ଡକାୟତି ଯୋଜନା ପଣ୍ଡ: ୭ ଡକାୟତ ଗିରଫ, ଶତାଧିକ ମୋବାଇଲ ଫୋନ ସହ ମାରଣାସ୍ତ୍ର ଜବତ

ଅନୁଗୁଳ: ଡକାୟତି ଯୋଜନା ପଣ୍ଡ। ୭ ଜଣ ଡକାୟତ ଗିରଫ। ରାସ୍ତା କଡ଼ରେ ଡକାୟତି କରିବା ପାଇଁ ପ୍ରସ୍ତୁତ ହେଉଥିବା ୭ ଜଣ ଡକାୟତଙ୍କୁ ଶନିବାର ରାତିରେ କଣ୍ଡାଳ ଠାରେ ତାଳଚେର ପୋଲିସ ଗିରଫ କରିଛି। ଏମାନଙ୍କ ନାମରେ ତାଳଚେର ଥାନାରେ…

Continue Readingଡକାୟତି ଯୋଜନା ପଣ୍ଡ: ୭ ଡକାୟତ ଗିରଫ, ଶତାଧିକ ମୋବାଇଲ ଫୋନ ସହ ମାରଣାସ୍ତ୍ର ଜବତ

ମାଗଣା ମଧୁମେହ ରୋଗ ନିବାରଣ ଶିବିର ଆୟୋଜିତ, ଯୋଗ ଦେଲେ ୬୦ରୁ ଅଧିକ ଲୋକ

ଅନୁଗୁଳ: ଅନୁଗୁଳ ଶିକ୍ଷକପଡ଼ା ସାଇ ମନ୍ଦିର ନିକଟରେ ଥିବା ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ ମାଗଣା ମଧୁମେହ ରୋଗ ନିବାରଣ ଶିବିର ଆୟୋଜିତ ହୋଇଛି। ନୂଆଦିଲ୍ଲୀସ୍ଥିତ ଭାରତୀୟ ଯୋଗ ସଂସ୍ଥାନର ଅନୁଗୁଳ କ୍ଷେତ୍ର ତରଫରୁ ଦୁଇ ଦିନ ମାଗଣା ମଧୁମେହ ରୋଗ…

Continue Readingମାଗଣା ମଧୁମେହ ରୋଗ ନିବାରଣ ଶିବିର ଆୟୋଜିତ, ଯୋଗ ଦେଲେ ୬୦ରୁ ଅଧିକ ଲୋକ

ରାଜ୍ୟରେ ବଢ଼ିଲା ସ୍କୁଲ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର। ପ୍ରଥମରୁ ପଞ୍ଚମ ପିଲାଙ୍କ ପାଇଁ ମଧ୍ୟାହ୍ନ ଖର୍ଚ୍ଚ ୭ଟଙ୍କା ୬୪ ପଇସା କରାଗଲା। ପୂର୍ବରୁ ପ୍ରଥମରୁ ପଞ୍ଚମ ପିଲାଙ୍କ ପାଇଁ ଏହି ଖର୍ଚ୍ଚ ୫ ଟଙ୍କା ୯୦ ପଇସା ଥିଲା।…

Continue Readingରାଜ୍ୟରେ ବଢ଼ିଲା ସ୍କୁଲ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ

ଓପି ଜିନ୍ଦଲ ସ୍କୁଲର ବାର୍ଷିକ ପ୍ରଦର୍ଶନୀ “ଏକ୍ସପ୍ଲୋରେଟୋରିୟମ୍” ଆୟୋଜିତ

ଅନୁଗୁଳ: ଓପି ଜିନ୍ଦଲ ସ୍କୁଲ ପରିସରରେ ବିଦ୍ୟାଳୟର ବାର୍ଷିକ ପ୍ରଦର୍ଶନୀ, "ଏକ୍ସପ୍ଲୋରେଟୋରିୟମ୍" ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ବିଜ୍ଞାନ, ଗଣିତ, ସାହିତ୍ୟ, ସାମାଜିକ ବିଜ୍ଞାନ ଭଳି ବିଷୟ ସମେତ କଳା, କ୍ରୀଡା, ରଙ୍ଗୋଲି ଏବଂ ବୃତ୍ତି ପରାମର୍ଶ ଆଦିରେ ପ୍ରାୟ ୨୦୦…

Continue Readingଓପି ଜିନ୍ଦଲ ସ୍କୁଲର ବାର୍ଷିକ ପ୍ରଦର୍ଶନୀ “ଏକ୍ସପ୍ଲୋରେଟୋରିୟମ୍” ଆୟୋଜିତ

୪ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗ: ଡିଆରଡିଏର ପୂର୍ବତନ ସିଏଲଟିସି ପ୍ରଫେସନାଲଙ୍କୁ ୪ ବର୍ଷ କାରାଦଣ୍ଡାଦେଶ

ଅନୁଗୁଳ: ଲାଞ୍ଚ ନେବା ଅଭିଯୋଗରେ ଡିଆରଡିଏର ପୂର୍ବତନ ସିଏଲଟିସି ପ୍ରଫେସନାଲଙ୍କୁ ୪ ବର୍ଷ କାରାଦଣ୍ଡାଦେଶ। ଅନୁଗୁଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ ସିଟି ଲେବଲ ଟେକ୍ନିକାଲ ସେଲ ପ୍ରଫେସନାଲ ଭାବେ କାର୍ଯ୍ୟରତ ଥିବା ଶ୍ରୀକାନ୍ତ ମହାପାତ୍ରଙ୍କୁ ୪ ହଜାର ଟଙ୍କା ଲାଞ୍ଚ…

Continue Reading୪ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗ: ଡିଆରଡିଏର ପୂର୍ବତନ ସିଏଲଟିସି ପ୍ରଫେସନାଲଙ୍କୁ ୪ ବର୍ଷ କାରାଦଣ୍ଡାଦେଶ

କାଶୀ ବିଶ୍ଵନାଥ ଡିଗ୍ରୀ କଲେଜର ସଭାପତିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ: ‘ମନଇଚ୍ଛା ଅର୍ଥ ଆତ୍ମସାତ କରିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି’

ଅନୁଗୁଳ: କଲେଜ ସଭାପତିଙ୍କ ମନମୁଖୀ କାରବାରରେ କର୍ମଚାରୀ ଓ ଛାତ୍ରଛାତ୍ରୀ ଅତିଷ୍ଠ। ଏନେଇ କେହି ଖୋଲାଖୋଲି ମୁହଁ ଖୋଲୁନଥିଲେ ମଧ୍ୟ ସଭାପତି ସବୁକାମ ନିଜ ଇଚ୍ଛା ଅନୁସାରେ କରି କୋଟି କୋଟି ଟଙ୍କା ଚଳୁ କରିଥିବା ନେଇ ଅଭିଯୋଗ ହୋଇଛି। ଅନୁଗୁଳ…

Continue Readingକାଶୀ ବିଶ୍ଵନାଥ ଡିଗ୍ରୀ କଲେଜର ସଭାପତିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ: ‘ମନଇଚ୍ଛା ଅର୍ଥ ଆତ୍ମସାତ କରିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି’

ଲକ୍ଷ୍ମୀ ବସ୍‍ ସେବାରେ ହୋଇଛି ୪୮୦ କୋଟି ଟଙ୍କାରୁ ଅଧିକ କ୍ଷତି : ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଲକ୍ଷ୍ମୀ ବସ୍‍ ସେବାରେ ୪୮୦ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇ ସାରିଲାଣି ବୋଲି ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ବିଜେପି ବିଧାୟକ ଅମର କୁମାର ନାୟକଙ୍କ ଏକ…

Continue Readingଲକ୍ଷ୍ମୀ ବସ୍‍ ସେବାରେ ହୋଇଛି ୪୮୦ କୋଟି ଟଙ୍କାରୁ ଅଧିକ କ୍ଷତି : ପରିବହନ ମନ୍ତ୍ରୀ

ବ୍ଲାକ ଫ୍ରାଇଡେ! ପୃଥକ୍ ଦୁର୍ଘଟଣାରେ ୨ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: କଳା ଶୁକ୍ରବାର ! ଆଜି ଅନୁଗୁଳ ଜିଲ୍ଲାର ପୃଥକ୍ ପୃଥକ୍ ସ୍ଥାନରେ ଦୁର୍ଘଟଣା ଘଟି ଦୁଇ ଜଣ ଗୁରୁତର ହୋଇ କଟକ ସ୍ଥାନାନ୍ତରିତ ହୋଇଛନ୍ତି। ସୂଚନା ମୁତାବକ, ମୂଷାପାପୁଲି ଅଞ୍ଚଳରୁ ଅମିୟ ରଞ୍ଜନ ମହାନ୍ତି ଗୁରୁବାର ରାତି ପ୍ରାୟ ୩ଟାରେ…

Continue Readingବ୍ଲାକ ଫ୍ରାଇଡେ! ପୃଥକ୍ ଦୁର୍ଘଟଣାରେ ୨ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ

ଅନୁଗୁଳ: ବାଲ୍ୟ ବିବାହ ମୁକ୍ତ ଭାରତ ପାଇଁ ସଚେତନତା ସୃଷ୍ଟି କରିବାକୁ ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ସ୍ବେଚ୍ଛା ସେବୀ ଅନୁଷ୍ଠାନ ବିଶ୍ବ ଯୁବ କେନ୍ଦ୍ର ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଛି। ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଓ କୈଳାସ…

Continue Readingବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ

ସରଧାପୁର ଗ୍ରାମରେ ଆମ ପୋଲିସ ସଚେତନତା କାର୍ଯ୍ୟକ୍ରମ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅଧୀନସ୍ଥ ଶରଧାପୁର ଗ୍ରାମର କାର୍ତ୍ତିକେଶ୍ବର ପୂଜା ମଣ୍ଡପ ଠାରେ ଗୁରୁବାର ଆମ ପୋଲିସ ସମିତିର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ସମଲ ଥାନା ଆଇଆଇସି ଦିଲ୍ଲୀପ୍ ଲାକ୍ରା ଉପସ୍ଥିତ…

Continue Readingସରଧାପୁର ଗ୍ରାମରେ ଆମ ପୋଲିସ ସଚେତନତା କାର୍ଯ୍ୟକ୍ରମ