ଅନୁଗୁଳ ରାଜ୍ୟର ଅନ୍ୟତମ ସର୍ବାଧିକ ପ୍ରଦୂଷିତ ସହର

You are currently viewing ଅନୁଗୁଳ ରାଜ୍ୟର ଅନ୍ୟତମ ସର୍ବାଧିକ ପ୍ରଦୂଷିତ ସହର

ଅନୁଗୁଳ: ପୁଣି ଥରେ ରାଜ୍ୟର ଅନ୍ୟତମ ସର୍ବାଧିକ ପ୍ରଦୂଷିତ ସହର ଭାବେ ଅପଯଶ ମୁଣ୍ଡାଇଛି ଅନୁଗୁଳ। ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଏକଥା ପ୍ରକାଶ କରିଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଏହି ରିପୋର୍ଟ ଅନୁସାରେ ଭୁବନେଶ୍ୱର କଟକ ବାଲେଶ୍ୱର, ଅନୁଗୁଳ ତାଳଚେର,ରାଉରକେଲା, କଳିଙ୍ଗନଗର। ଏହି ଶିଳ୍ପାଞ୍ଚଳରେ ଧୂଳିଧୂଆଁ ମାତ୍ରାଧିକ ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି।ତେବେ ସଲଫର ଡାଇ ଅକ୍ସ।ଇଡ଼, ନାଇଟର୍ସ ଅକ ସାଇଡ଼ ଭଳି ବିଷାକ୍ତ ଗ୍ୟାସ ନିୟନ୍ତ୍ରଣରେ ଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି।ଏଠାରେ ସୂଚନା ଯୋଗ୍ୟ ଅନୁଗୁଳ ତାଳଚେର ଶିଳ୍ପାଞ୍ଚଳରେ ବାୟୁ ପ୍ରଦୂଷଣ ହେତୁ ଚର୍ମରୋଗ,ଚକ୍ଷୁ ରୋଗ,ଫୁସଫୁସ ଜନିତ ରୋଗ ଅଧିକ ମାତ୍ରାରେ ଦେଖା ଯାଉଛି।

Share

Leave a Reply