ରାସ୍ତାରେ ନାଚିଲେ, ଗାଇଲେ, ଝୁମିଲେ: ଅନୁଗୁଳରେ ପଥ ଉତ୍ସବ ମାଧ୍ୟମରେ ଲୋକଙ୍କୁ ସଚେତନ କଲା ପ୍ରଶାସନ

ଅନୁଗୁଳ: ରାସ୍ତାରେ ନାଚିଲେ, ଗାଇଲେ, ଝୁମିଲେ। କିଏ ରାସ୍ତାରେ ଝୋଟି, ରଙ୍ଗୋଲି ପକାଉଥିଲା ତ ଆଉ କିଏ ଯୋଗ, କରାଟେ, ଟାଇକୋଣ୍ଡ ଆଦି ଶିଖାଉଥିଲା। ରାସ୍ତାକୁ ଏକ ପ୍ରକାରର କବଜା କରିନେଇଥିଲେ କୁନି କୁନି ପିଲାଙ୍କଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ…

Continue Readingରାସ୍ତାରେ ନାଚିଲେ, ଗାଇଲେ, ଝୁମିଲେ: ଅନୁଗୁଳରେ ପଥ ଉତ୍ସବ ମାଧ୍ୟମରେ ଲୋକଙ୍କୁ ସଚେତନ କଲା ପ୍ରଶାସନ

ଏଣିକି ପୁରୀ ସ୍ୱର୍ଗଦ୍ୱାରରେ କାଠ ବଦଳରେ ଗୋବର ଘଷିରେ ହେବ ଶବ ଦାହ, ସୂଚନା ଦେଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ

ପୁରୀ: ଏଣିକି ପୁରୀ ସ୍ୱର୍ଗଦ୍ୱାରରେ କାଠ ବଦଳରେ ଗୋବର ଘଷିରେ ହେବ ଶବ ଦାହ। ଆଉ ଲୋକଙ୍କୁ କାଠ ନୁହେଁ, ବରଂ ଘଷିରେ ସତ୍କାର କରିବେ ପରିଜନ। ଏ ନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଯୋଜନା ପ୍ରସ୍ତୁତି କରୁଥିବା…

Continue Readingଏଣିକି ପୁରୀ ସ୍ୱର୍ଗଦ୍ୱାରରେ କାଠ ବଦଳରେ ଗୋବର ଘଷିରେ ହେବ ଶବ ଦାହ, ସୂଚନା ଦେଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ

ଅନୁଗୁଳରେ ରେଳ ସେବାର ଉନ୍ନତି ଦାବି: ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ପୂର୍ବତଟ ରେଳ ବିଭାଗର ସାଧାରଣ ପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ଅନୁଗୁଳ: ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରେ ରେଳ ସେବାର ଉନ୍ନତି ପାଇଁ ବିଭାଗ ପକ୍ଷରୁ ବିଶେଷ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ଅଭିଯୋଗ କରାଯାଇଛି। ଅନୁଗୁଳ ଷ୍ଟେସନରେ କୌଣସି ଲିଫ୍ କିମ୍ବା ଏସ୍କାଲେଟର…

Continue Readingଅନୁଗୁଳରେ ରେଳ ସେବାର ଉନ୍ନତି ଦାବି: ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ପୂର୍ବତଟ ରେଳ ବିଭାଗର ସାଧାରଣ ପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ବକେୟା ଦରମା ଓ ବିନା ନୋଟିସରେ ଛଟେଇ ଧମକକୁ ବିରୋଧ: ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ହେଲ୍ପ ଡେସ୍କ କର୍ମଚାରୀ

ଅନୁଗୁଳ: ବକେୟା ଦରମା ଓ ବିନା ନୋଟିସରେ ଛଟେଇ ଧମକକୁ ବିରୋଧ କରି ଆଜି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ହେଲ୍ପ ଡେସ୍କ କର୍ମଚାରୀ। ସୂଚନା ଅନୁଯାୟୀ, ହେଲ୍ପ ଡେସ୍କ କର୍ମଚାରୀ ୦୧/୦୩/୨୦ରୁ ବିରଜା ସିକ୍ୟୁରିଟି ଅଧୀନରେ…

Continue Readingବକେୟା ଦରମା ଓ ବିନା ନୋଟିସରେ ଛଟେଇ ଧମକକୁ ବିରୋଧ: ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ହେଲ୍ପ ଡେସ୍କ କର୍ମଚାରୀ

୧୧ ଦଫା ଦାବିରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଲେ ଅଲ୍ ଓଡ଼ିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ

  ଅନୁଗୁଳ: ଅଲ୍ ଓଡ଼ିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘର କାର୍ଯ୍ୟରତ କର୍ମଚାରୀ ବିଗତ ୨୦୧୩ ମସିହା ଠାରୁ (ଚିକିତ୍ସା ହେଲଥ କେୟାର ଲିମିଟେଡ) ନାମକ ଠିକା ସଂସ୍ଥା ଦ୍ୱାରା ପରିଚାଳିତ ହୋଇଥିବା ୧୦୮ ଆମ୍ବୁଲାନ୍ସରେ ନିଷ୍ଠାପୂର୍ଣ୍ଣ ଓ ନିଃସ୍ଵାର୍ଥପର ଭାବରେ…

Continue Reading୧୧ ଦଫା ଦାବିରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଲେ ଅଲ୍ ଓଡ଼ିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଆଜିଠୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଆରମ୍ଭ, ଶପଥ ନେଲେ ଅନୁଗୁଳର ସରକାରୀ ଅଧିକାରୀ

ଅନୁଗୁଳ: ଦୁର୍ନୀତି ହଟାଇ ଶାନ୍ତି ଓ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ସଚେତନତା ସୃଷ୍ଟି କରିବାକୁ ଅକ୍ଟୋବର ୨୮ ରୁ ନଭେମ୍ବର ୩ ପର୍ଯ୍ୟନ୍ତ ପାଳିତ ହେଉଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ। ଚଳିତ…

Continue Readingଆଜିଠୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଆରମ୍ଭ, ଶପଥ ନେଲେ ଅନୁଗୁଳର ସରକାରୀ ଅଧିକାରୀ

ଅନୁଗୁଳରେ ସ୍ଵତନ୍ତ୍ର ସାରସ୍ଵତ ସମାବେଶ

ଅନୁଗୁଳ: ରବିବାର ସ୍ଥାନୀୟ ଏକ ହୋଟେଲ ସଭାଗୃହରେ ସ୍ଵତନ୍ତ୍ର ସାରସ୍ଵତ ସମାବେଶ ଅନୁଷ୍ଠିତ ହୋଇଥିଲା।ଗୁଞ୍ଜନ ଡ୍ୟାନସ ଏକାଡେମୀର ସଭାନେତ୍ରୀ ତଥା ବିଶିଷ୍ଟ ସମାଜସେବୀ ଗାୟତ୍ରୀ ଦାସ ଏହି ସମାରୋହକୁ ପ୍ରଦୀପ ଜାଳି ଉଦଘାଟନ କରିଥିଲେ। ଶ୍ରୀମତୀ ଦାସ ନିଜ ବକ୍ତବ୍ୟରେ ଗାନ୍ଧୀ…

Continue Readingଅନୁଗୁଳରେ ସ୍ଵତନ୍ତ୍ର ସାରସ୍ଵତ ସମାବେଶ

ପେଟେଣ୍ଟ ମେଡ଼ିସିନ: ପତ୍ନୀ ଝାଡୁ ପାହାର ଖାଇ ପ୍ରେମିକା ସହ ଟୁଙ୍ଗୁରୁ ଫେରାର

ଅନୁଗୁଳ: ଗତ ଶନିବାର ଦିନ ବେଳା ସିମିଳିପଡ଼ା ନିକଟସ୍ଥ ଏକ ବସ୍ତିରେ ପତ୍ନୀର ଝାଡୁ ପାହାର ଖାଇ ପ୍ରେମିକା ସହ ସ୍ବାମୀ ଟୁଙ୍ଗରୁ ଫେରାର ହୋଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଘଟଣା ଟି ହେଲା ଟୁଙ୍ଗରୁ…

Continue Readingପେଟେଣ୍ଟ ମେଡ଼ିସିନ: ପତ୍ନୀ ଝାଡୁ ପାହାର ଖାଇ ପ୍ରେମିକା ସହ ଟୁଙ୍ଗୁରୁ ଫେରାର

ସଂଜୀବନୀ ମାର୍କେଟରେ ଲକ୍ଷ୍ମୀଙ୍କ ଆଜ୍ଞାମାଳ ଓ ଲଡୁ ନିଲାମ

ଅନୁଗୁଳ: ଲକ୍ଷ୍ମୀ ପୂଜାର ଅନ୍ତିମ ଦିବସରେ ଅନୁଗୁଳ ସଂଜୀବନୀ ପୂଜା କମିଟି ପକ୍ଷରୁ ମା ଲକ୍ଷ୍ମୀଙ୍କ ଆଜ୍ଞାମାଳ ଓ ଲଡୁ ନିଲାମ ହୋଇଥିଲା। ଅନୁଗୁଳର ଯୁବ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ରୂପେ ଉଦ୍ଘାଟନ କରିଥିଲେ।…

Continue Readingସଂଜୀବନୀ ମାର୍କେଟରେ ଲକ୍ଷ୍ମୀଙ୍କ ଆଜ୍ଞାମାଳ ଓ ଲଡୁ ନିଲାମ

ପଞ୍ଚମୁଖୀ ମାର୍କେଟ ସାମନାରେ ଦୋକାନୀ ବାଡାବାଡ଼ି,ବୁଲିଲା କଟୁରୀ

ଅନୁଗୁଳ: ଅନୁଗୁଳ ସିମିଳିପଡ଼ା ପଞ୍ଚମୁଖୀ ମାର୍କେଟ ସାମନାରେ ଆଜି ସନ୍ଧ୍ୟାରେ ଦୁଇ ବ୍ୟବସାୟୀ ବାଡ଼ାବାଡି ହୋଇ ଗଡ଼ାତଡ଼ା ହେବା ଆତଙ୍କ ଖେଳାଇ ଦେଇଥିଲା। ମାର୍କେଟର ବରା ବିକାଳୀ ଓ ଗୁପଚୁପ ବିକାଳୀଙ୍କ ମଧ୍ୟରେ ଅଇଁଠା ପତ୍ର ପକାଇବାକୁ ନେଇ କଥା କଟି…

Continue Readingପଞ୍ଚମୁଖୀ ମାର୍କେଟ ସାମନାରେ ଦୋକାନୀ ବାଡାବାଡ଼ି,ବୁଲିଲା କଟୁରୀ