ଅନୁଗୁଳ ବନାଞ୍ଚଳରୁ ହାତୀର ଗଳିତ କଙ୍କାଳ ଉଦ୍ଧାର, ରୋଗରେ ପଡ଼ି ଦୁଇ ମାସ ତଳୁ ମରିଥିବା ସନ୍ଦେହ
ଅନୁଗୁଳ: ଅନୁଗୁଳ ବନାଞ୍ଚଳ ଅନ୍ତର୍ଗତ ପୁରୁଣାଗଡ଼ ସେକ୍ସନରେ ଏକ ମାଈହାତୀର ଗଳିତ କଙ୍କାଳ ଠାବ ହୋଇଛି। ଖବର ପାଇ ବନ ବିଭାଗର ଅଧିକାରୀଙ୍କ ସମେତ ଜେଟିଏଫ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ସୂଚନା ମୁତାବକ, ଅନୁଗୁଳ ବନାଞ୍ଚଳ ଅନ୍ତର୍ଗତ…
