ମିନି ଟ୍ରକ- ବାଇକ ମୁହାଁମୁହିଁ ଧକ୍କା, ଚାଳକ ମୃତ; ଶବ ରଖି ଜାତୀୟ ରାଜପଥ ଅବରୋଧ କଲେ ଗାଁ ଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଭେଜିଗୋଠ ଗ୍ରାମରେ ଗୁରୁବାର ଏକ ମିନି ଟ୍ରକ ସହ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ହଣ୍ଡପା ଥାନା ଭେଜିଗୋଠ ଗ୍ରାମର ସୌମ୍ୟରଞ୍ଜନ ସିଂ।…

Continue Readingମିନି ଟ୍ରକ- ବାଇକ ମୁହାଁମୁହିଁ ଧକ୍କା, ଚାଳକ ମୃତ; ଶବ ରଖି ଜାତୀୟ ରାଜପଥ ଅବରୋଧ କଲେ ଗାଁ ଲୋକ

ସମର୍ପଣ ଏକାଡେମୀର ତୃତୀୟ କ୍ୟାମ୍ପସ୍ ଉଦ୍‌ଘାଟିତ

ଅନୁଗୁଳ: ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ସମର୍ପଣ ଏକାଡେମୀ’ର ତୃତୀୟ କ୍ୟାମ୍ପସ୍ ଗୁରୁବାର ଅନୁଗୁଳ ସହରର ମାଟିଆସାହି ଠାରେ ଉଦ୍‌ଘାଟିତ ହୋଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ବିଶିଷ୍ଟ ସମାଜସେବୀ ତଥା ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି ଓ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ୍…

Continue Readingସମର୍ପଣ ଏକାଡେମୀର ତୃତୀୟ କ୍ୟାମ୍ପସ୍ ଉଦ୍‌ଘାଟିତ

ଗାର୍ଡୱାଲ୍‌ ନିର୍ମାଣରେ ଅନିୟମିତତା ଅଭିଯୋଗ: ଉପଜିଲ୍ଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ, ଫାଙ୍କିଦେଲେ ଯନ୍ତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଜଳସେଚନ ବିଭାଗର ଗାର୍ଡୱାଲ୍‌ ନିର୍ମାଣରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି। ଏନେଇ ସ୍ଥାନୀୟ ଗାଁ ଲୋକ ଉପଜିଲ୍ଲାପାଳଙ୍କୁ ଫେରାଦ ହୋଇଛନ୍ତି। ସୂଚନା ମୁତାବକ, ସ୍ଥାନୀୟ ଈଶ୍ୱରନଗର ଗାଁରେ ଜମିକୁ ଜଳସେଚନ ପାଇଁ ଥିବା କ୍ଷୁଦ୍ର ଜଳସେଚନ…

Continue Readingଗାର୍ଡୱାଲ୍‌ ନିର୍ମାଣରେ ଅନିୟମିତତା ଅଭିଯୋଗ: ଉପଜିଲ୍ଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ, ଫାଙ୍କିଦେଲେ ଯନ୍ତ୍ରୀ

ଆମ୍ବ ଗୋଟାଇବାକୁ ଯିବା ହେଲା କାଳ, ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ କଞ୍ଜା ସେକ୍ସନ କଞ୍ଜା ଗାଁରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୋମନାଥ ବେହେରା (୬୦)। ସୂଚନା ମୁତାବକ, ଗୁରୁବାର ଭୋର୍‌ରୁ ସୋମନାଥ ଆମ୍ବ ସଂଗ୍ରହ କରିବା ପାଇଁ ଘରପାଖ ତୋଟାକୁ…

Continue Readingଆମ୍ବ ଗୋଟାଇବାକୁ ଯିବା ହେଲା କାଳ, ହାତୀ ଆକ୍ରମଣରେ ବୃଦ୍ଧ ମୃତ

ନାରୀ ସୁରକ୍ଷାରେ ରାଜ୍ୟ ସରକାର ବିଫଳ: ଅନୁଗୁଳ ଜିଲ୍ଲା କଂଗ୍ରେସର ମଶାଲ ଶୋଭାଯାତ୍ରା ଓ ବିକ୍ଷୋଭ

ଅନୁଗୁଳ: ନାରୀ ସୁରକ୍ଷାରେ ରାଜ୍ୟ ସରକାର ବିଫଳ ନାରା ଦେଇ ସୋମବାର ଅନୁଗୁଳର ସମସ୍ତ ବ୍ଲକ୍ ଏବଂ ନଗର ଅଞ୍ଚଳର ଜନଗହଳିପୂର୍ଣ୍ଣ ସ୍ଥାନରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସିଲିଣ୍ଡର ଦର ୫୦ ଟଙ୍କା ବୃଦ୍ଧିକୁ ମଧ୍ୟ କର୍ମୀମାନେ ବିରୋଧ…

Continue Readingନାରୀ ସୁରକ୍ଷାରେ ରାଜ୍ୟ ସରକାର ବିଫଳ: ଅନୁଗୁଳ ଜିଲ୍ଲା କଂଗ୍ରେସର ମଶାଲ ଶୋଭାଯାତ୍ରା ଓ ବିକ୍ଷୋଭ

ଛେଣ୍ଡିପଦାରେ ସିଙ୍ଗେରେନୀ କମ୍ପାନୀର ଖଣି ଖନନ ଆରମ୍ଭ

ଅନୁଗୁଳ: ଭୂମି ପୂଜନ କରି ଖନନ କାର୍ଯ୍ୟ ଆରମ୍ଭ କରିଛି ସିଙ୍ଗେରେନୀ କମ୍ପାନୀ। ବୁଧବାର ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଧୀନସ୍ଥ ନୟନୀ କୋଲ ବ୍ଲକର ପ୍ରସ୍ତାବିତ କୋଇଲା ଖଣି ଅଞ୍ଚଳରେ ଏହି ଖନନ ହୋଇଛି। ନୟନୀ କୋଲ ବ୍ଲକରେ ତେଲେଙ୍ଗାନା ସରକାରଙ୍କର…

Continue Readingଛେଣ୍ଡିପଦାରେ ସିଙ୍ଗେରେନୀ କମ୍ପାନୀର ଖଣି ଖନନ ଆରମ୍ଭ

ସାତକୋଶିଆ ଗଣ୍ଡରେ ଛଡ଼ାଗଲା ୭ ଘଡ଼ିଆଳ, ପିସିସିଏଫଙ୍କ ଉପସ୍ଥିତିରେ ହେଲେ ମୁକ୍ତ

ଅନୁଗୁଳ: ମହାନଦୀର ସାତକୋଶିଆ ଗଣ୍ଡରେ ଛଡ଼ାଗଲା ୭ ଟି ପ୍ରାପ୍ତ ବୟସ୍କ ଘଡ଼ିଆଳ। ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କ ଉପସ୍ଥିତିରେ ଏହି ଘଡ଼ିଆଳଙ୍କୁ ମୁକ୍ତ କରାଯାଇଛି। ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ପ୍ରେମ କୁମାର ଝା ଦୁଇଦିନିଆ ସାତକୋଶିଆ…

Continue Readingସାତକୋଶିଆ ଗଣ୍ଡରେ ଛଡ଼ାଗଲା ୭ ଘଡ଼ିଆଳ, ପିସିସିଏଫଙ୍କ ଉପସ୍ଥିତିରେ ହେଲେ ମୁକ୍ତ

ଜବରଦଖଲ ମୁକ୍ତ ହେଲା କଲେଜ ରୋଡ୍‌, ପୁଣି ବସିଲେ ସମ୍ପତ୍ତି ବାଜ୍ୟାପ୍ତି କରିବ ପୌରପାଳିକା

ଅନୁଗୁଳ: ଅନୁଗୁଳ ଉପଜିଲ୍ଲାପାଳଙ୍କ ବାସଭବନ ଠାରୁ କଲେଜ ପର୍ଯ୍ୟନ୍ତ ରାସ୍ତାକୁ ଜବରଦଖଲମୁକ୍ତ ଘୋଷଣା କଲା ପୌରପାଳିକା। ବୁଧବାର ଏନେଇ ପୌରପାଳିକା ପକ୍ଷରୁ ସର୍ବସାଧାରଣ ନୋଟିସ୍‌ ଜାରି କରାଯାଇଛି। ଯଦି ଆଗକୁ ଏହି ସ୍ଥାନରେ କୌଣସି ଦୋକାନ କି ଠେଲାବାଲା ବସନ୍ତି ତେବେ…

Continue Readingଜବରଦଖଲ ମୁକ୍ତ ହେଲା କଲେଜ ରୋଡ୍‌, ପୁଣି ବସିଲେ ସମ୍ପତ୍ତି ବାଜ୍ୟାପ୍ତି କରିବ ପୌରପାଳିକା

ବଡ଼ ମେଡିକାଲରେ ପ୍ରସୂତି କଲବଲ! ଦିନ ଗୋଟେରେ ଡେଲିଭରି ସମୟ ଦେଇ ରାତି ଯାଏଁ ଡାକ୍ତର ଗାଏବ

ଅନୁଗୁଳ: ଅନୁଗୁଳ ବଡ଼ ମେଡିକାଲ ଆସି ପୁଣି କଲବଲ ହେଲେ ରୋଗୀ। ଏଥରକ ଜଣେ ପ୍ରସୂତି ଡାକ୍ତରଙ୍କ ଅବହେଳା ଯୋଗୁଁ ହଇରାଣ ହୋଇଥିବା ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି। ଏଥିପାଇଁ ମେଡିକାଲରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ ପହଞ୍ଚିବାରୁ…

Continue Readingବଡ଼ ମେଡିକାଲରେ ପ୍ରସୂତି କଲବଲ! ଦିନ ଗୋଟେରେ ଡେଲିଭରି ସମୟ ଦେଇ ରାତି ଯାଏଁ ଡାକ୍ତର ଗାଏବ

ସରକାରୀ ଯୋଜନା ଜାଣିଲେ ଚାଷୀ: କୃଷି କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ଆୟୋଜିତ

ଅନୁଗୁଳ: ଅନୁଗୁଳ ଉପଖଣ୍ଡସ୍ତରୀୟ ଅର୍ଦ୍ଧ ସମ୍ପ୍ରସାରଣ କର୍ମୀଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରରେ ଆୟୋଜିତ ହୋଇଛି। କୃଷି ଜିଲ୍ଲା କାର୍ଯ୍ୟାଳୟ ତରଫରୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଉମାଶଙ୍କର…

Continue Readingସରକାରୀ ଯୋଜନା ଜାଣିଲେ ଚାଷୀ: କୃଷି କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ଆୟୋଜିତ