ନାହାନ୍ତି ଡାକ୍ତର, ରୋଗୀଙ୍କୁ ଫାର୍ମାସିଷ୍ଟ ଭରସା

ତାଳଚେର: କଣିହାଁ ବ୍ଲକ୍ ପବିତ୍ରନଗର ସ୍ବାସ୍ଥ୍ୟକେନ୍ଦ୍ରରେ ୫ ମାସ ହେଲା ଡାକ୍ତର ନଥିବାରୁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡାକ୍ତର ନଥିବା ବେଳେ ଫାର୍ମାସିଷ୍ଟଙ୍କ ଭରସାରେ ରୋଗୀସେବା ଚାଲିଛି । ପବିତ୍ରନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୈନିକ ଶତାଧିକ…

Continue Readingନାହାନ୍ତି ଡାକ୍ତର, ରୋଗୀଙ୍କୁ ଫାର୍ମାସିଷ୍ଟ ଭରସା

ନାବାଳିକାଙ୍କ ନାମରେ ଫେସବୁକରେ ଅଶାଳୀନ ମନ୍ତବ୍ୟ ଅଭିଯୋଗ

ଅନୁଗୁଳ: ବଅଁରପାଳ ଥନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣରେ ବିଫଳ ହୋଇ ପ୍ରେମିକ ଫେସବୁକ୍‌ରେ ଅଶାଳୀନ ମନ୍ତବ୍ୟ ପୋଷ୍ଟ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏ ନେଇ ପୁଲିସ ଥାନାରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି…

Continue Readingନାବାଳିକାଙ୍କ ନାମରେ ଫେସବୁକରେ ଅଶାଳୀନ ମନ୍ତବ୍ୟ ଅଭିଯୋଗ

କିଣାହେଉନି ଧାନ, ୨୪ରେ ବ୍ଲକ୍‌ କାର୍ଯ୍ୟାଳୟ ଘେରିବେ ଚାଷୀ

ଅନୁଗୁଳ: କିଶୋରନଗର ବ୍ଲକ୍‌ର ୨୩ଟି ପଞ୍ଚାୟତରେ ଅନେକ ଚାଷୀ ଧାନ ବିକ୍ରି କରି ପାରିନାହାନ୍ତି। ଏହାର ପ୍ରତିବାଦରେ ଆସନ୍ତା ୨୪ ତାରିଖରେ ବ୍ଲକ କାର୍ଯ୍ୟାଳୟ ଘେତଉ କରାଯିବ ବୋଲି କିଷାନ କ୍ଷେତ ମଜଦୁର ସଂଗଠନ ଚେତାବନୀ ଦେଇଛି। ଏ ନେଇ ରବିବାର…

Continue Readingକିଣାହେଉନି ଧାନ, ୨୪ରେ ବ୍ଲକ୍‌ କାର୍ଯ୍ୟାଳୟ ଘେରିବେ ଚାଷୀ

ଦାଶନାଳୀରୁ ୩ ଅଜଗର ଉଦ୍ଧାର

ଅନୁଗୁଳ: ତାଳଚେର ସହର ଉପକଣ୍ଠ ଦାଶନାଳୀ ଅଞ୍ଚଳରୁ ରବିବାର ୩ଟି ଅଜଗର ସାପ ଉଦ୍ଧାର କରାଯାଇଛି। ସୂଚନା ମୁତାବକ, ଦାଶନାଳୀ ଅଞ୍ଚଳରେ ଜଣେ ବ୍ୟକ୍ତି ଏକ ଅଜଗର ସାପକୁ ଦେଖିବା ପରେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ପରେ ଅନୁଗୁଳ ସ୍ନେକ୍ ରେସକ୍ୟୁ…

Continue Readingଦାଶନାଳୀରୁ ୩ ଅଜଗର ଉଦ୍ଧାର

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ସମାଧାନ ଦାବିରେ ଅନଶନ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ସମାଧାନ ଦାବି କରି ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ଆଜିଠାରୁ ଜିଲ୍ଲା କାର୍ଯ୍ୟାଳୟ ଆଗରେ ଅନଶନ ଆରମ୍ଭ କରିଛି। ତାଳଚେର ମେଡିକାଲ କଲେଜକୁ ସରକାରୀ ପରିଚାଳନାରେ କାର୍ଯ୍ୟକ୍ଷମ କରିବା, ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ବିଶେଷଜ୍ଞ…

Continue Readingବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ସମାଧାନ ଦାବିରେ ଅନଶନ

ଜଂଘିଆ ଭିତରେ ତିନି ହଜାର ଟଙ୍କାର ସାମଗ୍ରୀ,ଯୁବକ ଅଟକ

ଅନୁଗୁଳ: ଅନୁଗୁଳର ଏସ୍ ଏସ୍ ମାର୍ଟରୁ ଚୋରି ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଅଟକ ରଖିଛି । ସଂପୃକ୍ତ ଯୁବକ ଉତ୍ତରପ୍ରଦେଶ ରାଜଗାଁଓର ରାନୁ ସିଂହ (୪୫) ବୋଲି ଜଣାପଡ଼ିଛି । ସେ ପ୍ରାୟ ୩ ହଜାର ଟଙ୍କାର ସାମଗ୍ରୀ ପ୍ୟାଣ୍ଟ୍…

Continue Readingଜଂଘିଆ ଭିତରେ ତିନି ହଜାର ଟଙ୍କାର ସାମଗ୍ରୀ,ଯୁବକ ଅଟକ

ଗ୍ୟାସ୍ ନିଆଁରେ ପୋଡ଼ି ହୋଇ ମହିଳା ଗୁରୁତର

ଅନୁଗୁଳ: ଅନୁଗୁଳ ଥାନା କୁକୁଡାଙ୍ଗ ଗାଁରେ ଶୁକ୍ରବାର ଗ୍ୟାସ୍ ଷ୍ଟୋଭ୍ ନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, କୁକୁଡ଼ାଙ୍ଗ ଗାଁର ସନ୍ତୋଷ ସାହୁଙ୍କ ସ୍ତ୍ରୀ ଡଲି ସାହୁ(୨୫) ପୂର୍ବାହ୍ନରେ ଘରେ ରୋଷେଇ କରୁଥିବା ବେଳେ ଗ୍ୟାସ…

Continue Readingଗ୍ୟାସ୍ ନିଆଁରେ ପୋଡ଼ି ହୋଇ ମହିଳା ଗୁରୁତର

ଜିଲ୍ଲା ପ୍ରଶାସନର ନୂଆ ପ୍ରୟାସ: ୨୦୨୩ ସୁଦ୍ଧା ଅନୁଗୁଳ ହେବ ଦେଶର ଅନ୍ୟତମ ଶ୍ରେଷ୍ଠ ଜିଲ୍ଲା

ଅନୁଗୁଳ: ଖଣି ଅଧ୍ୟୁଷିତ ଜିଲ୍ଲା ଅନୁଗୁଳକୁ ୨୦୨୩ ସୁଦ୍ଧା ଦେଶର ଅନ୍ୟତମ ଶ୍ରେଷ୍ଠ ଜିଲ୍ଲାରେ ପରିଣତ କରିବା ପାଇଁ ପ୍ରସ୍ତୁତ କରାଯାଇଛି ଭିଜନ-୨୦୨୩। ଏଥିରେ ଜିଲ୍ଲାର ପରିବେଶ ସୁରକ୍ଷା, ସା˚ସ୍କୃତିକ ଐତିହ୍ୟ ସାଙ୍ଗକୁ ମାନବ ସମ୍ବଳର କିଭଳି ବିକାଶ ହେବ ସେଥିନେଇ…

Continue Readingଜିଲ୍ଲା ପ୍ରଶାସନର ନୂଆ ପ୍ରୟାସ: ୨୦୨୩ ସୁଦ୍ଧା ଅନୁଗୁଳ ହେବ ଦେଶର ଅନ୍ୟତମ ଶ୍ରେଷ୍ଠ ଜିଲ୍ଲା

ଜିଲ୍ଲାର ପ୍ରଥମ  ଇ- ଟଏଲେଟ ଉଦଘାଟିତ

ଅନୁଗୁଳ: ଅନୁଗୁଳ ପୌରପାଳିକା ପକ୍ଷରୁ ନିର୍ମିତ ଜିଲ୍ଲାର ପ୍ରଥମ ଇ-ଟଏଲଟ ସ୍ଥାନୀୟ ସଂଜୀବନୀ ମାର୍କେଟରେ ଶୁକ୍ରବାର ଉଦଘାଟିତ ହୋଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାର ଉଦଘାଟନ କରିଛନ୍ତି । ଏହି ଇ- ଟଏଲେଟରେ ସେନସରଯୁକ୍ତ…

Continue Readingଜିଲ୍ଲାର ପ୍ରଥମ  ଇ- ଟଏଲେଟ ଉଦଘାଟିତ

ଦୁଇ ଭାଇଙ୍କୁ ବୀଭତ୍ସ ହତ୍ୟା ମାମଲା ବନ୍ଧା ହେଲେ ଆଉ ୨ ଅଭିଯୁକ୍ତ

ଅନୁଗୁଳ: ସହର ଉପକଣ୍ଠ ମୂଷାପାପୁଲି ଛକରେ ଘଟିଥିବା ଦୁଇଭାଇଙ୍କ ବୀଭତ୍ସ ହତ୍ୟାକାଣ୍ଡ ମାମଲାରେ ଆଉ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି ଅନୁଗୁଳ ଥାନା ପୁଲିସ୍ । ଗିରଫ ଦୁଇ ଅଭିଯୁକ୍ତ ହେଲେ ପୁରୁଣାକୋଟ୍ ଥାନା ଇଲାକା ଗିରିଧି ଗ୍ରାମର ସୁଶାନ୍ତ…

Continue Readingଦୁଇ ଭାଇଙ୍କୁ ବୀଭତ୍ସ ହତ୍ୟା ମାମଲା ବନ୍ଧା ହେଲେ ଆଉ ୨ ଅଭିଯୁକ୍ତ