ବିଶ୍ବାସରେ ବିଷଦେଲା ଫେସବୁକ୍ ଫ୍ରେଣ୍ଡ୍…
ଅନୁଗୁଳ: ଫେସ୍ବୁକରେ ବନ୍ଧୁତା । ବନ୍ଧୁତା ନିବିଡ଼ ହେବା ପରେ ନିଜ ଦୋକାନରେ ଚାକିରି ଦେବାକୁ ପ୍ରତିଶ୍ରୁତି । ଖାଲି ପ୍ରତିଶ୍ରୁତି ଦେଲାନି, ଭୁବନେଶ୍ୱରରୁ ଆସି ଅନୁଗୁଳରୁ ସାଥୀରେ ଧରି ଗଲା । ହେଲେ ଅଧା ରାସ୍ତାରେ ବିଶ୍ବାସରେ ଦେଲା ବିଷ…
ଅନୁଗୁଳ: ଫେସ୍ବୁକରେ ବନ୍ଧୁତା । ବନ୍ଧୁତା ନିବିଡ଼ ହେବା ପରେ ନିଜ ଦୋକାନରେ ଚାକିରି ଦେବାକୁ ପ୍ରତିଶ୍ରୁତି । ଖାଲି ପ୍ରତିଶ୍ରୁତି ଦେଲାନି, ଭୁବନେଶ୍ୱରରୁ ଆସି ଅନୁଗୁଳରୁ ସାଥୀରେ ଧରି ଗଲା । ହେଲେ ଅଧା ରାସ୍ତାରେ ବିଶ୍ବାସରେ ଦେଲା ବିଷ…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ସାଇବର ଠକେଇ ଉଭୟ ପୁଲିସ ଓ ଜନସାଧାରଣଙ୍କ ଚିନ୍ତା ବଢ଼ାଇଛି । ସାନଭାଇର ଫେସ୍ବୁକ୍ ଆକାଉଣ୍ଟ ହ୍ୟାକ୍ କରି ବଡ଼ଭାଇ ପାଖରୁ ୧୦ ହଜାର ଟଙ୍କା ଲୁଟିନେବା ଭଳି ରୋଚକ ଘଟଣା ବିକ୍ରମପୁର ଥାନା ଇଲାକାରେ ଚର୍ଚ୍ଚାର…
ଅନୁଗୁଳ: ହଣ୍ଡପା ଥାନା ହିଞ୍ଜିରିଡା ଗାଁଠାରେ ଶୁକ୍ରବାର ପୁଲିସ ଚୋରା କୋଇଲା ନେଉଥିବା ଏକ ମିନିଟ୍ରକ୍ ଜବତ କରିବା ସହ ଏ ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, କିଶୋରନଗର ଥାନା ବଡ଼ରୋହିଲା ଗାଁର ବି. ବାଘ ଓ…
ଅନୁଗୁଳ:କରୋନା ସଂକ୍ରମଣ ରୋକିବା ପାଇଁ ପାଳଲହଡ଼ା ଟାଉନରେ ଶୁକ୍ରବାର କଡ଼ାକଡ଼ି ଭାବେ ମାସ୍କ ଯାଞ୍ଚ କରାଯିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇଥିଲା। ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଅତିରିକ୍ତ ତହସିଲଦାର ଦାମୋଦର ପ୍ରଧାନଙ୍କ ଉପସ୍ଥିତିରେ…
ଅନୁଗୁଳ: ଓଡ଼ିଶା ଟିଚର୍ ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ଶୁକ୍ରବାର ଅନୁଗୁଳ ଜିଲ୍ଲାରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ଅନୁଗୁଳ ସହର ଓ ଏହାର ଉପକଣ୍ଠର ମୋଟ୍ ୫ଟି ସେଣ୍ଟରେ ସମୁଦାୟ ୩୦୭୫ ଜଣ ପରୀକ୍ଷାର୍ଥୀ ଏହି ଟେଷ୍ଟ ଦେଇଥିଲେ ।…
ଅନୁଗୁଳ: ଓଡ଼ିଶାରେ ସକ୍ରିୟ ହୋଇଛନ୍ତି ଗୋମାଫିଆ । ହିନ୍ଦୁମାନଙ୍କ ଆରାଧ୍ୟ ଗୋବଂଶକୁ ଖୋଲାଖୋଲି ହତ୍ୟା ଉଦ୍ଦେଶ୍ୟରେ ଗୋ ତସ୍କରି ଚଳାଇଛନ୍ତି । ଶିଳ୍ପନଗରୀ ଅନୁଗୁଳରେ ମଧ୍ୟ ଗୋ ତସ୍କରି ବଢ଼ିବାରେ ଲାଗିଛି। ଗୋହତ୍ୟାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦାବିରେ ଗୁରୁବାର ବିଶ୍ୱ…
ଅନୁଗୁଳ: ତାଳଚେର ପୁଲିସକୁ ଗୁରୁବାର ମିଳିଛି ଏକ ବଡ଼ ସଫଳତା। ବିଶେଷ ସୂତ୍ରରୁ ଖବର ପାଇ ତାଳଚେର ପୁଲିସ ବ୍ୟାପକ ଧରପଗଡ଼ରେ ଧଳାଜହର କାରବାରେ ସଂପୃକ୍ତ ଏକ ବ୍ୟାକେଟ୍ ଧରାପଡିଛି। ସେମାନଙ୍କଠାରୁ ୧୩.୭୩୦ ଗ୍ରାମ ବ୍ରାଉନ୍ସୁଗର ଜବତ କରାଯାଇଛି । ୬…
ଅନୁଗୁଳ : ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ବାରଗୌଣିଆ ଗାଁରେ ବିଦ୍ୟୁତ ସର୍ଟ ସର୍କିଟରେ ଗୁରୁବାର ସକାଳେ ଏକ କୁକୁଡ଼ା ଫାର୍ମ ଜଳି ପାଉଁଶ ହୋଇଯାଇଛି। ସୂଚନା ଯେ, ଗାଁର ନରେନ୍ଦ୍ର କୁମାର ସାହୁଙ୍କ କୁକୁଡ଼ା ଫାର୍ମରେ ୨ ହଜାରରୁ ଊର୍ଦ୍ଧ୍ବ କୁକୁଡ଼ା…
ଅନୁଗୁଳ: ଟିଟିପିଏସ୍ ବନ୍ଦ ପ୍ରସଙ୍ଗକୁ ନେଇ ଜୋର୍ ଧରିଛି ରାଜନୀତି । ବିଜେଡ଼ି ଓ ବିଜେପି ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଛି । ଟିଟିପିଏସକୁ ଚାଲୁ କରିବା ପାଇଁ ବୁଧବାର ବିଜେଡି ଅନୁଗୁଳ ବନ୍ଦ କରିଥିବା ବେଳେ ଏହାକୁ ଦୃଢ଼…
ଅନୁଗୁଳ: କଣିହାଁ ଆମ୍ବପାଳ ଏନ୍ଟିପିସି ରେଲୱେ ଲେଭଲ୍ କ୍ରସିଂଠାରେ ରବିବାର ରାତିରେ ଦୃର୍ବୃତ୍ତର ଛୁରା ମାଡ଼ରେ ଜଣେ ଟ୍ରକ୍ ଚାଳକ ଲହୁଲୁହାଣ ହୋଇଛନ୍ତି । ଗୁରୁତର ଆହତ ଚାଳକ ଜରପଡା ଥାନା ମରାତିରା ଗ୍ରାମର ବିରଞ୍ଚି ନାରାୟଣ ସାହୁ(୩୫) ବୋଲି ଜଣାପଡ଼ିଛି…