ଗାଧୋଇବା ହେଲା କାଳ! ନଦୀରେ ବୁଡ଼ି ଶିଶୁ ପୁତ୍ରର ମୃତ୍ୟୁ
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଅନ୍ତର୍ଗତ କାଇଁସାରିପାଲି ଗ୍ରାମରେ ନଦୀରେ ବୁଡ଼ି ଏକ ଶିଶୁର ମୃତ୍ୟୁ ଘଟିଛି। ମୃତକ ହେଲେ ବଇଁଶୀ ନାଏକଙ୍କ ୬ ବର୍ଷର ଶିଶୁ ପୁତ୍ର ଆଦିତ୍ୟ ନାଏକ। ବୁଧବାର ଗାଁ ପାଖରେ ଥିବା ମାଙ୍କଡ଼ା ନଦୀକୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଅନ୍ତର୍ଗତ କାଇଁସାରିପାଲି ଗ୍ରାମରେ ନଦୀରେ ବୁଡ଼ି ଏକ ଶିଶୁର ମୃତ୍ୟୁ ଘଟିଛି। ମୃତକ ହେଲେ ବଇଁଶୀ ନାଏକଙ୍କ ୬ ବର୍ଷର ଶିଶୁ ପୁତ୍ର ଆଦିତ୍ୟ ନାଏକ। ବୁଧବାର ଗାଁ ପାଖରେ ଥିବା ମାଙ୍କଡ଼ା ନଦୀକୁ…
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଭାରତୀୟ ସେନା ମଙ୍ଗଳବାର ମଧ୍ୟରାତ୍ରିରେ ପାକିସ୍ତାନରେ ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍ କରିଛି।‘ଅପରେସନ୍ ସିନ୍ଦୂର’ ଅଧୀନରେ ଭାରତ ପାକିସ୍ତାନର ଆତଙ୍କବାଦୀ ଶିବିରରେ କ୍ଷେପଣାସ୍ତ୍ର ଆକ୍ରମଣ କରିବା ପରେ ଦୁଇ ଦେଶ ମଧ୍ୟରେ…
ଅନୁଗୁଳ: ସମ୍ଭାବ୍ୟ ଯୁଦ୍ଧକୁ ନଜରରେ ରଖି ଅନୁଗୁଳ ଜିଲ୍ଲା ତାଳଚେର ବେସାମରିକ ପ୍ରତିରକ୍ଷା ସଂଗଠନ ପକ୍ଷରୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମକ ଡ୍ରିଲ କରାଯାଇଛି। ଏ ଅବସରରେ ଯୁଦ୍ଧ ହେଲେ କିପରି ତାହାର ମୁକାବିଲା କରିବେ, ସେନେଇ ଲୋକଙ୍କୁ ସଚେତନ…
ଅନୁଗୁଳ: ଅନୁଗୁଳର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ମହିମା ଜ୍ୟୋତି ଆବାସିକ ବିଦ୍ୟାପୀଠର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଛନ୍ତି। ଚଳିତ ବର୍ଷ ଦଶମ ପରୀକ୍ଷାରେ ସମସ୍ତ ଛାତ୍ରଛାତ୍ରୀ ଉଚ୍ଚ ପ୍ରତିଶତ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। କୁମାରୀ ୟାସିନା ସାହୁ ୯୨ ପ୍ରତିଶତ,…
ଭୁବନେଶ୍ବର: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣର ପରେ ଭାରତର ‘ଅପରେସନ୍ ସିନ୍ଦୂର’ ଆରମ୍ଭ ହୋଇଛି। ଏଥିରେ ପାକିସ୍ତାନ ଏବଂ ପିଓକେ ସ୍ଥିତ ୯ଟି ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରାଯାଇଛି। ନିପାତ ହୋଇଛନ୍ତି ଶତାଧିକ ଆତଙ୍କୀ। ଏହାକୁ ପ୍ରଶଂସା କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ…
ଅନୁଗୁଳ: ତାଳଚେର ଅଞ୍ଚଳର ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଆଜି ପର୍ଯ୍ୟନ୍ତ ଦୋଷୀଙ୍କୁ ବାନ୍ଧି ପାରିନି ପୁଲିସ। ଏଣୁ ଅନୁଗୁଳର ସଚେତନ ନାଗରିକଙ୍କ ପକ୍ଷରୁ ବୁଧବାର ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଏକ ଗଣଧାରଣା…
ଭୁବନେଶ୍ୱର: ଓଡ଼ିଶାରେ ଯୁଦ୍ଧ ପ୍ରସ୍ତୁତି। ଭାରତ-ପାକ୍ ବିବାଦ ମଧ୍ୟରେ ପୂରା ଦେଶକୁ ଆଲର୍ଟ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର। ଏଣୁ ସବୁ ରାଜ୍ୟର କିଛି କିଛି ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ଆଲର୍ଟ କରାଯାଇଛି। ଏହି ତାଲିକାରେ ଓଡ଼ିଶାର ୧୨ଟି ସ୍ଥାନ ରହିଛି। ଏସବୁ…
ଅନୁଗୁଳ: ଚଳିତ ମାଟ୍ରିକ ପରୀକ୍ଷାରେ ସ୍ଥାନୀୟ ତାଳଚେର ବ୍ରାହ୍ମଣୀ ମଣ୍ଡଳ ତଥା ୧୯ ନମ୍ବର ଜୋନରେ ଆମ୍ବମୁଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଇପସିତା ପ୍ରଧାନ ୫୪୯ ନମ୍ବର ରଖି ସ୍କୁଲ ଟପ୍ପର ହୋଇଛନ୍ତି। ସୋମବାର ବିଜେପି ପକ୍ଷରୁ ତାଙ୍କୁ…
ଅନୁଗୁଳ: ରାଜ୍ୟ ବିଜେଡି ଏସସି ସେଲର ଆବାହକ ହେଲେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ସାଂସଦ ମହେଶ ସାହୁ। ଏଥିସହ ବିଜେଡିର ୨୦ଜଣ ବରିଷ୍ଠ ସାଧାରଣ ସମ୍ପାଦକ ସୂଚୀରେ ମଧ୍ୟ ତାଙ୍କ ନାମ ସ୍ଥାନିତ ହୋଇଛି। ଦଳର ସୁପ୍ରିମୋ ନବୀନ…
ଅନୁଗୁଳ: ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସୋମବାର କଣିହାଁ ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଶିବିରରେ ୬୭ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୪୭ଟି ବ୍ୟକ୍ତିଗତ ଓ ୨୦ଟି ଗ୍ରାମ୍ୟଭିତ୍ତିକ ଅଭିଯୋଗର…