ଅନୁଗୁଳର ବିଶିଷ୍ଟ ବ୍ୟବସାୟୀଙ୍କ ପରଲୋକ

ଅନୁଗୁଳ: ଅନୁଗୁଳର ବିଶିଷ୍ଟ ବ୍ୟବସାୟୀ ତଥା ହୋଟେଲ ଶାନ୍ତିର ପରିଚାଳନା ନିର୍ଦ୍ଦେଶକ ଶଙ୍କରାଚାର୍ଯ୍ୟ ପ୍ରଧାନଙ୍କ ପରଲୋକ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୬୫ବର୍ଷ ହୋଇଥିଲା। ପୁଅ,ଝିଅ ଏବଂ ସଂପର୍କୀୟ ମାନେ ଅନ୍ତିମ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ। ଗତ କିଛି ମାସ ହେବ…

Continue Readingଅନୁଗୁଳର ବିଶିଷ୍ଟ ବ୍ୟବସାୟୀଙ୍କ ପରଲୋକ

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍‌, ଚାଲିଛି ବଡ଼ଧରଣର ରେଡ୍‌

ତାଳଚେର: ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ବଡ଼ଧରଣର ରେଡ୍‌ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ଚାଲିଛି ରେଡ୍‌। ତେଲକୋଇ,କେନ୍ଦୁଝର ଓ ତାଳଚେରର ୪ଟି ସ୍ଥାନରେ ଚାଲିଛି ରେଡ୍‌। ସେହିପରି ଭୁବନେଶ୍ୱରର ପଟିଆରେ ମଧ୍ୟ…

Continue Readingଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍‌, ଚାଲିଛି ବଡ଼ଧରଣର ରେଡ୍‌

ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ରକ୍ତଦାନ ଶିବିର, ୨୧୧ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ଅନୁଗୁଳ ବ୍ଲକ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ବନ୍ତଳା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ୨୧୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ଶିବିରକୁ ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାରୀ ନିଖିଳ କୁମାର ପଟ୍ଟନାୟକ…

Continue Readingଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ରକ୍ତଦାନ ଶିବିର, ୨୧୧ ୟୁନିଟ୍ ରକ୍ତ ସଂଗୃହୀତ

ଅଶୋକ ମାଣ୍ଡୋଠିଆ ସର୍ବାଧିକ ଟିକସଦାତା ଭାବେ ପୁରସ୍କୃତ

ଅନୁଗୁଳ: ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଅନୁଗୁଳ ପୌରପାଳିକା ୨୨ ନମ୍ୱର୍ ୱାର୍ଡର ବାସିନ୍ଦା ତଥା ବିଶିଷ୍ଟ ବ୍ୟବସାୟୀ ଅଶୋକ ମାଣ୍ଡୋଠିଆଙ୍କୁ ପୁରସ୍କୃତ କରାଯାଇଛି। ସହରର ସର୍ବାଧିକ ଟିକସଦାତା ଭାବେ ମୁଖ୍ୟ ଅତିଥି ଢେ଼ଙ୍କାନାଳ ସାଂସଦ ରୁଦ୍ର ନାରାୟଣ…

Continue Readingଅଶୋକ ମାଣ୍ଡୋଠିଆ ସର୍ବାଧିକ ଟିକସଦାତା ଭାବେ ପୁରସ୍କୃତ

ଏଣିକି ସବୁ ସିନେମା ହଲରେ ଦିବ୍ୟାଙ୍ଗଙ୍କ ପାଇଁ କରାଯିବ ସ୍ୱତନ୍ତ୍ର ବ୍ୟବସ୍ଥା, ଜାରି ହେଲା ମାର୍ଗଦର୍ଶିକା

କଟକ: ଏଣିକି ସବୁ ସିନେମା ହଲରେ ଦିବ୍ୟାଙ୍ଗଙ୍କ ପାଇଁ କରାଯିବ ସ୍ୱତନ୍ତ୍ର ବ୍ୟବସ୍ଥା। ଏ ନେଇ ଭାରତ ସରକାରଙ୍କ ସୁଗମ୍ୟ ଭାରତ ଅଭିଯାନରେ ଦିବ୍ୟାଙ୍ଗଙ୍କ ପାଇଁ ସିନେମା ହଲରେ ସିନେମା ପ୍ରଦର୍ଶନର ମାର୍ଗଦର୍ଶିକା ଜାରି କରାଯାଇଛି। ଏହାକୁ ନେଇ କେନ୍ଦ୍ରୀୟ ଚଳଚ୍ଚିତ୍ର…

Continue Readingଏଣିକି ସବୁ ସିନେମା ହଲରେ ଦିବ୍ୟାଙ୍ଗଙ୍କ ପାଇଁ କରାଯିବ ସ୍ୱତନ୍ତ୍ର ବ୍ୟବସ୍ଥା, ଜାରି ହେଲା ମାର୍ଗଦର୍ଶିକା

ଉତ୍ସାହ ଉଦ୍ଦୀପନାର ସହ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ସଭାଘର ଠାରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ସମାରୋହକୁ ପ୍ରଦୀପ ଜାଳି ଉଦଘାଟନ କରିଥିଲେ ଢେ଼ଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି। ଶ୍ରୀ ପାଣି ନିଜ ବକ୍ତବ୍ୟରେ ସହର ବିକାଶରେ ସ୍ୱାୟତ୍ତ ଶାସନ…

Continue Readingଉତ୍ସାହ ଉଦ୍ଦୀପନାର ସହ ସ୍ୱାୟତ୍ତ ଶାସନ ଦିବସ ପାଳିତ

ରାଜ୍ୟରେ ଖୋଲିବ ୨୫ ନୂଆ ଅବକାରୀ ଥାନା, ମଦ ମାଫିଆଙ୍କୁ ଆଉ ରକ୍ଷା ନାହିଁ

ଭୁବନେଶ୍ବର: ରାଜ୍ୟରେ ଖୋଲିବ ଆଉ ୨୫ଟି ନୂଆ ଅବକାରୀ ଥାନା। ବଢ଼ୁଥିବା ନିଶା କାରବାର ଓ ମଦ ମାଫିଆଙ୍କ ବିତ୍ପାତକୁ ନିୟନ୍ତ୍ରଣ କରିବା ପାଇଁ ଅବକାରୀ ନିର୍ଦ୍ଦେଶାଳୟ ଏହି ପଦକ୍ଷେପ ନେଇଛନ୍ତି। ଏ ନେଇ ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ଅବକାରୀ…

Continue Readingରାଜ୍ୟରେ ଖୋଲିବ ୨୫ ନୂଆ ଅବକାରୀ ଥାନା, ମଦ ମାଫିଆଙ୍କୁ ଆଉ ରକ୍ଷା ନାହିଁ

ଟ୍ରାଫିକ ବ୍ୟବସ୍ଥା ବ୍ୟବସ୍ଥିତ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମା

ଅନୁଗୁଳ: ତାଳଚେର ଅଞ୍ଚଳରେ ଟ୍ରାଫିକ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ପାଇଁ ଅନୁଗୁଳ ଜିଲ୍ଲାପାଳ ଆଜି ଦୁଇ ଗୋଟି ନିର୍ଦ୍ଦେଶନାମା ଜାରି କରିଛନ୍ତି। ମୋଟର ଭେହିକିଲ ଆକ୍ଟ୍ ୧୯୮୮ ଅନୁସାରେ ଅନୁଗୁଳ ଜିଲ୍ଲାପାଳ ଅବ୍ଦାଲ ଏମ୍‌ ଅଖତାର ଏନ୍‌ଏଚ୍‌ ୧୪୯ ର ତାଳଚେର…

Continue Readingଟ୍ରାଫିକ ବ୍ୟବସ୍ଥା ବ୍ୟବସ୍ଥିତ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମା

ମହାପ୍ରୟାଣ ଅଭାବରୁ ରୋଗୀଙ୍କ ସଂପର୍କୀୟ ହିନସ୍ତା: ଘରୋଇ ଗାଡିବାଲା ମାଲାମାଲ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯେଉଁଠାକୁ ଦୈନିକ ଚାରି ଶହରୁ ଛ' ଶହ ରୋଗୀ ଆସନ୍ତି ସେଭଳି ସ୍ଥାନରେ ଗୋଟିଏ ମହାପ୍ରୟାଣ ସେବା ଯୋଗାଇବାରେ ବ୍ୟର୍ଥ ହେଉଛି। ମେଡ଼ିକାଲରେ ରୋଗୀର ମୃତ୍ୟୁ ହେଲେ ଘରକୁ ଶବ ନେବାପାଇଁ ମେଡ଼ିକାଲ ପକ୍ଷରୁ…

Continue Readingମହାପ୍ରୟାଣ ଅଭାବରୁ ରୋଗୀଙ୍କ ସଂପର୍କୀୟ ହିନସ୍ତା: ଘରୋଇ ଗାଡିବାଲା ମାଲାମାଲ

ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ

ଅନୁଗୁଳ: ଅନୁଗୁଳସ୍ଥିତ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଛି। ପ୍ରଥମେ ହକିର କିମ୍ବଦନ୍ତୀ ତାରକା ମେଜର ଧ୍ୟାନଚନ୍ଦଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ଦ୍ରୌପଦୀ ପଟେଲଙ୍କ ସଭାପତିତ୍ୱରେ…

Continue Readingନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ