ତାଳଚେର ଗଡ଼ଜାତ ଆନ୍ଦୋଳନର ମୁଖ୍ୟ ପୁରୋଧା ସ୍ୱର୍ଗତଃ ପବିତ୍ର ପ୍ରଧାନଙ୍କ ୩୭ ତମ ଶ୍ରାଦ୍ଧ ଦିବସ ପାଳିତ

ତାଳଚେର : ତାଳଚେର ଗଡ଼ଜାତ ଆନ୍ଦୋଳନର ମୁଖ୍ୟ ପୁରୋଧା, ଆଜନ୍ମ ବିପ୍ଲବୀ ତଥା ଓଡ଼ିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ପବିତ୍ର ପ୍ରଧାନଙ୍କ ୩୭ ତମ ଶ୍ରାଦ୍ଧ ଦିବସ ପ୍ରଜାମଣ୍ଡଳ ସ୍ମୃତି କମିଟି ଆନୁକୂଲ୍ୟରେ ପାଳିତ ହୋଇଛି। ଏ ଅବସରରେ ତାଳଚେର ଯୁବନେତା…

Continue Readingତାଳଚେର ଗଡ଼ଜାତ ଆନ୍ଦୋଳନର ମୁଖ୍ୟ ପୁରୋଧା ସ୍ୱର୍ଗତଃ ପବିତ୍ର ପ୍ରଧାନଙ୍କ ୩୭ ତମ ଶ୍ରାଦ୍ଧ ଦିବସ ପାଳିତ

ଆଠମଲ୍ଲିକ ବିଧାୟକଙ୍କୁ ଚାଳକ ସଂଘର ସମ୍ବର୍ଦ୍ଧନା, ଜଣାଇଲେ ଦୀର୍ଘ ଦିନର ଦାବି

ଅନୁଗୁଳ: ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନଙ୍କୁ ତୁରୁଡାସ୍ଥିତ ବାସଭବନରେ ବୁଧବାର ଭେଟିଛନ୍ତି କିଶୋରନଗର ବ୍ଲକ ଡ୍ରାଇଭର ସଂଘ। ପ୍ରଥମେ ଡ୍ରାଇଭର ସଂଘ ପକ୍ଷରୁ ନବ ନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରେ ଚାଳକମାନେ ସେମାନଙ୍କ ସମସ୍ଯା ସମ୍ପର୍କରେ ଆଲୋଚନା କରିଥିଲେ।…

Continue Readingଆଠମଲ୍ଲିକ ବିଧାୟକଙ୍କୁ ଚାଳକ ସଂଘର ସମ୍ବର୍ଦ୍ଧନା, ଜଣାଇଲେ ଦୀର୍ଘ ଦିନର ଦାବି

ମହିଳାଙ୍କୁ ଜବରଦସ୍ତି ଉଲଗ୍ନ କରି ପୂଜାପାଠ କରିଥିବା ଅଭିଯୋଗ, ପୂଜାରୀ ଫେରାର

ତାଳଚେର: ତାଳଚେର କୋଲିୟରି ଥାନା ଅନ୍ତର୍ଗତ ଜଣେ ମହିଳାଙ୍କୁ ପୂଜକ ତାଙ୍କ ଘରେ ବାନ୍ଧି ଉଲଗ୍ନ କରିବା ସହିତ ପୂଜାପାଠ କରିବା ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି। ସୂଚନା ମୁତାବକ, ଯୋରାଗାଡ଼ିଆ ଅଞ୍ଚଳର ପୂଜକ କ୍ଷୀରୋଦ ନାଏକ ଗତ…

Continue Readingମହିଳାଙ୍କୁ ଜବରଦସ୍ତି ଉଲଗ୍ନ କରି ପୂଜାପାଠ କରିଥିବା ଅଭିଯୋଗ, ପୂଜାରୀ ଫେରାର

ଅନୁଗୁଳରେ ସ୍ବୟଂ ଚାଳିତ ଯାନଚାଳନା ପରୀକ୍ଷଣ କେନ୍ଦ୍ର ଆରମ୍ଭ

ଅନୁଗୁଳ: ଅନୁଗୁଳରେ ଆରମ୍ଭ ହେଲା ସ୍ବୟଂ ଚାଳିତ ଯାନଚାଳନା ପରୀକ୍ଷଣ କେନ୍ଦ୍ର। ଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳ ଅଦାଲ୍ ଏମ୍ ଅଖରଙ୍କ ତତ୍ତ୍ବାବଧାନରେ ମଙ୍ଗଳବାର ଜିଲ୍ଲାର ପ୍ରଥମ ସ୍ବୟଂ ଚାଳିତ ଯାନଚାଳନା ପରୀକ୍ଷଣ ( Automated Driving Testting…

Continue Readingଅନୁଗୁଳରେ ସ୍ବୟଂ ଚାଳିତ ଯାନଚାଳନା ପରୀକ୍ଷଣ କେନ୍ଦ୍ର ଆରମ୍ଭ

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, କଟକ ସ୍ଥାନାନ୍ତର

ଅନୁଗୁଳ : ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କରଡ଼ାଗାଡ଼ିଆ ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଆକ୍ରମଣ କରାଯାଇଛି। ଗୁରୁତର ଯୁବକ ହେଲେ ଶକ୍ତି ଗୋଚ୍ଛାୟତ (୨୫)। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା…

Continue Readingପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, କଟକ ସ୍ଥାନାନ୍ତର

ବନ୍ଧୁକ ଦେଖାଇ ଜନ ସେବା କର୍ମଚାରୀଙ୍କଠାରୁ ୩୫ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଛେଣ୍ଡିପଦା: ଅନୁଗୁଳ ଛେଣ୍ଡିପଦା ରାଜ୍ୟ ରାଜପଥ କୋଶଳା ସହିଦ ଅରୁଣଙ୍କ ପ୍ରତିମୂର୍ତ୍ତି ନିକଟରେ କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୩୫ ହଜାର ଟଙ୍କା ଲୁଟିନେଇଛନ୍ତି। ସୂଚନା ଅନୁସାରେ, ରାଇଝରଣ ଗାଁରେ ଥିବା ଏସବିଆଇ ଜନସେବା କେନ୍ଦ୍ରର ରିଙ୍କୁ ସାହୁ ଗତକାଲି ଏକ…

Continue Readingବନ୍ଧୁକ ଦେଖାଇ ଜନ ସେବା କର୍ମଚାରୀଙ୍କଠାରୁ ୩୫ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବିଭିନ୍ନ ସମସ୍ୟାକୁ ନେଇ ଏମସିଏଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କଲେ ଗ୍ରାମବାସୀ, ୧୫ ଦିନ ଭିତରେ ସମାଧାନ ପାଇଁ ପ୍ରତିଶ୍ରୁତି

  ତାଳଚେର: ଏମସିଏଲ ଦ୍ୱାରା କ୍ଷତିଗ୍ରସ୍ତ ତାଳଚେର ବ୍ଲକ ବ୍ରଜନାଥପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗ୍ରାମର ବିଭିନ୍ନ ସମସ୍ୟାକୁ ନେଇ ସୋମବାର ଏମସିଏଲ ଜଗନ୍ନାଥ କ୍ଷେତ୍ରର କନଫରେନ୍ସ ହଲରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଏମସିଏଲର ବୈଷୟିକ ନିର୍ଦ୍ଦେଶକ ଯୁଗଳ…

Continue Readingବିଭିନ୍ନ ସମସ୍ୟାକୁ ନେଇ ଏମସିଏଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କଲେ ଗ୍ରାମବାସୀ, ୧୫ ଦିନ ଭିତରେ ସମାଧାନ ପାଇଁ ପ୍ରତିଶ୍ରୁତି

ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା: ଆଜିଠୁ ଆରମ୍ଭ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଆବେଦନ

ଭୁବନେଶ୍ୱର: ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା ପାଇଁ ଆଜିଠୁ ଆରମ୍ଭ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଆବେଦନ। ଯେଉଁ ଛାତ୍ରଛାତ୍ରୀ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ଏଗ୍ରିଗେଟ୍‌ ମାର୍କ ରଖି ସମସ୍ତ ବିଷୟରେ ପାସ୍‌ ହୋଇ…

Continue Readingଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା: ଆଜିଠୁ ଆରମ୍ଭ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଆବେଦନ

ପିସିସି ସଭାପତି ଓ ପ୍ରଭାରୀଙ୍କ କାର୍ଯ୍ୟକଳାପକୁ ଅନୁଗୁଳ କଂଗ୍ରେସ କର୍ମୀଙ୍କ ବିରୋଧ, ଭାଜପା ଓ ବିଜେଡି ସହିତ ଗୁପ୍ତ ବୁଝାମଣା କରିଥିବା ନେଇ ଆଣିଲେ ଅଭିଯୋଗ

କଣିହାଁ: ରାଜ୍ଯ କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ ଓ ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ କାର୍ଯ୍ୟକଳାପକୁ ବିରୋଧ କରିଛନ୍ତି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଯୁବ ସଂଗଠନ। ଏ ନେଇ ସଂଗଠନର ଯୁବ ନେତା ବାବୁଲା ବେହେରା ଓ ଛବିନ୍ଦ୍ର…

Continue Readingପିସିସି ସଭାପତି ଓ ପ୍ରଭାରୀଙ୍କ କାର୍ଯ୍ୟକଳାପକୁ ଅନୁଗୁଳ କଂଗ୍ରେସ କର୍ମୀଙ୍କ ବିରୋଧ, ଭାଜପା ଓ ବିଜେଡି ସହିତ ଗୁପ୍ତ ବୁଝାମଣା କରିଥିବା ନେଇ ଆଣିଲେ ଅଭିଯୋଗ

ମଦ ଭାଟି ବନ୍ଦ ପାଇଁ ମହିଳାଙ୍କ ଆନ୍ଦୋଳନ

ବନ୍ତଳା: ଅନୁଗୁଳ ବ୍ଲକ କୁମୁରିସିଂହା ପଞ୍ଚାୟତ ବଡବାହାଳ ଗ୍ରାମକୁ ମଦ ମୁକ୍ତ କରିବା ଉଦ୍ଦେଶ୍ୟରେ ମହିଳା ମାନେ ଏକତ୍ର ହୋଇ ଗ୍ରାମରେ ଏକ ସଭା କରିଛନ୍ତି। ସୂଚନା ଯେ, ଆଜକୁ କିଛିଦିନ ତଳେ କିଛି ଫାଇନାନ୍ସ କମ୍ପାନୀ ଗାଁକୁ ଆସି ଗ୍ରାମର…

Continue Readingମଦ ଭାଟି ବନ୍ଦ ପାଇଁ ମହିଳାଙ୍କ ଆନ୍ଦୋଳନ