ଅନୁଗୁଳ ସହର ଉପକଣ୍ଠରେ ଚାଞ୍ଚଲ୍ୟ
ଅନୁଗୁଳ: ମହିଳାଙ୍କୁ ବଳାତ୍କାର ପରେ ହତ୍ୟା । ଅନୁଗୁଳ ସହର ଉପକଣ୍ଠ ତଥା ସଦର ଥାନା ଇଲାକା କୁମଣ୍ଡ ଗାଣ୍ଡୁ ପଡ଼ିଆରେ ରବିବାର ରାତିରେ ଘଟି ଥିବା ଏହି ବୀଭତ୍ସ ହତ୍ୟାକାଣ୍ଡ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମୃତ ମହିଳା ହେଲେ…
ଅନୁଗୁଳ: ମହିଳାଙ୍କୁ ବଳାତ୍କାର ପରେ ହତ୍ୟା । ଅନୁଗୁଳ ସହର ଉପକଣ୍ଠ ତଥା ସଦର ଥାନା ଇଲାକା କୁମଣ୍ଡ ଗାଣ୍ଡୁ ପଡ଼ିଆରେ ରବିବାର ରାତିରେ ଘଟି ଥିବା ଏହି ବୀଭତ୍ସ ହତ୍ୟାକାଣ୍ଡ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମୃତ ମହିଳା ହେଲେ…
ଅନୁଗୁଳ: ଟିଟିପିଏସ୍କୁ ବନ୍ଦ କରି କେବଳ ଅନୁଗୁଳର ଗୌରବକୁ ମାଟିରେ ମିଶାଇ ଦିଆଯାଇନାହିଁ ବରଂ ୩୦ ହଜାର ପରିବାରକୁ ସର୍ବସ୍ବାନ୍ତ କରି ଦିଆଯାଇଛି । କରୋନା କାଳରେ ଦେଢ଼ ହଜାରରୁ ଅଧିକ ଶ୍ରମିକ ଜୀବିକା ହରାଇଛନ୍ତି । ପରିବେଶ ମଞ୍ଜୁରୀ ଓ…
ଅନୁଗୁଳ: ପାଳଲହଡ଼ା ଥାନା ଇଲାକା ବତିସୁଆଁ ଗ୍ରାମରେ ଜଣେ ମହିଳାଙ୍କୁ ଗାଳିଗୁଲଜ ସହ ତାଙ୍କ ପିନ୍ଧା ଲୁଗାକୁ ଚିରି ଟଣାଓଟରା କରାଯିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏତଲା କ୍ରମେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି…
ଅନୁଗୁଳ: ନାଲକୋ ସିପିପିର ସିଆରଏସ୍ ବିଭାଗର ଡିଜିଏମ୍ ଏସ୍.ଏସ୍. ନାଥନ ଓ ଟେକ୍ନିସିଆ ସୁରେଶଚନ୍ଦ୍ର ସାହୁ ଭରତପୁର କୋଲ କ୍ୟାବିନ୍ ପରିଦର୍ଶନରେ ଯାଇଥିବା ବେଳେ ଠିକା ଶ୍ରମିକଙ୍କ ଆକ୍ରୋଶର ସମ୍ମୁଖୀନ ହୋଇଛନ୍ତି । ୧୦ରୁ ୧୫ ଜଣ ଶ୍ରମିକ ଉଭୟଙ୍କୁ ଅଶ୍ରାବ୍ୟ…
ଅନୁଗୁଳ: ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଶୁକ୍ରବାର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟର ସମୀକ୍ଷା କରି ମନ୍ଥର ଗତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଓ…
ଅନୁଗୁଳ: କଣିହାଁ ବ୍ଲକ୍ ରେଙ୍ଗାଳି ବନ୍ଧ ଉପର ରାସ୍ତାରେ ଚଳିତ ମାସ ୩ ତାରିଖରେ ଯାତାୟାତ ଉପରେ କଟକଣା ଜାରି କରାଯାଇଛି । ମରାମତି ପାଇଁ ୧୦ ଘଣ୍ଟା ଧରି ଡ୍ୟାମ୍ ରାସ୍ତା ବନ୍ଦ ରଖାଯିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।…
ଅନୁଗୁଳ: ଅନୁଗୁଳ ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ଗୁରୁବାର ପାଳିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ବାସନ୍ତୀ କିଷାନ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀ, ସନ୍ତୋଷ କୁମାର ପ୍ରଧାନ,…
ଅନୁଗୁଳ: ତାଳଚେର ଥର୍ମାଲ ଷ୍ଟେସନ ନିକଟସ୍ଥ ରେଳଧାରଣାରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ମୃତ ଯୁବକଙ୍କ ବୟସ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତାଙ୍କ ପରିଚୟ ମିଳିନଥିବା ବେଳେ ବେକରେ କଟାଦାଗ…
ଅନୁଗୁଳ: ଖାଉଟୀଙ୍କ ଉପରେ ଏବେ ଖାଇବା ତେଲର ମହଙ୍ଗାମାଡ଼ ପଡିଛି। ୬ ମାସ ଭିତରେ ୭୦ ପ୍ରତିଶତ ମହଙ୍ଗା ହେଲାଣି ଖାଇବା ତେଲ। ଏ ପ୍ରସଙ୍ଗ ଏବେ ରୋଷେଇ ଶାଳରୁ ଆସି ପହଞ୍ଚିଛି ବିଧାନସଭାରେ। ଖାଲି ପହଞ୍ଚିନି, ସରଗରମ ହୋଇଛି ଆଲୋଚନା।…
ଅନୁଗୁଳ: ନାଲ୍କୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗ୍ରାମର ବଳଭଦ୍ର ସାହୁ(୨୬) ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ, ବଳଭଦ୍ରଙ୍କ ଦୁଇ ଜଣ ପତ୍ନୀ । ପ୍ରଥମ ପତ୍ନୀ ଗିରାଙ୍ଗ ଗ୍ରାମରେ ରହୁଥିବା ବେଳେ ଦ୍ବିତୀୟ ପତ୍ନୀ ବଳରାମପ୍ରସାଦ ବସଲାସାହିରେ…