ଜନଗହଳିପୂର୍ଣ ରାସ୍ତାରେ ଘରୋଇ ଟ୍ରାନ୍ସଫର୍ମର

ଅନୁଗୁଳ: ଜନଗହଳିପୂର୍ଣ୍ଣ ବଜାର ମଧ୍ୟରେ ରାସ୍ତା ପାର୍ଶ୍ଵରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଟ୍ରାନଫର୍ମର ସ୍ଥାପନ ନେଇ ବିଳମ୍ବରେ ହେଲେ ବି ଚେତିଛି ପୌର ପ୍ରଶାସନ । ନିତି ଟିକସ ଆଦାୟ କରିବାକୁ ପୌରକର୍ମଚାରୀ ଏହି ରାସ୍ତାରେ ପୂରାଫେରା କରୁଥିଲେ ବି…

Continue Readingଜନଗହଳିପୂର୍ଣ ରାସ୍ତାରେ ଘରୋଇ ଟ୍ରାନ୍ସଫର୍ମର

ଗଛରେ ପିଟିହେଲା ସ୍କୁଟର, ଆରୋହୀ ମୃତ

ଅନୁଗୁଳ: ଛେଣ୍ଡିପଦା ଥାନା ବାଗେଡିଆ-ପାତ୍ରପଡା ରାସ୍ତାର ଗଡମଣ୍ଡଳ ଛକ ନିକଟରେ ରବିବାର ପୂର୍ବାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ସ୍କୁଟର ଚାଳକ ପ୍ରାଣ ହରାଇଛନ୍ତି। ମୃତକ ପ୍ରାୟ ପାତ୍ରପଡା ତାଳମଣ୍ଡଳୀ ସାହିର ପ୍ରସନ୍ନ କୁମାର ସାହୁ (୪୪) ବୋଲି ଜଣାପଡିଛି। ସେ…

Continue Readingଗଛରେ ପିଟିହେଲା ସ୍କୁଟର, ଆରୋହୀ ମୃତ

ଢେଙ୍କାନାଳ ସାଂସଦଙ୍କ ଘରୁ ଚୋରି

ଅନୁଗୁଳ: ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଘରୁ ଚୋରି। ଗୁରୁବାର ରାତିରେ ପାଳଲହଡ଼ା ଥାନା ଇଲାକା ପେଣ୍ଡରାବସା ସ୍ଥିତ ଘରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି । ଲୁଟେରା ତାଙ୍କ ଘରୁ ଏଲସିଡି ଟିଭି ସହିତ ବହୁ ମୂଲ୍ୟବାନ ସମ୍ପତ୍ତି ଲୁଟି ନେଇଥିବା…

Continue Readingଢେଙ୍କାନାଳ ସାଂସଦଙ୍କ ଘରୁ ଚୋରି

ସେଲୁନ ଭାଙ୍ଗି ଟଙ୍କା ଚୋରି

ଅନୁଗୁଳ: ପାଳଲହଡ଼ା ଥାନା ରାଇପାଳ ଗାଁ ଛକରେ ଥିବା ବୀରବର ବାରିକଙ୍କ ସେଲୁନରୁ ଜିନିଷପତ୍ର ଓ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ବୀରବର ଏ ସଂପର୍କରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇଛି। ପୁଲିସ…

Continue Readingସେଲୁନ ଭାଙ୍ଗି ଟଙ୍କା ଚୋରି

ସି-ସୋରର ୬୫୦ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ

ଅନୁଗୁଳ : ବହୁ ଚର୍ଚ୍ଚିତ ସି ସୋର ଚିଟ୍‌ଫଣ୍ଡ ସଂସ୍ଥାର ୬୫୦ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ ହେବ । ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକର ସ୍ବତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତ । ସଂସ୍ଥାର ୧୯୭ ଏକର ଜମି, ୧୩୮୫…

Continue Readingସି-ସୋରର ୬୫୦ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ

ପତ୍ନୀ ଆଗରେ ଧରାପଡ଼ିଲା ସ୍ଵାମୀଙ୍କ ପରକୀୟା ପ୍ରୀତି

ଅନୁଗୁଳୁ: ମହଙ୍ଗା ପଡ଼ିଛି ପରକୀୟା ପ୍ରୀତି । ସ୍ୱାମୀଙ୍କ କଳା କାରନାମା ପତ୍ନୀ ଜାଣିବା ପରେ ସଦଳବଳ ପହଞ୍ଚି ଘଟାଇଛନ୍ତି ତୁମୁଳକାଣ୍ଡ । ଗହଣା ଦୋକାନରେ ସ୍ଵାମୀକୁ ପର ମହିଳାଙ୍କ ସାଥୀରେ ଦେଖି କରିଛନ୍ତି ଗଣ୍ଡଗୋଳ । ଉଭୟଙ୍କୁ ବୋଲେରୋରେ ଉଠାଇ…

Continue Readingପତ୍ନୀ ଆଗରେ ଧରାପଡ଼ିଲା ସ୍ଵାମୀଙ୍କ ପରକୀୟା ପ୍ରୀତି

ଅନୁଗୁଳ ରାଜ୍ୟର ଅନ୍ୟତମ ସର୍ବାଧିକ ପ୍ରଦୂଷିତ ସହର

ଅନୁଗୁଳ: ପୁଣି ଥରେ ରାଜ୍ୟର ଅନ୍ୟତମ ସର୍ବାଧିକ ପ୍ରଦୂଷିତ ସହର ଭାବେ ଅପଯଶ ମୁଣ୍ଡାଇଛି ଅନୁଗୁଳ। ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଏକଥା ପ୍ରକାଶ କରିଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଏହି ରିପୋର୍ଟ ଅନୁସାରେ…

Continue Readingଅନୁଗୁଳ ରାଜ୍ୟର ଅନ୍ୟତମ ସର୍ବାଧିକ ପ୍ରଦୂଷିତ ସହର

ରାସ୍ତାରେ ଟ୍ରାନ୍ସଫର୍ମର, ସଭିଙ୍କ ଆଖିରେ ଅନ୍ଧପୁଟୁଳି!

ଅନୁଗୁଳ: ଜନଗହଳିପୂର୍ଣ୍ଣ ବଜାର ମଧ୍ୟରେ ରାସ୍ତା ପାର୍ଶ୍ଵରେ, ସରକାରୀ ଜାଗାରେ ସ୍ଥାପନ ହୋଇଛି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଟ୍ରାନ୍ସଫର୍ମର । ପୁଣି ଏକ ବ୍ୟବସାୟିକ ସଂସ୍ଥା ସାର୍ଥରେ । ନିଜ ସୀମାରେ ବହୁତଳ ପ୍ରାସାଦ ନିର୍ମାଣ ପରେ ସରକାରୀ ଜାଗାରେ…

Continue Readingରାସ୍ତାରେ ଟ୍ରାନ୍ସଫର୍ମର, ସଭିଙ୍କ ଆଖିରେ ଅନ୍ଧପୁଟୁଳି!

ସାଇବର ଠକକୁ ଚକ୍‌ମା

ଅନୁଗୁଳ: ଟାୱାର ବସାଇବା ନାଁରେ ଅନୁଗୁଳର ଜଣେ ବ୍ୟକ୍ତିଙ୍କୁ ୩.୫ ଲକ୍ଷ ଟଙ୍କା ଲୁଟିଥିଲେ ସାଇବର ଠକ। କମିଶନରେଟ୍ ପୁଲିସର ସାଇବର ହେଲ୍ପ ଡେସ୍କ ଡିଜିଟାଲ ଦୁନିଆରୁ ୩ ଲକ୍ଷ ଟଙ୍କା ଫେରାଇ ଆଣିବାରେ ସକ୍ଷମ ହୋଇଛି ।ଅନୁଗୁଳ ଖମାର ଥାନା…

Continue Readingସାଇବର ଠକକୁ ଚକ୍‌ମା

କାଶୀନାଥ ହତ୍ୟାକାଣ୍ଡ, ମହିଳା ଗିରଫ

ବନ୍ତଳା: ଅନୁଗୁଳ ବ୍ଲକ ତଥା ବନ୍ତଳା ହାଟବନ୍ଧ ନିକଟରେ ସ୍ଥାନୀୟ କାଶୀନାଥ ବେହେରା ଓରଫ କାଠିଆ(୩୪) ହତ୍ୟାକାଣ୍ଡର ତିନି ସପ୍ତାହ ପରେ ସଫଳତା ହାସଲ କରିଛି ବନ୍ତଳା ପୁଲିସ । ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ସ୍ଥାନୀୟ ଟୁନୀ ବେହେରା (୪୫) ନାମକ…

Continue Readingକାଶୀନାଥ ହତ୍ୟାକାଣ୍ଡ, ମହିଳା ଗିରଫ