ମା’ ବାସନ୍ତୀ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

ଅନୁଗୁଳ: ସ୍ଥାନୀୟ ହେମସୁରପଡ଼ା ମହାଦେବ ମନ୍ଦିର ପରିସରରେ ମା' ବାସନ୍ତୀ ଦୁର୍ଗା ପୂଜା କମିଟି, ଅମଲା ପଡ଼ାର ପ୍ରଥମ ପ୍ରସ୍ତୁତି ବୈଠକ ବସିଥିଲେ। କମିଟି ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ପୂର୍ବ ବର୍ଷର ଆୟବ୍ୟୟ ଏବଂ…

Continue Readingମା’ ବାସନ୍ତୀ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

ରେକ୍ସକନ୍ ପରେ ଏବେ ଏସ୍‌କଫ ଓ କୋଡ଼ିଲେକ୍ସ କବଳରେ ଯୁବ ପୀଢ଼ି

ଅନୁଗୁଳ: ଅନୁଗୁଳ ସହର ଭିତରୁ ୩ ହଜାର  ବେଆଇନ ରେକ୍ସକନ୍ କଫ ସିରପ ଜବତ ଘଟଣା ସପ୍ତାହେ ବିତି ନଥିବା ବେଳେ ଏବେ ସହରର ଗଳି କନ୍ଦିରେ ଏସ୍‌କଫ ଓ କୋଡ଼ିଲେକ୍ସ କଫ ଶିରପ୍ ବୋତଲ ପଡ଼ିଥିବା ଦେଖିବାକୁ ମିଳୁଛି। ଏସବୁ…

Continue Readingରେକ୍ସକନ୍ ପରେ ଏବେ ଏସ୍‌କଫ ଓ କୋଡ଼ିଲେକ୍ସ କବଳରେ ଯୁବ ପୀଢ଼ି

ଦୁଇ ଦିନରେ ଦୁଇ ବ୍ୟବସାୟୀଙ୍କ ହୃଦଘାତରେ ମୃତ୍ୟୁ

ଅନୁଗୁଳ: ଅନୁଗୁଳରେ ଗତ କିଛି ମାସ ହେବ ହୃଦଘାତ ସମସ୍ୟା ବଢ଼ିବାରେ ଲାଗିଛି। ପ୍ରତି ଦୁଇ ତିନି ଦିନରେ ଜଣେ କାହାରି ନା କାହାରି ହୃଦଘାତରେ ମୃତ୍ୟୁ ଘଟିଥିବା ଏକ ଆକଳନରୁ ଜଣା ପଡ଼ିଛି। ପରିବର୍ତ୍ତିତ ଜୀବନଶୈଳୀ, ଜଙ୍କଫୁଡର ବ୍ୟପକ ବ୍ୟାବହାର…

Continue Readingଦୁଇ ଦିନରେ ଦୁଇ ବ୍ୟବସାୟୀଙ୍କ ହୃଦଘାତରେ ମୃତ୍ୟୁ

ଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ

ଅନୁଗୁଳ: ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ "ଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗ ପ୍ରତିଭା ସମ୍ମାନ ଉତ୍ସବ-୨୦୨୬" ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଯୋଗ ଦେଇ…

Continue Readingଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ

ଅନୁଗୁଳ ଷ୍ଟାଡିୟମରେ ପଡ଼ିବ ସିନ୍ଥେଟିକ ଟ୍ରାକ: ଡିଏମଏଫରୁ ଅର୍ଥ ମଞ୍ଜୁର କଲେ ଜିଲ୍ଲାପାଳ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଅବ୍ଦାଲ୍ ଏମ ଅଖତରଙ୍କ ସମୟରେ ଅନୁଗୁଳର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ନିର୍ମାଣ ଉଦ୍ଦେଶ୍ୟରେ ଯେଭଳି ଅର୍ଥ ଦିଆଯାଉଛି ତାହା ପୂର୍ବରୁ କେବେ ଦେଖିବାକୁ ମିଳି ନଥିଲା। ନିକଟରେ ଅନୁଗୁଳ ସହରର ବିକାଶ ପାଇଁ ପୌରପାଳିକାକୁ ୨୯…

Continue Readingଅନୁଗୁଳ ଷ୍ଟାଡିୟମରେ ପଡ଼ିବ ସିନ୍ଥେଟିକ ଟ୍ରାକ: ଡିଏମଏଫରୁ ଅର୍ଥ ମଞ୍ଜୁର କଲେ ଜିଲ୍ଲାପାଳ

ପଦ୍ମଚରଣ ଓ ଶିବାନନ୍ଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ: ପେନାଲଟି ସୁଟ ଆଉଟରେ ଡେରେଙ୍ଗ ବିଜୟୀ

ଅନୁଗୁଳ: ସ୍ଥାନୀୟ ପିଟିସି ପଡିଆରେ ଆୟୋଜିତ ପଦ୍ମଚରଣ ଓ ଶିବାନନ୍ଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ଡେରେଙ୍ଗ,ଏନଟିପିସି ଏବଂ ଏଫସିଆଇ,ତାଳଚେର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଉଭୟଦଳ ପରସ୍ପରକୁ ଗୋଟିଏ ଲେଖାଏଁ ଗୋଲ ଦେବା ପରେ ପେନାଲଟି ସୁଟ ଆଉଟର ସହାୟତା…

Continue Readingପଦ୍ମଚରଣ ଓ ଶିବାନନ୍ଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ: ପେନାଲଟି ସୁଟ ଆଉଟରେ ଡେରେଙ୍ଗ ବିଜୟୀ

ଅନୁଗୁଳରେ ଜଳଚର ପକ୍ଷୀ ଗଣନା

ଅନୁଗୁଳ; ଅନୁଗୁଳ ଫରେଷ୍ଟ ଡିଭିଜନ ପକ୍ଷରୁ ଜଳଚର ପକ୍ଷୀ ଗଣନା ଆରମ୍ଭ ହୋଇଛି। ଜଙ୍ଗଲ ବିଭାଗର ଅଭିଜ୍ଞ କର୍ମଚାରୀଙ୍କ ସହାୟତାରେ ଡିଭିଜନ ର ବିଭିନ୍ନ ଆର୍ଦ୍ରଭୂମି ଓ ଜଳାଶୟ ଗୁଡିକରେ ଦେଖା ଦେଉଥିବା ଏହି ପକ୍ଷୀ ମାନଙ୍କ ଗଣନା କରାଯାଉଛି। ଜିଲ୍ଲାରେ…

Continue Readingଅନୁଗୁଳରେ ଜଳଚର ପକ୍ଷୀ ଗଣନା

୯ମ ମର୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ: ମୂଷାପାପୁଲିକୁ ହରାଇ ଚଣ୍ଡିଖୋଲ ଚମ୍ପିୟାନ

ଅନୁଗୁଳ: ଆଜି କଦମ ପଡିଆରେ ଚାଲିଥିବା ନବମ ମର୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଫାଇନାଲରେ କେ.ସି.ସି ଚଣ୍ଡିଖୋଲ ତେଜ ୱାରିଅରସ୍ ମୁଷାପାପୁଲିକୁ ହରାଇ ଚମ୍ପିୟାନ ହୋଇଥିଲା। ମୂଶାପାପୁଲି ପ୍ରଥମେ ବ୍ୟାଟିଂ କରି ୧୮ ଓଭରରେ ସମସ୍ତ ୱିକେଟ ହରାଇ ୧୨୦…

Continue Reading୯ମ ମର୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ: ମୂଷାପାପୁଲିକୁ ହରାଇ ଚଣ୍ଡିଖୋଲ ଚମ୍ପିୟାନ

ପଦ୍ମଚରଣ ଓ ଶିବାନନ୍ଦ ସ୍ମାରକୀ ଫୁଟବଲ: ମା ବୁଢୀ ଦଳକୁ ହରାଇଲା ଏନଟିପିସି

ଅନୁଗୁଳ: ସ୍ଥାନୀୟ ପିଟିସି ପଡ଼ିଆରେ ଆୟୋଜିତ ପଦ୍ମଚରଣ ଓ ଶିବାନନ୍ଦ ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଉଦ୍ଘାଟିତ ହୋଇଛି। ୧୭ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାକୁ ଅବସରପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୁଣ ଦାସ ଉଦ୍ଘାଟନ କରିଥିଲେ।…

Continue Readingପଦ୍ମଚରଣ ଓ ଶିବାନନ୍ଦ ସ୍ମାରକୀ ଫୁଟବଲ: ମା ବୁଢୀ ଦଳକୁ ହରାଇଲା ଏନଟିପିସି

ତେଲେଙ୍ଗାନାରେ ୨୬ ତମ ଜାତୀୟ ସ୍କୋଏ ମାର୍ଶଲ ଆର୍ଟ ପ୍ରତିଯୋଗିତାରେ ଅନୁଗୁଳକୁ ସଫଳତା, ସ୍ୱର୍ଣ୍ଣ ସହ ଜିତିଲେ ମୋଟ ୬ ପଦକ

ଅନୁଗୁଳ: ତେଲେଙ୍ଗାନାରେ ଚାଲିଥିବା ୨୬ ତମ ଜାତୀୟ ସ୍କୋଏ ମାର୍ଶଲ ଆର୍ଟ ପ୍ରତିଯୋଗିତାରେ ଅନୁଗୁଳ ଖେଳାଳିଙ୍କୁ ସଫଳତା। ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାରୁ ୯ ଜଣ ଖେଳାଳି ମନୋନୀତ ହୋଇଥିବା ବେଳେ ଗୋଟିଏ ସ୍ଵର୍ଣ୍ଣ ପଦକ ସହିତ ୬ ଟି ପଦକ ହାସଲ…

Continue Readingତେଲେଙ୍ଗାନାରେ ୨୬ ତମ ଜାତୀୟ ସ୍କୋଏ ମାର୍ଶଲ ଆର୍ଟ ପ୍ରତିଯୋଗିତାରେ ଅନୁଗୁଳକୁ ସଫଳତା, ସ୍ୱର୍ଣ୍ଣ ସହ ଜିତିଲେ ମୋଟ ୬ ପଦକ