ୍ଷଣ ଗୃହରେ ପଶିଲା କରୋନା,୩୧ ବାଳ ଅଭିଯୁକ୍ତ ସଂକ୍ରମିତ

ଅନୁଗୁଳ: କରାଳ କାୟ ମେଲାଇ ଚାଲିଛି କରୋନା। ଅନୁଗୁଳ ଜିଲ୍ଲାର ପ୍ରତିଟି ପ୍ରାନ୍ତକୁ ଭୟଙ୍କର ଭୂତାଣୁ ମାଡି ସାରିଥିବା ବେଳେ ସବୁଠୁ ସମ୍ବେଦନଶୀଳ ସ୍ଥାନ କୁହାଯାଉଥିବା ପର୍ଯ୍ୟବେକ୍ଷଣ ଗୃହରେ ମଧ୍ୟ ପ୍ରବେଶ କରିଛି। ପ୍ରଶାସନର ଢିଲା ମନୋଭାବ ପାଇଁ ପର୍ଯ୍ୟବେକ୍ଷଣ ଗୃହରେ…

Continue Readingପର୍ଯ୍ୟବେକ୍ଷଣ ଗୃହରେ ପଶିଲା କରୋନା,୩୧ ବାଳ ଅଭିଯୁକ୍ତ ସଂକ୍ରମିତ

ଅକ୍ସିଜେନ ଟ୍ୟାଙ୍କର ମରାମତି କରାଇଲା

ଅନୁଗୁଳ: ଅନୁଗୁଳ ଜେଏସ୍‌ପିଏଲ୍ କାରଖାନାରୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିବା ଅକ୍ସିଜେନ୍ ବୋଝେଇ ଏକ ଟ୍ୟାଙ୍କର ଯାଉଥିବା ବେଳେ ସନ୍ତ୍ରୀ ନିକଟରେ ଗାଡ଼ି ହଠାତ୍ ଅଚଳ ହୋଇପଡ଼ିଥିଲା। କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲା। ଏ ସମ୍ପର୍କରେ ଏସ୍‌ପି…

Continue Readingଅକ୍ସିଜେନ ଟ୍ୟାଙ୍କର ମରାମତି କରାଇଲା

ଜିଲ୍ଲାପାଳଙ୍କ କରୋନା ସ୍ଥିତି ସମୀକ୍ଷା,ଘର ଘର ବୁଲି ସଚେତନ କରିବେ ଶିକ୍ଷକ

ଅନୁଗୁଳ: ବେକାବୁ ହୋଇଛି କରୋନା। ଜିଲ୍ଲାରେ ସଂକ୍ରମଣ ଦ୍ରୁତ ଗତିରେ ମାଡିଚାଲିଛି । କରୋନାର ଦ୍ରୁତ ସଂକ୍ରମଣରେ ରୋକ୍ ଲଗାଇବା ପାଇଁ ଜିଲ୍ଲାରେ ସଚେତନତା ଅଭିଯାନ ଆରମ୍ଭ ହେବ ବୋଲି ବୁଧବାର ଅପରାହ୍ନରେ କରୋନା ସ୍ଥିତି ସମୀକ୍ଷା କରି ଜିଲ୍ଲାପାଳ ପ୍ରକାଶ…

Continue Readingଜିଲ୍ଲାପାଳଙ୍କ କରୋନା ସ୍ଥିତି ସମୀକ୍ଷା,ଘର ଘର ବୁଲି ସଚେତନ କରିବେ ଶିକ୍ଷକ

ଷ୍ଟାଡିୟମ୍‌ରେ ପରିବା ମାର୍କେଟ୍

ଅନୁଗୁଳ: ଅନୁଗୁଳ ସହରରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା ସଂକ୍ରମଣ। ସହରରେ ଦୈନିକ ସଂକ୍ରମଣ ୫୦ ଉପରେ ରହୁଛି। ସହରର ଏହି ଉପରମୁହାଁ ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରଶାସନ ନୂଆ ନୂଆ ପଦକ୍ଷେପ ନେଉଛି। ସକାଳ ପରିବା ପାଇଁ…

Continue Readingଷ୍ଟାଡିୟମ୍‌ରେ ପରିବା ମାର୍କେଟ୍

ପର୍ଯ୍ୟାପ୍ତ ଅକ୍ସିଜେନ, ଆମ୍ବୁଲାନ୍ସ ଯୋଗାଇ ଦିଆଯାଉ

ଅନୁଗୁଳ: ତାଳଚେର ଅଞ୍ଚଳରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କରୋନା ରୋଗୀଙ୍କ ଉତ୍ତମ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଅକ୍ସିଜେନ ଓ ଆମ୍ବୁଲାନ୍ସ ଯୋଗାଇ ଦିଆଯାଉ ବୋଲି ତାଳଚେର ବିଜେପି ପକ୍ଷରୁ ଦାବି ହୋଇଛି। ଏହି ମର୍ମରେ ଜିଲ୍ଲାପାଳଙ୍କୁ…

Continue Readingପର୍ଯ୍ୟାପ୍ତ ଅକ୍ସିଜେନ, ଆମ୍ବୁଲାନ୍ସ ଯୋଗାଇ ଦିଆଯାଉ

କରୋନା ସଂକ୍ରମିତ ଯୁବ ବ୍ୟବସାୟୀଙ୍କ ଅକାଳ ବିୟୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନା ତାର କରାଳ କାୟା ବିସ୍ତାର କରିଚାଲିଛି। ଗୋଟାଏ ପରେ ଗୋଟାଏ ମୁଣ୍ଡ ନେଉଛି ଏହି ଅଦୃଶ୍ୟ ଭୂତାଣୁ। ଅନୁଗୁଳର ଜଣେ ଯୁବ ଫଳ ବ୍ୟବସାୟୀ, କଂଗ୍ରେସ କର୍ମକର୍ତା ତଥା ବସଷ୍ଟାଣ୍ଡ ଲକ୍ଷ୍ମୀପୂଜା କମିଟିର ସଂପାଦକ ଲକ୍ଷ୍ମୀଧର…

Continue Readingକରୋନା ସଂକ୍ରମିତ ଯୁବ ବ୍ୟବସାୟୀଙ୍କ ଅକାଳ ବିୟୋଗ

କରୋନା ପ୍ରଭାବ: ଚଢ଼ା ଦରରେ ଅକ୍ସିମିଟର

ଅନୁଗୁଳ: କରୋନାର ଦ୍ଵିତୀୟ ଲହରୀ ଦେଶବାସୀଙ୍କୁ ଭୟଭୀତ କରି ରଖିଥିବା ବେଳେ ଏହାର ପ୍ରଭାବ ବଜାର ଉପରେ ମଧ୍ୟ ପଡିଛି। ଡାକ୍ତର ମାନଙ୍କ ପରାମର୍ଶ ଅନୁସାରେ ଲୋକେ ପାରାସିଟାମଲ, ଭିଟାମିନ୍ ସି ବଟିକା, ରେଡିମେଡ୍ କାଢ଼ା, ଥରମୋମିଟର ଆଦି ପାଖରେ ରଖୁଥିବା…

Continue Readingକରୋନା ପ୍ରଭାବ: ଚଢ଼ା ଦରରେ ଅକ୍ସିମିଟର

ସ୍ତ୍ରୀ ମୃତ୍ୟୁର ଦୁଇ ଦିନ ପରେ ଚାଲିଗଲେ ସ୍ଵାମୀ

ଅନୁଗୁଳ; କରୋନାରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଜାଣି ମର୍ମାହତ ହୋଇପଡିଥିଲେ ସ୍ଵାମୀ ଆଉ ସ୍ତ୍ରୀଙ୍କ ମୃତ୍ୟୁର ୨ଦିନ ପରେ ହୃଦ୍‌ଘାତରେ ଚାଲିଗଲା ସ୍ଵାମୀଙ୍କ ଜୀବନ। ଏଭଳି ଦୁଃଖଦାୟକ ଘଟଣା ଘଟିଛି ଅନୁଗୁଳର ହାତୀଶାଳପଡାରେ। ସୂଚନା ଅନୁଯାୟୀ, ଅନୁଗୁଳ ହାତୀଶାଳପଡାରେ ଅବସରପ୍ରାପ୍ତ କଳା…

Continue Readingସ୍ତ୍ରୀ ମୃତ୍ୟୁର ଦୁଇ ଦିନ ପରେ ଚାଲିଗଲେ ସ୍ଵାମୀ

ଗରିବ ଅସହାୟଙ୍କୁ ଖାଦ୍ୟ ପୁଡ଼ିଆ ବାଣ୍ଟିଲେ ସ୍ବେଚ୍ଛାସେବୀ

ଅନୁଗୁଳ: ଗତ ଦୁଇ ସପ୍ତାହ ଧରି ଲାକଡାଉନ ଓ ସପ୍ତାହାନ୍ତ ସଟଡ଼ାଉନ୍ ଜାରି ରହିଛି । ଏଥିରେ ସ୍ୱଚ୍ଛଳ ଵର୍ଗର ଲୋକେ ଯାହା ଯେମିତି ଚଳୁଛନ୍ତି କିନ୍ତୁ ବାସହୀନ ଦୁଃଖୀରଙ୍କି ଏବଂ ମାନସିକ ଅସନ୍ତୁଳନ ଥିବା ବ୍ୟକ୍ତି ଖାଇବାକୁ ନପାଇ ବଡ଼…

Continue Readingଗରିବ ଅସହାୟଙ୍କୁ ଖାଦ୍ୟ ପୁଡ଼ିଆ ବାଣ୍ଟିଲେ ସ୍ବେଚ୍ଛାସେବୀ

ଅନୁଗୁଳରୁ ୭୮୪ ମେଟ୍ରିକ ଟନ୍ ଅକ୍ସିଜେନ୍ ଯୋଗାଣ

ଅନୁଗୁଳ: କରୋନାର କରାଳତା ମଧ୍ୟରେ ଦେଶର ବିଭିନ୍ନ ହସ୍ପିଟାଲ୍‌ରେ ଅକ୍ସିଜେନ୍‌ର ଘୋର ଅଭାବ ଦେଖାଦେଇଛି। ଅକ୍ସିଜେନ୍ ଅଭାବରୁ ବହୁ କରୋନା ସଂକ୍ରମିତ ଆଖି ବୁଜୁଛନ୍ତି। ଅକ୍ସିଜେନ୍‌ର ଏହି ଅଭାବକୁ ଦୂର କରିବାରେ ଅନୁଗୁଳ ଜିଲ୍ଲା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।…

Continue Readingଅନୁଗୁଳରୁ ୭୮୪ ମେଟ୍ରିକ ଟନ୍ ଅକ୍ସିଜେନ୍ ଯୋଗାଣ