ବିଜେଡିରୁ ଇସ୍ତଫା ଦେଲେ ଅଙ୍ଗପଡା ସରପଞ୍ଚ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅଙ୍ଗପଡା ସରପଞ୍ଚ ତଥା ବିଜେଡି ଜିଲ୍ଲା ଯୁବ ଉପ ସଭାପତି ଜିତେନ୍ଦ୍ର କୁମାର ସାହୁ ରବିବାର ଦିନ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ…

Continue Readingବିଜେଡିରୁ ଇସ୍ତଫା ଦେଲେ ଅଙ୍ଗପଡା ସରପଞ୍ଚ

ଫେବ୍ରୁଆରି ୧୯ରୁ ଦେବେନ୍ଦ୍ର ପ୍ରଧାନ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତା

ଅନୁଗୁଳ: ଆସନ୍ତା ଫେବ୍ରୁଆରି ୧୯ ତାରିଖରୁ ଆରମ୍ଭ ହେବ ଦେବେନ୍ଦ୍ର ପ୍ରଧାନ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତା।ଏ ନେଇ ଅନୁଗୁଳ ୟୁଥ୍‌ ପାର୍ଲାମେଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ସ୍ଥାନୀୟ ବିଜୁ ମଇଦାନରେ ହେବାକୁ ଥିବା ଏହି ସର୍ବଭାରତୀୟ ରାତ୍ରିକାଳୀନ ଟେନିସ୍‌ ବଲ୍‌ କ୍ରିକେଟ୍‌…

Continue Readingଫେବ୍ରୁଆରି ୧୯ରୁ ଦେବେନ୍ଦ୍ର ପ୍ରଧାନ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତା

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ପ୍ରଥମ ଜିଲ୍ଲାସ୍ତରୀୟ “କୃତୀ ଦ୍ୟୋତନୀ” ମହାମହୋତ୍ସବ

ଅନୁଗୁଳ: ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ପ୍ରଥମ ଅନୁଗୁଳ ଜିଲ୍ଲାସ୍ତରୀୟ ପୁଣ୍ୟ "କୃତୀ ଦ୍ୟୋତନୀ" ମହୋତ୍ସବ ତଥା ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଶୁଭ ୧୩୮ତମ ଆବିର୍ଭାବ ମହୋତ୍ସବ ସ୍ଥାନୀୟ ବିଜୁ ମଇଦାନ ଠାରେ ଅନୁଷ୍ଠିତ ହୋଇଛି। ଜିଲ୍ଲା…

Continue Readingଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ପ୍ରଥମ ଜିଲ୍ଲାସ୍ତରୀୟ “କୃତୀ ଦ୍ୟୋତନୀ” ମହାମହୋତ୍ସବ

ତ୍ରୟୋଦଶ ସାତକୋଶିଆ ମହୋତ୍ସବ ଉଦ୍ଘାଟିତ

ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ ତ୍ରୟୋଦଶ ସାତକୋଶିଆ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର(ରାଜସ୍ବ) ପ୍ରଦୀପ ପ୍ରଜ୍ବଳନ କରି ଏହି ମହୋତ୍ସବକୁ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ନିଜ ଅଭିଭାଷଣରେ ଅନୁଗୁଳର କଳା…

Continue Readingତ୍ରୟୋଦଶ ସାତକୋଶିଆ ମହୋତ୍ସବ ଉଦ୍ଘାଟିତ

ମିଶ୍ରଣ ପର୍ବ: ବିଜେପିରେ ଯୋଗ ଦେଲେ ସେରେନାବେଡା ବହୁ ବିଜେଡି ନେତା ଓ କର୍ମକର୍ତ୍ତା

ଅନୁଗୁଳ: ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ମହୀଧରପୁର ପଞ୍ଚାୟତ ସେରେନାବେଡାର ବହୁ ବିଜେଡି ନେତା ସନ୍ତୋଷ ନାଏକ, ଶିବୁ ନାଏକ, ଟୁଟୁ ନାଏକ, ଅନିଲ ନାଏକ, ବାବୁଲି ନାଏକ, କୁନା ଜେନା, ଦିଲେଶ୍ଵର ନାଏକ,…

Continue Readingମିଶ୍ରଣ ପର୍ବ: ବିଜେପିରେ ଯୋଗ ଦେଲେ ସେରେନାବେଡା ବହୁ ବିଜେଡି ନେତା ଓ କର୍ମକର୍ତ୍ତା

Hero Vida VX2କୁ ସ୍କୁଟର ଅଫ ଦି ଇଅର୍ ୨୦୨୫ ସମ୍ମାନ, ପାର୍ବତୀ ମୋଟର୍ସରେ ଟେଷ୍ଟ ରାଇଡ ନେଇ ପାରିବେ ଗ୍ରାହକ

ଅନୁଗୁଳ: Hero Vida VX2 scooterକୁ ସ୍କୁଟର ଅଫ ଦି ଇଅର୍ ୨୦୨୫ ସମ୍ମାନ। ହିରୋ VIDA scooter ତାର ଡିଜାଇନ୍, ନୂତନତା ଏବଂ ଲୋକାଦୃତି ପାଇଁ ସ୍କୁଟର ଅଫ ଦ ଇଅର୍ ୨୦୨୫ ଆୱାର୍ଡ ପାଇଛି। ଗତ ଏକ ବର୍ଷ…

Continue ReadingHero Vida VX2କୁ ସ୍କୁଟର ଅଫ ଦି ଇଅର୍ ୨୦୨୫ ସମ୍ମାନ, ପାର୍ବତୀ ମୋଟର୍ସରେ ଟେଷ୍ଟ ରାଇଡ ନେଇ ପାରିବେ ଗ୍ରାହକ

ଅବସରପ୍ରାପ୍ତ ସୈନିକଙ୍କର ବାର୍ଷିକ ବୈଠକ, ଯବାନଙ୍କ ବିଭିନ୍ନ ସମସ୍ୟା ଦୂର କରିବାକୁ ଆଲୋଚନା

ଅନୁଗୁଳ: ସ୍ଥାନୀୟ ପଞ୍ଚଧାରା ଭେଟେରେନ୍ସ ଆସୋସିଏସନର ବାର୍ଷିକ ବୈଠକ ବଇଣ୍ଡା କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଆଠମଲ୍ଲିକ, କିଶୋରନଗର, ବଇଣ୍ଡା, ଜରପଡ଼ା ଅଞ୍ଚଳର ଅନେକ ଅବସରପ୍ରାପ୍ତ ସୈନିକ କର୍ମଚାରୀ ଯୋଗ ଦେଇଥିଲେ। ଆସୋସିଏସନର ସଭାପତି ପ୍ରମୋଦ କୁମାର ପ୍ରଧାନଙ୍କ ସଭାପତିତ୍ୱରେ…

Continue Readingଅବସରପ୍ରାପ୍ତ ସୈନିକଙ୍କର ବାର୍ଷିକ ବୈଠକ, ଯବାନଙ୍କ ବିଭିନ୍ନ ସମସ୍ୟା ଦୂର କରିବାକୁ ଆଲୋଚନା

ଛାତ୍ରଛାତ୍ରୀଙ୍କୁ ନେଇ ଟାଟା ମ୍ୟାଜିକ ଗାଡି ଓଲଟିଲା, ୫ ଆହତ: ବେପାରୁଆ ଗାଡି ଚାଳନା ପାଇଁ ଏପରି ଘଟିଥିବା ଅଭିଯୋଗ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ମହୁଳପାଳ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ୁଥିବା ପିଲାମାନଙ୍କୁ ନେଇ ଘରକୁ ଯାଉଥିବା ଏକ ଟାଟା ମ୍ୟାଜିକ ଗାଡି ଭାରସାମ୍ୟ ହରାଇ ଓଲଟି ପଡିବାରୁ ପାଞ୍ଚ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସ୍କୁଲ ଛୁଟି…

Continue Readingଛାତ୍ରଛାତ୍ରୀଙ୍କୁ ନେଇ ଟାଟା ମ୍ୟାଜିକ ଗାଡି ଓଲଟିଲା, ୫ ଆହତ: ବେପାରୁଆ ଗାଡି ଚାଳନା ପାଇଁ ଏପରି ଘଟିଥିବା ଅଭିଯୋଗ

କୋର୍ଟରେ ସର୍ବଭାରତୀୟ ସ୍ୱାସ୍ଥ୍ୟ କଭରେଜ ଦିବସ ପାଳିତ, ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସିଭିଲ କୋର୍ଟ ପରିସରରେ ତାଲୁକ ଆଇନସେବା କମିଟି ପକ୍ଷରୁ ଡିସେମ୍ବର ୧୨ରେ ସର୍ବଭାରତୀୟ ସ୍ୱାସ୍ଥ୍ୟ କଭରେଜ ପର୍ଯ୍ୟବେକ୍ଷଣ ଦିବସ ପାଳିତ ହୋଇଛି। ମୁଖ୍ୟ ଅତିଥିଭାବେ ତାଲୁକ ଆଇନସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ…

Continue Readingକୋର୍ଟରେ ସର୍ବଭାରତୀୟ ସ୍ୱାସ୍ଥ୍ୟ କଭରେଜ ଦିବସ ପାଳିତ, ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ

୧୧ଦଫା ଦାବି ନେଇ ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏସୟୁସିଆଇର ବିକ୍ଷୋଭ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଅନୁଗୁଳ: ୧୧ ଦଫା ଦାବି ନେଇ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏସୟୁସିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏସୟୁସିଆଇ ନେତା ନବ କିଶୋର ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ଛେଣ୍ଡିପଦା ଡାକବଙ୍ଗଳା ଠାରୁ ଏକ…

Continue Reading୧୧ଦଫା ଦାବି ନେଇ ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏସୟୁସିଆଇର ବିକ୍ଷୋଭ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର