କରୋନା ପ୍ରଭାବ: ଚଢ଼ା ଦରରେ ଅକ୍ସିମିଟର
ଅନୁଗୁଳ: କରୋନାର ଦ୍ଵିତୀୟ ଲହରୀ ଦେଶବାସୀଙ୍କୁ ଭୟଭୀତ କରି ରଖିଥିବା ବେଳେ ଏହାର ପ୍ରଭାବ ବଜାର ଉପରେ ମଧ୍ୟ ପଡିଛି। ଡାକ୍ତର ମାନଙ୍କ ପରାମର୍ଶ ଅନୁସାରେ ଲୋକେ ପାରାସିଟାମଲ, ଭିଟାମିନ୍ ସି ବଟିକା, ରେଡିମେଡ୍ କାଢ଼ା, ଥରମୋମିଟର ଆଦି ପାଖରେ ରଖୁଥିବା…
ଅନୁଗୁଳ: କରୋନାର ଦ୍ଵିତୀୟ ଲହରୀ ଦେଶବାସୀଙ୍କୁ ଭୟଭୀତ କରି ରଖିଥିବା ବେଳେ ଏହାର ପ୍ରଭାବ ବଜାର ଉପରେ ମଧ୍ୟ ପଡିଛି। ଡାକ୍ତର ମାନଙ୍କ ପରାମର୍ଶ ଅନୁସାରେ ଲୋକେ ପାରାସିଟାମଲ, ଭିଟାମିନ୍ ସି ବଟିକା, ରେଡିମେଡ୍ କାଢ଼ା, ଥରମୋମିଟର ଆଦି ପାଖରେ ରଖୁଥିବା…
ଅନୁଗୁଳ; କରୋନାରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଜାଣି ମର୍ମାହତ ହୋଇପଡିଥିଲେ ସ୍ଵାମୀ ଆଉ ସ୍ତ୍ରୀଙ୍କ ମୃତ୍ୟୁର ୨ଦିନ ପରେ ହୃଦ୍ଘାତରେ ଚାଲିଗଲା ସ୍ଵାମୀଙ୍କ ଜୀବନ। ଏଭଳି ଦୁଃଖଦାୟକ ଘଟଣା ଘଟିଛି ଅନୁଗୁଳର ହାତୀଶାଳପଡାରେ। ସୂଚନା ଅନୁଯାୟୀ, ଅନୁଗୁଳ ହାତୀଶାଳପଡାରେ ଅବସରପ୍ରାପ୍ତ କଳା…
ଅନୁଗୁଳ: ଗତ ଦୁଇ ସପ୍ତାହ ଧରି ଲାକଡାଉନ ଓ ସପ୍ତାହାନ୍ତ ସଟଡ଼ାଉନ୍ ଜାରି ରହିଛି । ଏଥିରେ ସ୍ୱଚ୍ଛଳ ଵର୍ଗର ଲୋକେ ଯାହା ଯେମିତି ଚଳୁଛନ୍ତି କିନ୍ତୁ ବାସହୀନ ଦୁଃଖୀରଙ୍କି ଏବଂ ମାନସିକ ଅସନ୍ତୁଳନ ଥିବା ବ୍ୟକ୍ତି ଖାଇବାକୁ ନପାଇ ବଡ଼…
ଅନୁଗୁଳ: କରୋନାର କରାଳତା ମଧ୍ୟରେ ଦେଶର ବିଭିନ୍ନ ହସ୍ପିଟାଲ୍ରେ ଅକ୍ସିଜେନ୍ର ଘୋର ଅଭାବ ଦେଖାଦେଇଛି। ଅକ୍ସିଜେନ୍ ଅଭାବରୁ ବହୁ କରୋନା ସଂକ୍ରମିତ ଆଖି ବୁଜୁଛନ୍ତି। ଅକ୍ସିଜେନ୍ର ଏହି ଅଭାବକୁ ଦୂର କରିବାରେ ଅନୁଗୁଳ ଜିଲ୍ଲା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।…
ଅନୁଗୁଳ: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ନାଲ୍କୋ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ନାଲ୍କୋନଗରରେ ୨୪ ଘଣ୍ଟିଆ କୋଭିଡ୍ କଲ୍ସେଣ୍ଟର ଓ ହେଲ୍ପଲାଇନ୍ ଆରମ୍ଭ କରାଯାଇଛି। କରୋନା ସଂପର୍କରେ…
ଅନୁଗୁଳ: ଯୁବ ସ୍ୱେଚ୍ଛା ରକ୍ତଦାତା ତଥା ଅନୁଗୁଳ ରକ୍ତ ଭଣ୍ଡାର କର୍ମଚାରୀ ରମଣୀ ରଞ୍ଜନ ଗଡ଼ନାୟକଙ୍କ ଶୁକ୍ରବାର ରାତିରେ ଆଖି ବୁଜିଛନ୍ତି । ତାଙ୍କୁ ମାତ୍ର ୪୧ ବର୍ଷ ହୋଇଥିଲା। ସେ ପାନ୍କ୍ରିୟାଟିକ୍ କ୍ୟାନ୍ସରରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲା ବେଳେ…
ଅନୁଗୁଳ: ଜିଲ୍ଲାରେ କରୋନା ସ୍ଥିତି ବିଗିଡ଼ି ଚାଲିଥିବା ବେଳେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଗୁରୁବାର ଅପରାହ୍ନରେ କୋଭିଡ୍ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଆସନ୍ତାକାଲିଠୁ ବନ୍ଦ ହେବ ଅନୁଗୁଳ ଜିଲ୍ଲା କୋଭିଡ୍ କେୟାର ହସ୍ପିଟାଲ। ସେହି ସ୍ଥାନରେ ଆଇସୋଲେସନ୍ ୱାର୍ଡ୍…
ଅନୁଗୁଳ: ରାଜା ଛକରେ ପୁଲିସର ମାସ୍କ ଚେକିଂ ଚାଲିଛି। ଏତିକିବେଳେ କ୍ଷୀର କ୍ୟାନ ଧରି ଗୋପାଳ ଟୋକା ଜଣେ ଛକ ପାଖକୁ ମାଡ଼ିଆସିଲା। ମାସ୍କ ନାହିଁ । ପୁଲିସ୍ ଅଟକାଇ ୫୦୦ ଟଙ୍କା ଫାଇନ୍ ମାଗିଲା। ଗୋପାଳ ଟୋକା ଯେତେ ନେହୁରା…
ଅନୁଗୁଳ: କିଶୋରନଗର ବ୍ଳକ ଅନ୍ତର୍ଗତ ଜାମୁନାଳୀ ପଞ୍ଚାୟତ ଗିରିଦାପାହାଡରେ ଉଚ୍ଚଶକ୍ତି ସମ୍ପନ୍ନ ବିସ୍ଫୋରକ ବ୍ୟବହାର କରାଯାଇ ପଥର ଫଟାଯାଉଥିବାରୁ ନିକଟସ୍ଥ ଖଣ୍ଡବର ଗ୍ରାମବାସୀ ଛାନିଆ ହୋଇପଡିଛନ୍ତି। ମଙ୍ଗଳବାର ଗ୍ରାମ ସଭାପତି ନିଳାଦ୍ରି ସାହୁଙ୍କ ଆବାହକତ୍ବରେ ଖଣ୍ଡବର ଗ୍ରାମବାସୀ ଅନୁଗୁଳ ଜିଲ୍ଲାପାଳଙ୍କୁ ଏହି…
ଅନୁଗୁଳ: ଗତ ଏକ ସପ୍ତାହ ଧରି ଅନୁଗୁଳ ଜିଲ୍ଲାରେ କରୋନା ଗ୍ରାଫ୍ ଉର୍ଦ୍ଧ୍ବଗାମୀ ହୋଇଛି । ସପିଂ କଲାବେଳେ ସାମାଜିକ ଦୂରତା ନରଖିବା,ମାସ୍କ ନପିନ୍ଧିବା, କାରଣରୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ଏହାଛଡା ଲକ୍ଷଣ ନଥିବା ଅନେକ ସଂକ୍ରମିତ ରୋଗ ଲୁଚାଇ ଖୁଲମଖୁଲା…